୩ ଦିନରେ ଆସିବ ଚାଷ କ୍ଷୟକ୍ଷତି ରିପୋର୍ଟ, ୫ ଦିନରେ କ୍ଷତି ପୂରଣ

୩ ଦିନରେ ଆସିବ ରାଜ୍ୟରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ। ୫ ଦିନରେ କ୍ଷତି ପୂରଣ ରାଶି ମିଳିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଦିନିଆ ବର୍ଷା ଯୋଗୁ ଚାଷୀ କ୍ଷତି ସହିଛନ୍ତି। ଏହାର ଆକଳନ ଚାଲିଛି ।ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ ଚାଷ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗର ଅଧିକାରୀ ମାନେ…

Read More