ଭୁଶୁଡ଼ିଲା ସୁଡ଼ଙ୍ଗ

ବିଳମ୍ବିତ ରାତିରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମୁକୁନ୍ଦରା ହିଲ୍ସ  ନିକଟରେ ନିର୍ମାଣ କରାଯାଉଥିବା ୮ ଲେନ୍ ବିଶିଷ୍ଟ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ କାଦୁଅ ମଧ୍ୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ  ଆହତ ହୋଇଛନ୍ତି। ରାତି ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି । ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ୪ ଜଣ ଶ୍ରମିକଙ୍କୁ…

Read More

ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ

ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ ସେବା । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ରହିଛି । ଅଧିକ 5G ଟାୱାର ଅପଗ୍ରେଡ୍ କରାଯାଉଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ସେବା ପହଞ୍ଚାଇବା ଲକ୍ଷ ରହିଛି ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାରୁ ବଞ୍ଚିତ ଓ ଏହାର ସମସ୍ୟାକୁ…

Read More

ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଡିସେମ୍ବର ୮ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଓଡ଼ିଶା- ଆନ୍ଧ୍ର ସୀମାରେ କୌଣସି ମାଓ ପୋଷ୍ଟର ଦେଖିବାକୁ ମିଳିନଥିବା ବେଳେ ଛତିଶଗଡ଼ର ବିଭିନ୍ନ ଗାଁରେ ଲାଗିଛି ମାଓ ପୋଷ୍ଟର । ଛତିଶଗଡ଼ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମାଓ ବିରୋଧୀ ଅପରେସନକୁ ବିରୋଧ କରିବା ପାଇଁ ମାଓ ସଂଗଠନ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି । ଛତିଶଗଡ଼ ଜୋନାଲ ସବ୍ ବ୍ୟୁରୋ ମାଓ ସଂଗଠନ ଏହି…

Read More

ଜିଏସ୍ଟି ସଂଗ୍ରହରେ ବୃଦ୍ଧି 

ରବିବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବରରେ କେନ୍ଦ୍ରୀୟ ଜିଏସ୍ଟି ସଂଗ୍ରହ ୩୪,୧୪୧ କୋଟି, ରାଜ୍ୟ ଜିଏସ୍ଟି ୪୩,୦୪୭ କୋଟି, ଇଣ୍ଟିଗ୍ରେଟେଡ୍ ଆଇଜିଏସ୍ଟି ୯୧,୮୨୮ କୋଟି ଏବଂ ସେସ୍ ୧୩,୨୫୩ କୋଟିରେ ପହଞ୍ଚିଛି । ନଭେମ୍ବରରେ ମୋଟ ସଫଳ ଜିଏସଟି ରାଜସ୍ୱ ୮.୫ ପ୍ରତିଶତ ବଢ଼ି ୧.୮୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଯାଇଥିବାବେଳେ ଗୋଟିଏ ବର୍ଷ ପୂର୍ବରୁ ସେହି ମାସରେ ଏହା ୧.୬୮ ଲକ୍ଷ କୋଟି ଟଙ୍କା ଥିଲା । ଅକ୍ଟୋବରରେ ୧.୮୭ ଲକ୍ଷ କୋଟି…

Read More

କେନ୍ଦ୍ର ଆଣିଛି ମହିଳାଙ୍କ ପାଇଁ ଖୁସି ଖବର

ମହିଳାଙ୍କ ବିକାଶରେ ସମାଜ ତଥା ରାଷ୍ଟ୍ରର ବିକାଶ । ଏହା ବୁଝିଛି ମୋଦି ସରକାର । ତେଣୁ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବାକୁ ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଥିରେ ଗୋଟିଏ ପ୍ରଧାନମନ୍ତ୍ରୀ ସିଲେଇ ମେସିନ ସ୍କିମ । କୌଣସି ମହିଳା ପୋଷାକ ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ ଏହି ଯୋଜନାର ସୁଫଳ ନେଇ ପାରିବେ । ଏଥିରେ ରହିଛି ଅନେକ ପ୍ରୋତ୍ସାହନ ସୁବିଧା ।ମହିଳାଙ୍କୁ ମେସିନ କିଣିବାକୁ ୧୫ ହଜାର ଟଙ୍କା…

Read More

ସ୍ୱାସ୍ଥ୍ୟ ପାଇଁ ଖଜୁରୀ ବେଶ ଲାଭଦାୟକ

ସୁସ୍ଥ ରହିବାକୁ ହେଲେ ମଣିଷ ବହୁତ ପ୍ରକାର କାର୍ଯ୍ୟ କରିଥାଏ । କାହିଁନା ଯଦି ଶରୀର ଥରେ ଖରାପ ସୁସ୍ଥ ହେବ ପାଇଁ ସମୟ ଲାଗିଥାଏ । ଯାହା ଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଏ । ଦୁର୍ବଳ ହେବା କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ସ୍ଥିତିରେ ଆପଣ କିପରି ସୁସ୍ଥ ରହିବେ ଏବଂ କ’ଣ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବ ଆସନ୍ତୁ ଜାଣିବା ।ମଣିଷ ବଞ୍ଚିବା…

Read More

ଦିଲ୍ଲୀରୁ ଲଢ଼ିପାରନ୍ତି ଅୱଧ ଓଝା

ଆମ୍ ଆଦମୀ ପାର୍ଟି(ଆପ୍‌)ରେ ସାମିଲ ହୋଇଛନ୍ତି ଅୱଧ ଓଝା। ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଏହି ସମୟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ । ଦିଲ୍ଲୀର ଶିକ୍ଷା କ୍ରାନ୍ତିରୁ ପ୍ରଭାବିତ ହୋଇ ଅୱଧ ଦଳରେ ସାମିଲ ହୋଇଥିବା ମନୀଷ ଦଳ ତରଫରୁ କହିଥିଲେ । ଆମ ପ୍ରୟାସକୁ ଆହୁରୀ ଆଗକୁ ନେବା ପାଇଁ ତାଙ୍କୁ ଆପ୍ ପରିବାରକୁ ସ୍ୱାଗତ ଜଣାଉଛି । ଦଳରେ ସାମିଲ…

Read More

ସନ୍ନ୍ୟାସ ନେବେ ବିକ୍ରାନ୍ତ

ବଲିଉଡ୍‌ ଅଭିନେତା ବିକ୍ରାନ୍ତ ମେସି ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ । ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ଚରିତ୍ର ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଫିଲ୍ମକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ବିକ୍ରାନ୍ତ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ପ୍ରଶଂସକଙ୍କ ଆଖିରେ ଲୁହ ଆଣି ଦେଇଛି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଲେଖି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଛନ୍ତି।୨୦୦୪ରେ…

Read More

କାଳ ହେଲା ଫୁଟବଲ ଖେଳ

ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।ଡାକ୍ତରଖାନାରେ ଆଖି ନ ପାଇବା ପର୍ଯ୍ୟନ୍ତ ମୃତ ଦେହଗୁଡ଼ିକ ଧାଡି ହୋଇ ରହିଛନ୍ତି। ଆଉ କେତେକ ମୃତଦେହ ହଲୱେରେ ଚଟାଣରେ ପଡ଼ିଛନ୍ତି। ମର୍ଗ ବା ଶବଗୃହ ପୂର୍ଣ୍ଣ ହୋଇଛି ବୋଲି ଜଣେ ଡାକ୍ତର ନାମ ଗୋପନ ରଖି ଗଣମାଧ୍ୟମ ସହ କଥା ହେବା ପାଇଁ ଅନୁମତି…

Read More

ଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେଲେ ଜୟ ଶାହ

ବିସିସିଆଇ)ର ପୂର୍ବତନ ସମ୍ପାଦକ ଜୟ ଶାହ ରବିବାର ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନଭେମ୍ବର ୨୦୨୦ରୁ ଆଇସିସିର ଏହି ଶୀର୍ଷ ପଦରେ ଥିବା ଗ୍ରେଗ୍‌ ବାରକ୍ଲେଙ୍କଠୁ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଶାହଙ୍କ ମୁଖ୍ୟ ଲକ୍ଷ୍ୟରେ ରହିଛି କ୍ରିକେଟ୍‌କୁ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ କରିବା। ଏଥିସହ ଆଇସିସି ଚମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଚାଲିଥିବା ବିବାଦର ସମାଧାନ ତାଙ୍କର ପ୍ରାଥମିକତା ରହିବ। ୨୦୧୯ରେ…

Read More