ବନ୍ୟା ପ୍ରଭାବିତ ଜିଲ୍ଲା ଆକାଶ ମାର୍ଗରୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ
ବାଲେଶ୍ବର. ଭଦ୍ରକ ଓ ଯାଜପୁର ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛୁ | ବନ୍ୟାରେ ବାଲେଶ୍ବର ଜିଲାର 4ଟି ବ୍ଲକ, ଭଦ୍ରକ ଓ ଯାଜପୁର ଜିଲ୍ଲାର 2 ବ୍ଲକ୍ ପ୍ରଭାବିତ ହୋଇଛି | ନଦୀର ଜଳସ୍ତର ହ୍ରାସ ପାଇଛି ..
ଯେଉଁ ଅଞ୍ଚଳ ପ୍ରଭାବିତ ହୋଇଥିଲା, ସେଠାରେ ରିଲିଫ ଯୋଗାଇଦିଆଯାଇଛି |ରାସ୍ତା ଓ ଘର ନଷ୍ଟ ହୋଇଛି | ରିପୋର୍ଟ ଆସିବା ପରେ ସହାୟତା ମିଳିବ | ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି | ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି | ଗୃହପାଳିତ ପଶୁ ମରିଥିଲେ ସହାୟତା ମଧ୍ଯ ମିଳିବ | ତଳି ଅଞ୍ଚଳରେ ପାଣି ରହିଛି | ସାପ କାମୁଡା ଔଷଧ ରଖିବାକୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି | ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି |