ଏସ୍ସି/ଏସ୍ଟି ଜାତୀୟ ସମ୍ମିଳନୀରେ ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ବାର୍ତ୍ତା
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ସରକାରର ପ୍ରୟାସକୁ ହାଇଲାଇଟ୍ କରିଛନ୍ତି। ସମ୍ମିଳନୀରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ଘରକୁ ଯିବା ଏକ ଫ୍ୟାଶନ୍ ହୋଇଯାଇଛି, କିନ୍ତୁ ମୁଁ ନିଜେ ଆଦିବାସୀ ପରିବାରରୁ ଜନ୍ମ ନେଇଥିବାରୁ ମୋତେ କିଛି ଶିଖିବାର ଆବଶ୍ୟକତା ନାହିଁ। ସେହି ବର୍ଗରୁ…
