ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ

ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଦାମାସସ୍କ ଛାଡ଼ି ପଳାୟନ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ରାଡାରରୁ ନିଖୋଜ ହୋଇଯାଇଥିଲା । ସେ ତାଙ୍କ ପରିବାର ସହ ଦେଶ…

Read More

ଡାଇବେଟିସକୁ ନିୟନ୍ତ୍ରଣ

ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ଅଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖେ । ଗିଲୋଇର ଷ୍ଟିମ୍ ଏବଂ ମୂଳ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଗିଲୋଇକୁ ରସ ଭାବରେ ମଧ୍ୟ ପିଆଯାଏ ।…

Read More

ବିଧାନସଭା ପାଇଁ ୩୦ ପ୍ଲାଟୁନ ଫୋର୍ସ

ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ. ନଭେମ୍ବର 26 ତାରିଖ ରୁ ଆରମ୍ଭ ହେବାକୁଥିବା ଏହି ଅଧିବେଶନ ଡିସେମ୍ବର୍ 31 ତାରିଖ ପର୍ଯ୍ୟନ୍ତ ଚାଲିବ. ମୋଟ 30 ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ. ବିଧାନସଭା ଅଧିବେଶନ ପୂର୍ବରୁ ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି Y B khurania । ଡିଜିପିଙ୍କ ସହ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ,…

Read More

ଡ୍ରୋନ ଜଗିଛି : ଓଡିଶା ହେବ ଗଞ୍ଜେଇ ମୁକ୍ତ

ଗଞ୍ଜେଇ ଚାଷ କରୁଥିଲେ ସାଵଧାନ । ନିଶା ମାଫିଆଙ୍କ ବିଲ ଉପରେ ଉଡୁଛି ଡ୍ରୋନ । ନଷ୍ଟ ହେଉଛି ଶହ ଶହ ଏକର ଚାଷ । ମାସକ ମଧ୍ୟରେ ୨୩୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଦେଖନ୍ତୁ ଏହି ରିପୋର୍ଟ । ଆନ୍ତଃ ରାଜ୍ୟଚାଲାଣ ରୋକିବାକୁ ଏସପି ମାନଙ୍କୁ ଟାସ୍କ ଦେଲେ ଡିଜିପିଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ। ଦେଖନ୍ତୁ…

Read More

ଡିଜିପି କହିଲେ ସାବାସ ପିନାକ

ଲୁଟ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣାରେ କମିସନରେଟ ପୁଲିସକୁ ବଡ଼ ସଫଳତା I ଏହି ଅଭିଭିଯୁକ୍ତକୁ ଖୋଜି ଖୋଜି ପୁଲିସ ନୟାନ୍ତ ହୋଇ ନାକରେ ପାଣି ପିଇ ଆଣ୍ଠିଏ I ଧରିବାକୁ ସ୍ୱତନ୍ତ୍ର ଟିମ ସହ ୪୦୦ ସିସିଟିଭିକୁ ନେଇ ଛାନଭିନ କରିବା ପରେ, ମିଳିଥିଲା ଏହି ନୃଶଂସର ଠିକଣା I ଏ ହେଉଛି ଝାଡ଼ଖଣ୍ଡର ସେହି ଲୁଟେରା I ନାଁ – ରାଜା ନାଇଡୁ ଓରଫ ଝିଙ୍ଗିରୁ I ଦେଖନ୍ତୁ ସୁନା ଝାମ୍ପିବା…

Read More

ସାବଧାନ ! ଥଣ୍ଡା ପାଣି ପିଉଛନ୍ତି କି ?

ଆରମ୍ଭ ହୋଇସାରିଛି ଶୀତଋତୁ । ଏହି ଋତୁରେ ନହେଲେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି । ଏତିପ୍ରତି ଯତ୍ନ ହୋଇ ରହିବା ନିହାତି ଆବଶ୍ୟକ । ଶୀତଋତୁରେ ଅନେକ ପ୍ରକାରର ରୋଗ ହେଉଛି ହେଲେ ବି ଲୋକେମାନେ ସଚେତନ ହେଉନାହାଁନ୍ତି । ଜାଣିଶୁଣି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଶୀତଋତୁରେ ଗରମ ପାଣି ବ୍ୟବହାର କରିବା ଆବଶ୍ୟକ, ଯାହା ଶରୀରକୁ ସୁସ୍ଥ ରଖିବା ଅନେକ ରୋଗ ପ୍ରତିରୋଧକ ସମସ୍ୟାରୁ…

Read More

ଶ୍ରୀମନ୍ଦିରର ଅଜଣା କଥା ! ସିଂହଦ୍ୱାରରେ କାହିଁକି ରହିଛନ୍ତି ପତିତପାବନ?

ଜଗନ୍ନାଥ ସଂସ୍କୃତି ବହୁ ପୁରୁଣା । ଶ୍ରୀମନ୍ଦିରକୁ ନେଇ ରହିଛି ଅନେକ ଅଜଣା କଥା ଏବଂ ଅନେକ କାହାଣୀ । ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥାନ୍ତି । ଏହାପରେ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିର ଉପରେ ମଧ୍ୟ ଅନେକ ଆକ୍ରମଣ ହୋଇଛି । ବହୁତ କିଛି ସହିଛି ଶ୍ରୀମନ୍ଦିର ।…

Read More