
ଚାକିରୀ କରାଇଦେବା ନାଁରେ ଠକିନେଲେ ୨ କୋଟି, ଏବେ ପୋଲିସ କବ୍ଜାରେ
ଚାକିରୀ କରାଇଦେବା ନାଁରେ ଲୋକଙ୍କୁ ଠକିନେଲେ ୨ କୋଟି। ଏଭଳି ଅଭିଯୋଗରେ କଟକ ବିଡ଼ାନାସୀ ଜଣେ ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଡ଼ାନାସୀ ସୁଭଦ୍ରା ନଗର ଅଞ୍ଚଳର ଡାନିଏଲ୍ ରାଜ୍। ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। Asଏହି ମାମଲାରେ ନକଲି ମହିଳା ଆଇଏଏସ୍ ଅଧିକାରୀ ଓ ତା’ର ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି। ଆଇଏଏସ୍…