୧୫ ଦିନରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍
ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ରିଜେକ୍ସନର ଯାଞ୍ଚ । ପ୍ରଥମ କରି ମାଲକାନାଗିରିରୁ ଏହି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଆବେଦନ ଅଧିକ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ମାଲକାନାଗିରିରୁ ଆରମ୍ଭ ହେବାକୁ ଥିବା ଯାଞ୍ଚ ପ୍ରକ୍ରିୟା ଗଜପତି, କୋରାପୁଟରେ ମଧ୍ୟ କରାଯିବ । କୋରାପୁଟ ଗଜପତି ଏବଂ ମାଲକାନାଗିରିରେ ଅଧିକ ଆବେଦନ ରିଜେକ୍ସନ ହୋଇଛି । ଏଥିସହ…
