ବିମାନବନ୍ଦରରେ ଫସିଛନ୍ତି ଭାରତୀୟ ଯାତ୍ରୀ
ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୨୦ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି ଭାରତୀୟ ଯାତ୍ରୀ । ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଭାରତୀୟ ଯାତ୍ରୀଙ୍କ ସହିତ ଅନେକ ଯାତ୍ରୀ ଫସିଛନ୍ତି । ଫସିଥିବା ଯାତ୍ରୀଙ୍କ ସହାୟତା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି । ଗଲ୍ଫ ଏୟାର ଯାତ୍ରୀମାନେ କୁଏତ୍ ବିମାନବନ୍ଦରର ଅଧିକାରୀଙ୍କ ସହ ଏନେଇ ଯୁକ୍ତିତର୍କ କରୁଥିବା…