ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ

ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜନ କରାଯାଇଛି । ଗତ ଡିସେମ୍ବର 9 ତାରିଖରୁ 18 ତାରିଖ ଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏନଆଇସି, ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ସିଟିସି ପ୍ରୋଗାମର୍,ବ୍ଲକର ଟିସି ଏବଂ ମିସ୍-କମ୍-ପିସି ମାନେ ଯୋଗ ଦେଇଥିଲେ । ଏଥିରେ 30ଗୋଟି ଜିଲ୍ଲାର ଏବଂ 314 ବ୍ଲକର 680 ଜଣ କର୍ମଚାରୀ କମ୍ପ୍ୟୁଟର ମାଧ୍ୟମରେ…

Read More

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା

ସୁନ୍ଦରଗଡ଼ ଜିଲ୍ଲାର ନୋଡାଲ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୁଇ ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ, ଯୋଜନା ଆଦିର କାର୍ଯ୍ୟକାରିତା ତଥା ଅଗ୍ରଗତି ସମୀକ୍ଷା କରିବା ସହିତ ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ…

Read More

ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି ଜାତୀୟ କଣ୍ଢେଇ ନାଟ ଉତ୍ସବ। ଡିସେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପ ଠାରେ ଏହି କଣ୍ଢେଇ ନାଟ ଉତ୍ସବର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଆଠଗୋଟି ଓ ଭାରତବର୍ଷର କେରଳ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚମବଙ୍ଗ ରାଜ୍ୟର ପାଞ୍ଚଗୋଟି କଣ୍ଢେଇନାଟ ଦଳ ଅଂଶଗ୍ରହଣ କରିଛନ୍ତି। ଆଜି କାର୍ଯ୍ୟକ୍ରମର ଉଦ୍‌ଘାଟନୀ…

Read More

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି ମୁହାଁମୁହିଁ ହେଲେ ଶାସକ ବିରୋଧୀ ନବୀନଙ୍କ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ କାଉଣ୍ଟର କଲେ ପ୍ରଭାତୀ ଧଉଳୀରେ ଘଟିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହିତ ଓଡ଼ିଶା ପାଇଁ ଲଜ୍ଜ୍ୟା ଆଣିଦେଇଛି। ଭୁବନେଶ୍ୱର ଛାତି ଉପରେ ଘଟିଥିବା ଘଟଣା ପୁଣି ସରକାରଙ୍କୁ କାଠ ଗଡ଼ାକୁ ଟାଣିଛି। ଧଉଳି ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳ…

Read More

ଧର୍ମଶାଳାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଜୋରଦାର ଅଭିଭାଷଣ: ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା

ଧର୍ମଶାଳା: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧର୍ମଶାଳାରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ପୂର୍ବତନ ସରକାର ଓ ପୂର୍ବ ଲୋକପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ସମ୍ବର୍ଦ୍ଧନା ସଭା ନୁହେଁ, ବରଂ ଧନ୍ୟବାଦ ସଭା ବୋଲି ଅଭିହିତ କରି କହିଛନ୍ତି ଯେ, ଯାଜପୁର ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାମଲ କହିଛନ୍ତି, “ଲୋକେ ଭାବିନଥିଲେ ଯେ ଯାଜପୁରରେ ପରିବର୍ତ୍ତନ ହେବ। କିନ୍ତୁ ଭଗବାନ ଓ ମାଆ ବିରଜା ଗର୍ବ ଓ…

Read More

ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍‌ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଏର ହୋଇଛି। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍‌…

Read More

ସୁଭଦ୍ରା ଯୋଜନା ନେଇ ବଡ଼ ବୈଠକ: ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ନେଇ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ବସିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆଲୋଚନା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପୂର୍ବରୁ ତିନୋଟି ବିଭାଗ—ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି…

Read More

ବାଣୀବିହାର କ୍ୟାମ୍ପସରେ ସରକାରୀ କ୍ୱାର୍ଟର ଖାଲି କରିବାକୁ ନୋଟିସ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ ହଷ୍ଟେଲରୁ ଅଣଛାତ୍ରଙ୍କୁ ଉଚ୍ଛେଦ କରାଯାଇଥିବା ପରେ ଏବେ ସରକାରୀ କ୍ୱାର୍ଟରକୁ ମଧ୍ୟ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାଡ଼ିବସିଥିବା ବ୍ୟକ୍ତିମାନଙ୍କୁ ଜାରି ହୋଇଯାଇଛି ନୋଟିସ। ଆଜି ସୁଦ୍ଧା କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି, ନହେଲେ ଆସନ୍ତା କାଲିରୁ ସେମାନଙ୍କର ବସବାସ ବେଆଇନ୍ ହୋଇଯିବ।ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି ହୋଇଥିବା ବେଳେ, କ୍ୱାର୍ଟର ଖାଲି ନକରିଲେ ପୋଲିସ ସହାୟତାରେ ବାହାର କରାଯିବାକୁ ସୂଚନା ଦିଆଯାଇଛି। ସୂତ୍ରରୁ ଜଣାପଡ଼ିଛି…

Read More

ବଲେନ୍ଦ୍ର ବନିବେ ନେପାଳ ପ୍ରଧାନମନ୍ତ୍ରୀ!

କାଠମାଣ୍ଡୁ: ନେପାଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଜୋରଦାର ଉତ୍ସାହର ଲହରୀ ଦେଖାଦେଇଛି, ଯେଉଁଥିରେ ୩୫ ବର୍ଷୀୟ କାଠମାଣ୍ଡୁ ମେୟର୍ ବଲେନ୍ଦ୍ର ଶାହ, ଯିଏ ବଲେନ୍ ନାମରେ ଜଣାଶୁଣା। କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବଲେନଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ନେପାଳର ଯୁପ ପିଢ଼ି। ଜଣେ ପୂର୍ବତନ ସିଭିଲ୍ ଇଞ୍ଜିନିୟର ଓ ରାପର୍ ଥାଇ ରାଜନୀତିରେ ପାଦ ଦେଇଥିବା ବଲେନ୍ ନେପାଳର ଜେନ୍-ଜିଙ୍କ ମନ ଜିଣିଛନ୍ତି, ଯେଉଁମାନେ ତାଙ୍କୁ ଦୁର୍ନୀତି ଓ ଅସମାନତା ଭଳି…

Read More

ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଲେ ଅମର ଶତପଥୀ, ବର୍ତ୍ତମାନର ଦଳରୁ ଦୂରେଇ ଯାଉଛନ୍ତି ନେତା-କର୍ମୀ

ଭୁବନେଶ୍ୱର: ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଇଥିବା ବେଳେ, ଆଜି ବରିଷ୍ଠ ନେତା ଅମର ଶତପଥୀ ସେହି କଥାକୁ ସମର୍ଥନ କରି ବର୍ତ୍ତମାନର ଦଳରୁ ନେତା-କର୍ମୀଙ୍କ ଦୂରୀକରଣର କାରଣ ବୁଝାଇଲେ।ଅମର ଶତପଥୀ କହିଲେ, “ଗଢ଼ି ଉଠିବ ନୂଆ ବିଜେଡ଼ି। ଏହାକୁ ବିଜେଡ଼ିର ଲୋକମାନେ ହିଁ ଗଠନ କରିବେ। ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି।” ସେ ଆହୁରି କହିଲେ ଯେ, ଏବେ ବିଜେଡ଼ିରେ ଯାହା…

Read More