ମଝି ନଦୀରେ ବୁଡ଼ିଗଲା ଡଙ୍ଗା, ୨୫ ମୃତ

ମଝି ନଦୀରେ ବୁଡ଼ିଗଲା ଡଙ୍ଗା। ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ କଙ୍ଗୋସ୍ଥିତ ଫିମି ନଦୀରେ। ଏହି ଦୁର୍ଘଟଣାରେ ଅନେକ ଶିଶୁଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ପରେ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା…

Read More