ଅବସର ଘୋଷଣା କଲେ କ୍ରିକେଟର ରବିଚନ୍ଦନ ଅଶ୍ବିନୀ

ଅବସର ଘୋଷଣା କଲେ କ୍ରିକେଟର ରବିଚନ୍ଦନ ଅଶ୍ବିନୀ । ସେ ରୋହିତ ଶର୍ମାଙ୍କ ସହ ପ୍ରେସମିଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର କରିଛନ୍ତି। ଗାବି ଟେଷ୍ଟ ପରେ ଏହି ଘୋଷଣା କରୁଛନ୍ତି ଅଶ୍ବିନୀ । ୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଡିସେମ୍ବର ୬ ରେ ଆଡିଲେଡ଼ରେ କ୍ୟାରିଅର ଶେଷ ମ୍ୟାଚ ଖେଳିଥିଲେ ।୧୦୬ ଟି ଟେଷ୍ଟ ଖେଳିଛନ୍ତି ଆର . ଅଶ୍ବିନୀ । ଟେଷ୍ଟ ରେ ମୋଟ ୫୩୭ ୱିକେଟ ନେଇଛନ୍ତି । ୧୧୬ ଟି ଦିନିଆକିଆ ରେ ୧୫୬ ଟି ୱିକେଟ ନେଇଛନ୍ତି । ଟି -୨୦ ରେ ୬୫ ଟି ମ୍ୟାଚରୁ ୭୨ ୱିକେଟ । ୩ ଟି ଫମାର୍ଟ ରେ ମୋଟ ୭୬୫ ଟି ୱିକେଟ ନେଇଛନ୍ତି । ଟେଷ୍ଟ ରେ ଭାରତ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ୱିକେଟ ନେଇଛନ୍ତି । କ୍ରିକେଟ ରେ ୬ ଟି ଶତକ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *