ଥାନାରେ ହାଜର ହେଲେ ଅଲ୍ଲୁ ଅର୍ଜୁନ

ଚିକଡପଲ୍ଲୀ ଥାନାରେ ହାଜର ହେଲେ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନ। ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିବ। ଏନେଇ ଗତକାଲି ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପ୍ରକାଶ ଯେ, ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମୟମ୍ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲ୍ଲୁ ଅର୍ଜୁନ, ସିକ୍ୟୁରିଟି ଟିମ ଓ ସନ୍ଧ୍ୟା ଥିଏଟର…

Read More