୨୯୫ ରନ୍ରେ ଜିତିଲା ଭାରତ
ଅଷ୍ଟ୍ରେଲିଆର ଗଡ଼ ଭାବେ ପରିଚିତ ପର୍ଥରେ ଟେଷ୍ଟ୍ କ୍ରିକେଟ୍ର ନୂଆ ମାଇଲ୍ଖୁଣ୍ଟ ଛୁଇଁଛି। ପ୍ରଥମ ପାଳିରେ ମାତ୍ର ୧୫୦ ରନ୍ କରିବା ପରେ ନାଟକୀୟ ପ୍ରତ୍ୟାବର୍ତ୍ତନର ସଫଳ ଅଧ୍ୟାୟ ଯୋଡ଼ି ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର୍ ଟ୍ରଫି (ବିଜିଟି)ର ପ୍ରଥମ ଟେଷ୍ଟ୍କୁ ଅବିଶ୍ବସନୀୟ ଭାବେ ୨୯୫ ରନ୍ରେ ଜିତି ନେଇଛି। ଯଶପ୍ରୀତ୍ ବୁମ୍ରାଙ୍କ ଘାତକ ସ୍ପେଲ୍, ଜୟସ୍ବାଲଙ୍କ ଯଶସ୍ବୀ ପାଳି ଏବଂ କିଙ୍ଗ୍ କୋହଲିଙ୍କ ଅତୁଳନୀୟ ତଥା ଆକ୍ରମଣାତ୍ମକ ଶତକ ବଳରେ ଅଷ୍ଟ୍ରେଲିଆକୁ ଘାଇଲା କରି ବିଦେଶ ମାଟିରେ…
