ଆପଣ ବି ଦଲିଆ ଏବଂ ଓଟ୍ସ ଖାଉଛନ୍ତି କି?

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ସକାଳର ଜଳଖିଆ ଖାଇବା ଅତ୍ୟନ୍ତ ଉପକାରୀ କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ବର୍ତ୍ତମାନ ସମୟରେ ଦଲିଆ ଓ ଓଟ୍ସ ଦୁଇଟି ଲୋକପ୍ରିୟ ଓ ପୁଷ୍ଟିକର ଖାଦ୍ୟ ଅଟେ, ଯାହାକୁ ଲୋକେ ଏବେ ନିଜ ଖାଦ୍ୟ ତାଲିକାରେ ସାମିଲ କରିଛନ୍ତି। କିନ୍ତୁ, ଏହା ମଧ୍ୟରୁ କେଉଁଟି ଅଧିକ ଉପକାରୀ? ତେବେ ଜଣିରଖନ୍ତୁ ଦଲିଆ ଓ ଓଟ୍ସର କଣ ରହିଛି ଉପକାରିତା। ଦଲିଆ: ଦଲିଆ ହେଉଛି ଗହମର…

Read More

ଭିନ୍ନ ଅନ୍ଦାଜରେ ବନ୍ଦ ପାଳନ କଲା କଂଗ୍ରେସ 

ଭୁବନେଶ୍ୱର: ବାଲେଶ୍ୱରରୁ ବାଙ୍କୀ, ମାଲକାନଗିରିରୁ ଭୁବନେଶ୍ୱର | ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ। ଗାଁରୁ ସହର । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି କଂଗ୍ରେସ ବନ୍ଦର ପ୍ରଭାବ । ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ୍‌ । ଏଫ୍‌ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ରାଜଧାନୀରେ ସକାଳୁ ସକାଳୁ ରାଜରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଏଥର କିନ୍ତୁ ଅନ୍ଦାଜ ଥିଲା ଭିନ୍ନ । ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ନେତୃତ୍ବରେ ଭାଗ ଭାଗ ହୋଇ…

Read More

ନ୍ୟୁଜରେ ରହିବା ପାଇଁ ଏମିତି କରୁଛନ୍ତି ବିଜେଡି-କଂଗ୍ରେସ: ଅପରାଜିତା

ଭୁବନେଶ୍ୱର : ଆଜି କଂଗ୍ରେସର ବନ୍ଦ ପାଳନ ସହ ଗତକାଲି ବିଜେଡିର ବିରୋଧ ପ୍ରଦର୍ଶନକୁ ନେଇ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ କହିଛନ୍ତି ଯେ ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି | ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି | ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି…

Read More

କିଆ ଲଞ୍ଚ କଲା ନୂଆ ମଡେଲ କ୍ୟାରେନ୍ସ କ୍ଲାଭିସ ଇଭି

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ କାରର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏବେ କିଆ ଏହାର ନୂତନ କ୍ୟାରେନ୍ସ କ୍ଲାଭିସ ଇଭି ଲଞ୍ଚ କରିସାରିଛି । ଆଉ ବିଶ୍ୱାସ କରାଯାଉଛି ଯେ ଏହା ମାରୁତି ଏର୍ଟିଗାକୁ କଡା ଟକ୍କର ଦେବାପାଇଁ ସକ୍ଷମ ହୋଇ ପାରିବ | କିଆ ଗତ ତାହାର ନୂଆ ମଡେଲ ଭାବେ କ୍ୟାରେନ୍ସ କ୍ଲାଭିସ ଇଭି ଲଞ୍ଚ କରିଛି । ଏହା ମାରୁତି ଏର୍ଟିଗାକୁ କଡ଼ା ଟକ୍କର ଦେଇପାରେ ବୋଲି ଆଶଙ୍କା ରହିଛି । ଏହି…

Read More

ଟ୍ୱିନସିଟିରେ ବନ୍ଦ ଡାକରାର ପଡିଲା ପ୍ରଭାବ

ଭୁବନେଶ୍ବର: କଂଗ୍ରେସ ସହ ଅନ୍ୟ ଦଳମାନଙ୍କର ବନ୍ଦ ଡାକରାର ପ୍ରଭାବ ପୁରା ରାଜ୍ୟରେ ଦେଖିବାକୁ ମିଳିଛି | ବାଲେଶ୍ୱରର ଏଫଏମ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି । ଧର୍ମଘଟ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପରେ, ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ରାଜନୈତିକ…

Read More

ସାରା ଓଡିଶା ବନ୍ଦ: ସବୁଠାରେ ପଡିଲା ପ୍ରଭାବ

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ…

Read More

ଯକୃତକୁ ସଫା ରଖେ ଏହି ପରିବା

ଭୁବନେଶ୍ୱର: ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିଦିଏ, ଖାଦ୍ୟ ହଜମ କରିବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। କିନ୍ତୁ ଆଜିକାଲି ଅଧିକ ତେଲ, ଚିନି ଓ ଜଙ୍କ ଫୁଡ୍ ଖାଇବା ଯୋଗୁଁ ଯକୃତ ଉପରେ ବହୁତ ଚାପ ପଡୁଛି। ଏହା ଯକୃତକୁ ଦୁର୍ବଳ କରିପାରେ ଓ ଅନେକ ରୋଗର କାରଣ ମଧ୍ୟ ହୋଇପାରେ। ହେଲେ ଚିନ୍ତା କରନ୍ତୁ ନାହିଁ କିଛି ସାଧାରଣ ପରିବା ଖାଇଲେ…

Read More

ଆପଣଙ୍କ ଫେସବୁକ୍ ଆଉ କେହି ବ୍ୟବହାର କରୁଛନ୍ତି କି ❓

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ବର୍ତ୍ତମାନ ସମୟରେ ଫେସବୁକ୍ କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହାଛଡା ଲୋକମାନେ ଏହା ମାଧ୍ୟମରେ ନିଜର କାମ, ବ୍ୟବସାୟ ଏବଂ ପରିଚୟକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟର ବ୍ୟବହାର କରୁଛନ୍ତି, ତେବେ ଏହା କେବଳ ଚିନ୍ତାର ବିଷୟ ନୁହେଁ, ବରଂ ଆପଣଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ମଧ୍ୟ…

Read More

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୫-୨୬ର ଲାଭ ନେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହି ଯୋଜନା…

Read More

ଚଳନ୍ତା ବସରୁ ନବଜାତ ଶିଶୁକୁ ଫିଙ୍ଗି ଦେଲେ ଦମ୍ପତି

ମହାରାଷ୍ଟ୍ର :ପାରଭାନୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଏକ ୧୯ ବର୍ଷୀୟ ଯୁବତୀ ଏକ ଚଳନ୍ତା ସ୍ଲୀପ୍ପର ବାସରୁ ଏକ ଶିଶୁକୁ ଫିଙ୍ଗିଦେଇଛନ୍ତି | ତେବେ ଯୁବତୀଙ୍କ ସହ ଥିବା ୨୧ ବର୍ଷୀୟ ଯୁବକ ନିଜକୁ ତାଙ୍କର ସ୍ୱାମୀ ବୋଲି ଦାବି କରିଛନ୍ତି | ଅନ୍ୟପଟେ ଶିଶୁଟିର ମୃତ୍ୟୁ ଘଟିଛି | ଅଭିଯୁକ୍ତ ରୀତିକା ଢ଼େରେ ଏବଂ ଆଲତାଫ ସେଖ ବୋଲି ଚିହ୍ନଟ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି | ପୁଲିସ୍‌ ଅନୁଯାୟୀ,…

Read More