ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା 

୨୪ ଘଣ୍ଟା ଧରି ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ମୂଷଳଧାରରେ ବର୍ଷା ସହ କେତେକ ଅଞ୍ଚଳରେ ଅତିଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ତାମିଲନାଡ଼ୁର ୯ ଜିଲ୍ଲାରେ ଭୀଷଣ ବର୍ଷା ହେଉଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଜଳବନ୍ଦୀ ପିରସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ…

Read More

ସିରିଆ ଅଶାନ୍ତ

ଗାଜା ଓ ଲେବାନନ ପରେ ସିରିଆ ଆତଙ୍କୀ ଗତବିଧି ବୃଦ୍ଧି ହେବା ସହ ନରସଂହାର ଆରମ୍ଭ ହୋଇଛି । ସିରିଆ ସରକାରକୁ ଗାଦିଚ୍ୟୁତ କରିବାକୁ ଆତଙ୍କୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ଦେଶର ଦ୍ୱିତୀୟ ବଡ ସହର ଅଲେପ୍ପୋରେ ତାଣ୍ଡବ ଲୀଳା ଖେଳାଇଛି । ସହରର ବହୁ ଅଞ୍ଚଳକୁ ନିଜ କବଜାକୁ ନେଇସାରିଲାଣି ତହରିର ଅଲ ସାମ । ଆଠ ବର୍ଷ ଆଗରୁ ଏହି ସଂଗଠନ ସେଠାରେ ରକ୍ତର ହୋରି ଖେଳୁଥିଲା । ସିରିଆ ସେନା…

Read More

ମାଡି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪…

Read More

ୱାକଫ ବୋର୍ଡକୁ ଭଙ୍ଗ କଲେ ଆନ୍ଧ୍ର ସରକାର

ଖୁବଶୀଘ୍ର ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ ପୂର୍ବ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅର୍ଡରକୁ ବର୍ତ୍ତମାନର ଟିଡିପି ସରକାର ପ୍ରତ୍ୟାହାର କରିନେଇଛନ୍ତି । ୨୦୨୩ ମାର୍ଚ୍ଚ ମାସ ଠାରୁ ବୋର୍ଡ ନିଷ୍କ୍ରିୟ ରହିବା ସହ କୌଣସି କାର୍ଯ୍ୟ କରାଯାଇ ନଥିଲା । ବୋର୍ଡରେ ପୂର୍ବ ସାଂସଦଙ୍କୁ ସାମିଲ କରାଯାଇ…

Read More

ମହଙ୍ଗା ହେବ ବିମାନ ଯାତ୍ରା

ଡିସେମ୍ବର ୧ରୁ ଲାଗିଛି ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ସରକାରୀ ତୈଳ କମ୍ପାନୀଗୁଡ଼ିକ (ଓଏମସି) ଡିସେମ୍ବରରେ ଆଭିଏସନ ଟର୍ବାଇନ ଫୁଏଲ (ATF) ଅର୍ଥାତ୍ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି, ଯାହାର ସିଧା ପ୍ରଭାବ ବିମାନ ଭଡ଼ା ଉପରେ ପଡ଼ିପାରେ । ଡିସେମ୍ବର ୧ରୁ ATFର ଦାମ୍ କିଲୋଲିଟର ପିଛା ୧୩୧୮.୧୨ ଟଙ୍କା ବୃଦ୍ଧି ପାଇଛି ।ସରକାରୀ ତଥ୍ୟ ଅନୁଯାୟୀ, ଦେଶର ଚାରୋଟି ପ୍ରମୁଖ ମେଟ୍ରୋ ସହର ମଧ୍ୟରୁ ଦିଲ୍ଲୀରେ ବିମାନ ଇନ୍ଧନ ମୂଲ୍ୟ ବଢ଼ି କିଲୋଲିଟର…

Read More

ପବନରେ ଟଳମଟଳ ହେଲା ବିମାନ,ଭାଇରାଲ ହେଲା ଭିଡିଓ

ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ପ୍ରବଳ ପବନ ହେତୁ ଇଣ୍ଡିଗୋର ଏକ ବିମାନ ରନୱେରେ ସଠିକ୍ ଅବତରଣ କରିପାରି ନାହିଁ । ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଆକାଶରେ ଦୋହଲିଥିଲା ।ଯଦିଓ ଶେଷ ମୁହୂର୍ତ୍ତରେ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ପୁଣିଥରେ ଟେକ୍ ଅଫ୍ କରାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ପ୍ରବଳ ପବନ ଏବଂ ରନୱେରେ ପାଣି ଜମା ହୋଇଥିବା ଯୋଗୁ ବିମାନ ଲ୍ୟାଣ୍ଡ…

Read More

ଓଡ଼ିଶାରୁ ବିଦାୟ ନେଲେ ମୋଦି,ଶାହା

ଡିଜିପି-ଆଇଜିପି ସମ୍ମିଳନୀ ଶେଷ ହେବା ପରେ ଦୁଇ ହେଭିଓ୍ବେଟ୍‌ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଲୋକସେବା ଭବନରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ କାର୍‌ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ବିମାନବନ୍ଦର ଯାଇ ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ପୋଲିସ ମହାନିର୍ଦ୍ଦେଶକ (ଡିଜିିପି) ଏବଂ ପୋଲିସ ମହାନିରୀକ୍ଷକ (ଆଇଜିପି)ସ୍ତରୀୟ ୫୯ତମ ସମ୍ମିଳନୀରେ ପ୍ରାୟ ୨୫୦ ଅଧିକାରୀ ଉପସ୍ଥିତ ରହିଥିବାବେଳେ ୨୦୦ରୁ…

Read More

ବରଗଡ଼ ଧନୁଯାତ୍ରାର ନୂଆ କଂସ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ । କଂସ କଳାକାର ଭାବେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁନୀଲ କୁମର ମେହେର ଅଂଶଗ୍ରହଣ କରି ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ତେବେ ଏହା ମଧ୍ୟରେ ଆସିଛି ଫାଇନାଲ ଫଳାଫଳ । ୪…

Read More

ଆରମ୍ଭ ହେଲା କୋଣାର୍କ ଉତ୍ସବ

୩୫ତମ କୋଣାର୍କ ଉତ୍ସବ ଆଜିଠାରୁ ହୋଇଛି। ଏଥିପାଇଁ ଆରମ୍ଭ ହୋଇସାରିଛି ସାଜସଜା। ଏହି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ କୋଣାର୍କ ଉତ୍ସବମୁଖର ହୋଇଉଠିଛି। ତେବେ ଦେଶର କଳା ସଂସ୍କୃତିର ପ୍ରଚାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଏହି ଆନ୍ତର୍ଜାତୀୟ ବାଲୁକା କଳା ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସାଙ୍ଗକୁ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।…

Read More

ଅରବିନ୍ଦଙ୍କ ବଡ଼ ବିବୃତ୍ତି

ଆମ୍ ଆଦ୍‌ମୀ ପାର୍ଟୀର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ଼ ବିବୃତ୍ତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟୀ କାହା ସହ ବି ମେଣ୍ଟ କରିବେ ନାହିଁ। ସେ କହିଛନ୍ତି ଯେ, ଆପ୍ ଜାତୀୟ ସ୍ତରରେ ଇଣ୍ଡିଆ ମେଣ୍ଟର ଏକ ଅଂଶ ହୋଇ ରହିବ। ରବିବାର ପ୍ରେସ ମିଟରେ କେଜ୍ରିୱାଲ ଏହି କଥା କହିଛନ୍ତି। କୁହାଯାଉଛି ଯେ, ହରିୟାଣା ଏବଂ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟକୁ ପରାଜୟ ମିଳିବା ପରେ କେଜ୍ରିୱାଲ ଏହି ନିଷ୍ପତ୍ତି…

Read More