ରାଜ୍ୟ ରାଜପଥର ହେବ ବିକାଶ । ବଜେଟରେ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ

ରାଜ୍ୟ ରାଜପଥର ବିକାଶ ହେବ । ଅସଜଡା ହୋଇପଡିଥିବା ରାସ୍ତା ସଜଡା ହେବ । ଗମନାଗମନରେ ସୁବିଧା ହେବ । ରାଜଧାନୀରେ ସିଟି ରୋଡ୍ ପରିକଳ୍ପନା ହୋଇଛି । ଏନେଇ ରାଜ୍ୟ ସରକାର ଆଣିଲେ ବଜେଟ୍ ।

ରାଜପଥ ବିକାଶ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୁରା ଓଡିଶାରେ ରାସ୍ତାର ବିକାଶ ହେବ । ରାଜ୍ୟ ରାଜପଥ ୪ ଲେନ୍ ବିଶିଷ୍ଟ ହେବ ।

Leave a Reply

Your email address will not be published. Required fields are marked *