ଜିଏସଟି କାଉନସିଲର ଐତିହାସିକ ନିଷ୍ପତ୍ତି: ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ବିଳାସପୂର୍ଣ୍ଣ ଜିନିଷ ଉପରେ ୪୦% ଜିଏସଟି

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୬ତମ ବୈଠକରେ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କୁ ଲାଭ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ, ବର୍ତ୍ତମାନର ୧୨% ଓ ୨୮% ଜିଏସଟି ସ୍ଲାବକୁ ହଟାଇ ଏହା ବଦଳରେ ଦୁଇଟି ସ୍ଲାବ—୫% ଓ ୧୮%—ଲାଗୁ କରାଯିବ। ଏହି ନୂଆ ନିୟମ ଆସନ୍ତା ସେପ୍ଟେମ୍ବର ୨୨, ୨୦୨୫ ନବରାତ୍ରୀର…

Read More

ଓଡ଼ିଶାରେ ଆଉ ଦୁଇ ଦିନ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଆହୁରି ଦୁଇ ଦିନ ଲାଗି ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ସହିତ, ପ୍ରବଳ ବର୍ଷା ପାଇଁ ଅନ୍ୟ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସାରା ରାଜ୍ୟରେ ବର୍ଷା…

Read More

ପଞ୍ଜାବ ଓ ଚଣ୍ଡିଗଡ଼ରେ ବନ୍ୟା ବିପର୍ଯ୍ୟୟ: ୩୦ ମୃତ, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଚଣ୍ଡିଗଡ଼: ପଞ୍ଜାବ ଓ ଚଣ୍ଡିଗଡ଼ରେ ମୌସୁମୀ ବର୍ଷା ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଜାରି ରହିବ, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ। ଚଣ୍ଡିଗଡ଼ରେ ସୁଖନା ହ୍ରଦର ଜଳସ୍ତର ବୃଦ୍ଧି ପାଇବା ସହିତ ପଞ୍ଜାବର ୨୩ଟି ଜିଲ୍ଲାର ୧୪୦୦ରୁ ଅଧିକ ଗାଁ ବନ୍ୟା ପାଣିରେ ବୁଡ଼ି ରହିଛି। ଏହି ବିପର୍ଯ୍ୟୟ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୦…

Read More

ହୀରାକୁଦରେ ପର୍ଯ୍ୟଟନରେ ବଡ଼ ପରିବର୍ତ୍ତନ: ଫ୍ଲୋଟିଂ ରେଷ୍ଟୁରାଣ୍ଟ, କ୍ରୁଜ୍, ୱାଟର ସ୍ପୋର୍ଟ୍ସ ଓ ଇକୋ ରିଟ୍ରିଟ୍ ସହ ନୂଆ ଆକର୍ଷଣ

ସମ୍ବଲପୁରର ପ୍ରସିଦ୍ଧ ହୀରାକୁଦ ବନ୍ଧ ଆସନ୍ତା ନଭେମ୍ବରରୁ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ନୂଆ ରୂପରେ ଆବିର୍ଭାବ ହେବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଜଳସମ୍ପଦ ବିଭାଗଙ୍କୁ ଆବଶ୍ୟକ ଅନୁମତି ମାଗିଥିବାବେଳେ, ନଭେମ୍ବର ୧୫ରୁ ଫେବ୍ରୁଆରୀ ୧୨ ପର୍ଯ୍ୟନ୍ତ ହୀରାକୁଦର ଜମାଦାରପାଲି ଉପଦ୍ବୀପରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ। ଏହା ସହିତ, ପର୍ଯ୍ୟଟକମାନଙ୍କ ପାଇଁ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ବିଶାଳକାୟ ରିଜର୍ଟ, କ୍ରୁଜ୍ ସଫର ଓ ବୋଟ ହାଉସର ସୁବିଧା ଆଣାଯିବ। ପ୍ରତିଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାମ…

Read More

ଉପ-ରାଷ୍ଟ୍ରପତି ନିର୍ବାଚନ: ବିଜେଡିର ନୀରବତା ନେଇ ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ପୂର୍ବରୁ ସମସ୍ତଙ୍କ ନଜର ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସାଧାରଣ ନୀରବତା ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେଡି ତରଫରୁ କାହାକୁ ସମର୍ଥନ କରାଯିବ, ତାହା ସ୍ପଷ୍ଟ…

Read More

ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ବିହାରରେ ସୃଷ୍ଟି କଲା ନୂଆ ରାଜନୈତିକ ସନ୍ଦେଶ: ଇରଫାନ ଅନସାରୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଇରଫାନ ଅନସାରୀ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ‘ଭୋଟର ଅଧିକାର ଯାତ୍ରା’ ବିହାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ଏହା ବିଜେପି-ଜେଡିୟୁ ଶାସନକୁ ସିଧାସଳଖ ପ୍ରଭାବିତ କରିବ। ଅନସାରୀଙ୍କ କହିବା ଅନୁସାରେ, ସେ ରାହୁଲ ଗାନ୍ଧୀଙ୍କ ରାଲିରେ ୬ ଦିନ ଧରି ଯୋଗ ଦେଇଥିଲେ ଏବଂ ଜନତାଙ୍କ ଉତ୍ସାହ ସ୍ପଷ୍ଟ କରୁଛି…

Read More

ଭାରତରେ ରହିବାକୁ ମିଳିବ ଅନୁମତି: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୨୦୨୪ ପର୍ଯ୍ୟନ୍ତ ଆସିଥିବା ଅଳ୍ପସଂଖ୍ୟକଙ୍କୁ ବିନା ପାସପୋର୍ଟ-ଭିସାରେ ରହିବାର ଅନୁମତି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା କାରଣରୁ ୩୧ ଡିସେମ୍ବର ୨୦୨୪ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଳ୍ପସଂଖ୍ୟକ ବ୍ୟକ୍ତିମାନେ ବିନା ପାସପୋର୍ଟ କିମ୍ବା ଭିସାରେ ଭାରତରେ ରହିପାରିବେ। ପିଟିଆଇର ସୂଚନା ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଅଧିନିୟମ (CAA) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ କିମ୍ବା…

Read More

ଓଡିଶା ରାଜନୀତିରେ କଂଗ୍ରେସକୁ ମିଳୁଛି ନୂଆ ସମ୍ଭାବନା:ଭୂପିନ୍ଦରଙ୍କ ବୟାନ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂପିନ୍ଦର ସିଂହ ରାଜ୍ୟ ରାଜନୀତିକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜୁ ଜନତା ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ୍‌ ଭାବେ ତୁଲାଇ ପାରୁନଥିବାରୁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇ ରାଜ୍ୟରେ ନିଜର ସ୍ଥିତିକୁ ମଜବୁତ କରୁଛି। ଭୂପିନ୍ଦର କହିଛନ୍ତି, “ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ। ମୋର ଭବିଷ୍ୟତ କଣ…

Read More

2 ବର୍ଷରେ 6 ଗୁଣା ବୃଦ୍ଧି: ଜୋମାଟ ପ୍ଲାଟଫର୍ମ ଫିସ ଏବେ ₹12, ଗ୍ରାହକଙ୍କ ପକେଟ୍ ଉପରେ ଅଧିକ ଭାର

ନୂଆଦିଲ୍ଲୀ: ଅନଲାଇନ୍‌ ଖାଦ୍ୟ ଡିଲିଭେରି ପ୍ଲାଟଫର୍ମ ଜୋମଟୋ ପୁଣିଥରେ ପ୍ଲାଟଫର୍ମ ଫିସ ବୃଦ୍ଧି କରିଛି। ପୂର୍ବରୁ ପ୍ରତ୍ୟେକ ଅର୍ଡର ପାଇଁ 10 ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଏବେ ସେହି ଶୁଳ୍କ 12 ଟଙ୍କା କରାଯାଇଛି। 2023 ଅଗଷ୍ଟରେ ପ୍ଲାଟଫର୍ମ ଫିସ ପ୍ରଥମେ ପରିଚୟ ହୋଇଥିଲା, ସେଥିବେଳେ ମାତ୍ର 2 ଟଙ୍କା ନିଆଯାଉଥିଲା। କିନ୍ତୁ କେବଳ 2 ବର୍ଷରେ ସେହି 2 ଟଙ୍କାରୁ 12 ଟଙ୍କାକୁ ପହଞ୍ଚିଗଲା, ଯାହା 600% ବୃଦ୍ଧି। ଏହି ବୃଦ୍ଧି ଦେଖିବାକୁ ଛୋଟ…

Read More

ସାଙ୍ଗରେ ଫଟୋ ଉଠାଇବା ବି ମନା! ବିଜେଡି ନେତାଙ୍କ ଦୟନୀୟ ଅବସ୍ଥା

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ପ୍ରଥା ନେଇ ଏବେ ଦଳୀୟ ନେତାମାନଙ୍କ ମନରେ ଅସନ୍ତୋଷ ଓ ସନ୍ଦେହ ସୃଷ୍ଟି ହୋଇଛି । ନବୀନ ପଟ୍ଟନାୟକଙ୍କ ସହ କେବଳ ଭି.କେ. ପାଣ୍ଡିଆନଙ୍କର ଫଟୋ ଉଠିବ ଏବଂ ସେହି ଫଟୋକୁ ମାତ୍ର ମିଡିଆ ଓ ସୋସିଆଲ୍ ମିଡିଆକୁ ଛାଡ଼ାଯିବ ବୋଲି ସୂଚନା ମିଳିଥିବାରୁ ଅନ୍ୟମାନେ ହୀନମନ୍ୟତାରେ ପଡ଼ୁଛନ୍ତି । ବିଜେଡିର ବିଭିନ୍ନ ନେତା ଯଦିଓ ନବୀନଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି, କିନ୍ତୁ ସେମାନଙ୍କୁ ସହଜରେ ଫଟୋ କିମ୍ବା ଭିଡିଓରେ…

Read More