କେମିତି ଅଛନ୍ତି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିଥିବା ଯୁବକ

ଭୁବନେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ସୋମ୍ୟାଶ୍ରୀଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ।ଶରୀରର ୧୫ ଭାଗ ପୋଡ଼ି ହୋଇଯାଇଛି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱରରେ ତୀବ୍ର ଆନ୍ଦୋଳନ କଲା ବିଜେଡି

ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇ ତୀବ୍ର ବିରୋଧ କରିଛି ବିଜେଡି | ଆଜି ବିଜୁଜନତା ଦଳ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ…

Read More

ସିଦ୍ଧାର୍ଥ-କିଆରାଙ୍କ ଘରକୁ ଆସିଲା କୁନି ପରୀ

ମୁମ୍ବାଇ: ବଲିଉଡ଼ ତାରକା ଦମ୍ପତି କିଆରା ଆଡ଼ଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ପିତାମାତା ହୋଇଛନ୍ତି | ଗତକାଲି ରାତିରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି | ମା ଏବଂ ଶିଶୁ ଉଭୟ ସୁସ୍ଥ ଥିବାର ସୂଚନା ମିଳିଛି | ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟିଛି | ଏହି ଦୁଇ କଳାକାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶିଶୁକନ୍ୟାର ମାତାପିତା ହୋଇଥିବା ଜଣାଇଛନ୍ତି। ପୋଷ୍ଟର ‌କ୍ୟାପସନରେ ଲେଖାଯାଇଛି ଯେ,…

Read More

ସୁରକ୍ଷାବାହିନୀ ଗୁପ୍ତଚରମାନଙ୍କୁ କିପରି ଧରାଯାଏ? କଣ ମିଳେ ଦଣ୍ଡ?

ନୂଆଦିଲ୍ଲୀ: କିଛିଦିନତଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ, ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଇବା ପାଇଁ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ମିଳିଥିବା ସୂଚନା ମୁତାବକ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁପ୍ତଚର ଅଭିଯୋଗରେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଲା। ସୂଚନା ଅନୁଯାୟୀ ସୈନିକ ଜଣଙ୍କ ପାକିସ୍ତାନୀ ଅଧିକାରୀଙ୍କ ସହିତ ନିରନ୍ତର…

Read More

କ’ଣ ପାଠ ପଢ଼ିଛନ୍ତି ଖାନ ସାର, ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: କୋଚିଂ ଜଗତରେ ଗରିବ ପିଲାଙ୍କୁ ପାଠ ପଢାଇ ନୂଆ ପରିଚୟ ସୃଷ୍ଟି କରିଥିବା ଖାନ ସାରଙ୍କୁ ତ ଆପଣ ସୋସିଆଲ ମିଡିଆରେ ଦେଖିଥିବେ | କେମିତି ନିଜର କଠିନ ପରିଶ୍ରମ ବଳ ରେ ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ଖୁବ କମ ମୂଲ୍ୟରେ ଶିକ୍ଷା ଯୋଗାଇ ଦେଇଛନ୍ତି ତାହା ତ ଆପଣ ଜାଣିଥିବେ | ଆପଣ ଜାଣନ୍ତି କି ଖାନ ସାରଙ୍କ ବାପା ଭାରତୀୟ ସେନାରେ ଥିଲେ ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ସେନାରେ ଥିଲେ।…

Read More

ଏଣିକି ଏମାନେ ବି ଉଡାଇପାରିବେ ବିମାନ

ନୂଆଦିଲ୍ଲୀ: ବିମାନ ଉଡେଇବା ପାଇଁ ଶିକ୍ଷାଗତ ଯୋଗ୍ୟତା କଣ ଆପଣ କେବେ ଭାବିଛନ୍ତି କି? ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଭାରତରେ ପାଇଲଟ୍ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିୟାଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ।…

Read More

ଓଡିଶାକୁ ଛେଚିବ ବର୍ଷା, 18 ଯାଏଁ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି , ଏହା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି | ଆଉ ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ମିଳିଥିବା ସୂଚନା କ୍ରମେ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ…

Read More

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସାହସୀ ଝିଅ, ରାତିଅଧରେ ହେଲା ପୋଷ୍ଟମର୍ଟମ

ଭୁବନେଶ୍ୱର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ କଲେଜ ଛାତ୍ରୀ | ଜୀବନ ମରଣ ଲଢେଇ ଭିତରେ ଶେଷ ନିଶ୍ୱାସ ତ୍ୟାଗ କଲେ ଛାତ୍ରୀ | ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ | ଆତ୍ମାହୁତି ଉଦ୍ୟମ ପରେ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ | ଆଉ ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଆଜି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ତେବେ ଛାତ୍ରୀଙ୍କ ମୃତଦେହକୁ ରାତିଅଧରେ ବ୍ୟବଛେଦ କରାଯାଇଛି | ଯାହାକୁ ନେଇ ଏମ୍ସ ପରିସରରେ…

Read More

ମୋ ପ୍ରେମିକାକୁ ପାସ୍ କରିଦିଅ

ନୂଆଦିଲ୍ଲୀ : ପ୍ରେମିକା ମୋର ପୋଲିସ ଅଫିସର ହେବ, ଆଉ ବର୍ଦ୍ଦି ପିନ୍ଧିବ | ଖାକି ବର୍ଦ୍ଦିରେ ସୁନ୍ଦର ଦିଶିବ| କିଛି ଏଭଳି ମାନସିକ ନେଇ ରାସ୍ତା ରେ ଚାଲିଛନ୍ତି ଯୁବକ | କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲାକି ? ନାଇଁମ ଏ କଥା ଏକଦମ ସତ | ବାସ୍ତବରେ ଶ୍ରବଣରେ ମହାଦେବ ଙ୍କ ପାଖରେ ଜଳଲାଗି ପାଇଁ ଆରମ୍ଭ ହେଲଣି କୁଡ଼ିଆ ଙ୍କ ଭିଡ | କାନ୍ଧରେ ବାହୁଙ୍ଗି ନେଇ ବାହାରିପଡ଼ିଛନ୍ତି ଶିବ ଭକ୍ତ।…

Read More

ସୁଭଦ୍ରା ଯୋଜନାରେ ପରିବର୍ତ୍ତନ

ମହିଳା ସଶକ୍ତିକରଣ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ ଆଣୁଛନ୍ତି । ଓଡିଶାରେ ମଧ୍ୟ ସୁଭଦ୍ର ଯୋଜନା କାମ କରିବା ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବର୍ଷିକ ୧୦ ହଜାର ଟଙ୍କା ଦିଆଯିବ । ତେବେ ଓଡିଶାରେ କେଉଁ ମହିଳା ଏହି ଯୋଜନାର ସୁଫଳ ପାଇବେ, ଏଥିପାଇଁ କଣ ରହିଛି ଆବଶ୍ୟକତା ତାହା ଜାଣିବା ଆବଶ୍ୟକ ।ଯେଉଁ ମହିଳାମାନେ ଓଡିଶାରେ ରହୁଥିବେ, ସେମାନେ ଏହି ଯୋଜନାର ସୁଫଳ ପାଇପାରିବେ…

Read More