ଦକ୍ଷିଣ କୋରିଆରେ ଭୟଙ୍କର ତୁଷାର ଝଡ଼

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ଶହ ଶହ ବିମାନ ବାତିଲ ହୋଇଛି । ଏହାସହ ରେଳ ଏବଂ ସଡ଼କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।ନଭେମ୍ବରରେ ଆସିଥିବା ଏହି ତୁଷାର ଝଡ଼ ଦକ୍ଷିଣ କୋରିଆକୁ କଲବଲ୍ କରିପକାଇଛି । ଗତ ୫୦ ବର୍ଷରେ ଏହାକୁ ସବୁଠାରୁ ଭୟଙ୍କର ଝଡ଼ ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ପାଣିପାଗ ଏଜେନ୍ସି କହିଛି ଯେ ସିଓଲର ଉତ୍ତର ଏବଂ ଆଖପାଖ ଅଞ୍ଚଳରେ ୨୦ ସେଣ୍ଟିମିଟର ତୁଷାରପାତ…

Read More

ଡିସେମ୍ବରରେ ହାଡଭଙ୍ଗା ଶୀତ!

ଭୁବନେଶ୍ବର : ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ତାପମାତ୍ରା 15 ଡିଗ୍ରୀରୁ କମ୍ ରହୁଥିବା ବେଳେ କେତେକ ସ୍ଥାନରେ ବରଫ ମଧ୍ୟ ପଡିଲାଣି । ତେବେ ନଭେମ୍ବର ମାସ ଶେଷ ହେବାକୁ ଯାଉଥିବା ବେଳେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ…

Read More

କଟକ ଟ୍ରାଫିକ୍ ବ୍ୟବସ୍ଥାକୁ ଫୁ

କଟକ: ରାଜଧାନୀ ଭୁବନେଶ୍ୱରରେ କମିସନରେଟ୍‌ ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭିକୁ ମଧ୍ୟ ଏ କ୍ଷେତ୍ରରେ ଉପଯୋଗ କରାଯାଉଛି। ରଙ୍ଗରୁଟ୍‌ରେ ଗାଡ଼ି ଚଲାଇବା, ବିନା ହେଲମେଟ୍‌ରେ ଗାଡ଼ି ଚାଳନା, ଟ୍ରାଫିକ୍‌ ଛକରେ ଜେବ୍ରା କ୍ରସିଂ ଅତିକ୍ରମ କରିବା, ନାଲି ସିଗନାଲକୁ ଖାତିର୍‌ ନ କରି ରାସ୍ତା ପାର୍‌ ହେବା ଆଦି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ୍‌ କରିବା ଉଦ୍ଦେଶ୍ୟରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। କିନ୍ତୁ ଚାଲାଣ କାଟିବା…

Read More

ଆଇପିଏଲରୁ ବାଂଲାଦେଶ ବିଦା

ଚଳିତବର୍ଷ ବାଂଲାଦେଶରେ ସରକାର ପଲଟିବା ପରଠାରୁ ହିନ୍ଦୁମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି। ଏପରି କି ହିନ୍ଦୁମାନଙ୍କୁ ବାଂଲାଦେଶ​‌ରେ ହତ୍ୟା କରାଯିବା ସହିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଯାହାର ପ୍ରଭାବ ଆଇପିଏଲ ନିଲାମୀରେ ବି ଦେଖିବାକୁ ମିଳିଛି। ଚଳିତ ନିଲାମୀରେ ୧୨ ଜଣ ବାଂଲାଦେଶୀ କ୍ରିକେଟରଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୁସ୍ତାଫିଜୁର ରହମନ ଏବଂ ରିଶାଦ ହୁସେନଙ୍କ ନାମ ନିଲାମ ପାଇଁ ଡକାଯାଇଥିଲା। କିନ୍ତୁ କୌଣସି ଟିମ୍ ସେମାନଙ୍କୁ କିଣି…

Read More

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରୌପ୍ୟ ପଦକ ହାସଲ କଲା ଓଡ଼ିଶା

ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା । ଏଥିରେ ଓଡ଼ିଶାର କଳା କାରିଗରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି ସଂସ୍କୃତି ଓ କଳାକୃତି ସ୍ଥାନ ପାଇଥିଲା। ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ମଣ୍ଡପରେ ଥିବା ଫୁଡ୍ ଜୋନରେ ଓଡ଼ିଶା ପ୍ରସିଦ୍ଧ ରସଗୋଲା ସହ କଟକ ଦହିବରା,…

Read More

ପୁରୀ ଉପକୂଳମୁହାଁ ନୌସେନାର ଯୁଦ୍ଧ ଜାହାଜ

ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର । ଏଥିପାଇଁ ପୁରୀ ଉପକୂଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ନୌସେନାର ଯୁଦ୍ଧ ଜାହାଜ ପୁରୀ ଉପକୂଳ ମୁହାଁ ହୋଇଥିବାବେଳେ ସ୍ଥଳ ସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ବି ବେଳାଭୂମିରେ ପହଞ୍ଚିଛି । ବିଏମ୍ ପି ନାମକ ଏହି ଟ୍ୟାଙ୍କର ବି ପ୍ରଦର୍ଶନରେ ସାମିଲ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ…

Read More

ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି!

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ ପାଳନ ହୋଇଥାଏ ।ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିଥାଏ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି ।ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ…

Read More

ବନ୍ଦ ହେବ ଯୁଦ୍ଧ

ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା । ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି । ରାଜିନାମା ଲାଗୁ ଯୋଗୁ ଇସ୍ରାଏଲ-ଲେବାନନ ସୀମାରେ ଲଢ଼େଇରେ ଅବସାନ ଘଟିବ । ପରବର୍ତ୍ତୀ ୬୦ ଦିନରେ ଇସ୍ରାଏଲ ପର୍ଯ୍ୟାୟକ୍ରମେ ବାକି ସେନାକୁ ଅପସାରଣ କରିବ ବୋଲି ବାଇଡେନ କହିଛନ୍ତି ।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ…

Read More

ମୋହନ ସରକାରଙ୍କ ବଡ ଘୋଷଣା

5 ବର୍ଷରେ ଦେଢ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଏହି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, 5 ବର୍ଷରେ ଦେଢ ଲକ୍ଷ୍ୟ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛୁ । ଆଜି 941 ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶୃତି ପାଳନ କରିଛୁ । ନିକଟରେ 16 ହାଜର 9ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ । ଖୁବଶୂଘ୍ର…

Read More

କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା

ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି। ସୁଜାତାଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲି ଥିବାବେଳେ ତାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଥିଲା। ୨୭ ତାରିଖ ଅର୍ଥାତ ବୁଧବାରଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ଥିବା ବେଳେ ସେ ଆଉ  ସେ ୬ ମାସ ଛୁଟି ଆବେଦନ କରିଥିଲେ । ତେବେ ତାଙ୍କ ଛୁଟିକୁ ନାଁ କରିଦେଲେ ମୋହନ…

Read More