ସାଙ୍ଗରେ ଫଟୋ ଉଠାଇବା ବି ମନା! ବିଜେଡି ନେତାଙ୍କ ଦୟନୀୟ ଅବସ୍ଥା
ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ପ୍ରଥା ନେଇ ଏବେ ଦଳୀୟ ନେତାମାନଙ୍କ ମନରେ ଅସନ୍ତୋଷ ଓ ସନ୍ଦେହ ସୃଷ୍ଟି ହୋଇଛି । ନବୀନ ପଟ୍ଟନାୟକଙ୍କ ସହ କେବଳ ଭି.କେ. ପାଣ୍ଡିଆନଙ୍କର ଫଟୋ ଉଠିବ ଏବଂ ସେହି ଫଟୋକୁ ମାତ୍ର ମିଡିଆ ଓ ସୋସିଆଲ୍ ମିଡିଆକୁ ଛାଡ଼ାଯିବ ବୋଲି ସୂଚନା ମିଳିଥିବାରୁ ଅନ୍ୟମାନେ ହୀନମନ୍ୟତାରେ ପଡ଼ୁଛନ୍ତି । ବିଜେଡିର ବିଭିନ୍ନ ନେତା ଯଦିଓ ନବୀନଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି, କିନ୍ତୁ ସେମାନଙ୍କୁ ସହଜରେ ଫଟୋ କିମ୍ବା ଭିଡିଓରେ…
