‘ନାସା’ର ଚାକିରି ଅଫର ଛାଡି କଦଳୀରୁ ତିଆରି କରୁଛନ୍ତି ସିଙ୍ଗଲ ୟୁଜ ପ୍ଲାଷ୍ଟିକ |

ପାଟନା: ନାମିଦାମୀ କମ୍ପାନୀର ଚାକିରି ଅଫର ବଦଳରେ କିଛି ନୂଆ କରିବାର ସ୍ବପ୍ନ ଦେଖୁଥିବା ଜଣେ ଯୁବକ ଏବେ ଏଭଳି କିଛି ଆବିଷ୍କାର କରିଛନ୍ତି ଯେଉଁଥିପାଇଁ ସେ ଏବେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି | ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ ପରେ ଏବେ ନୂତନ ସ୍ଲୋଗାନ ହେଉଛି – ଜୟ ଅନୁସନ୍ଧାନ | ଆଉ ଏହାକୁ ଧ୍ୟାନରେ ରଖି ଦେଶର ଯୁବକମାନେ ଏବେ ଏକାଧିକ ଆବିଷ୍କାର କରିବାରେ ଲାଗିପଡିଛନ୍ତି | କିଛି ଏଭଳି ଆବିଷ୍କାର…

Read More

କେମିତି କାର୍ଯ୍ୟ କରିବ ‘ଶକ୍ତିଶ୍ରୀ ଆପ’, ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ହେଉ କି ବଳଙ୍ଗାରେ ନାବାଳିକାଙ୍କୁ ଦୃବୁର୍ତ୍ତ ଜାଳିଦେବା ହେଉ ଏବେ ବିରୋଧୀଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ରାଜ୍ୟ ସରକାର | ରାଜ୍ୟରେ ନାରୀଙ୍କ ପ୍ରତି ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ମୋହନ ସରକାର ଏବେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ସରକାରଙ୍କର ଶକ୍ତିଶ୍ରୀ ଯୋଜନା | ତେବେ ଶକ୍ତିଶ୍ରୀ ଯୋଜନାକୁ ବଳ ଦେବା ପାଇଁ ସରକାର ଶକ୍ତିଶ୍ରୀ ମୋବାଇଲ ଆପ୍‌ ନାମରେ…

Read More

ଏୟାରଲିଫ୍ଟରେ ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡିତା |

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଶେଷରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି | ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆଜି ଭୁବନେଶ୍ୱର ଏମ୍ସରୁ ସ୍ୱତନ୍ତ୍ର ଗ୍ରୀନ କରିଡରରେ ପୀଡିତାଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା | ଏହାପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ଏମ୍ସକୁ ପଠାଯାଇଛି | ଆପଣଙ୍କୁ ଜଣାଇଦେଉଛୁ ଯେ ଗତକାଲି ପୁରୀ ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା…

Read More

ଟୋଲଗେଟ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର |

ବୈଶିଙ୍ଗା: ଟୋଲଗେଟ ଉପରକୁ ମାଡ଼ିଗଲା କାର | କାର ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର ଆଉ ଦେଖୁଦେଖୁ ଟୋଲଗେଟ ଉପରକୁ କାର ଚଢ଼ାଇଦେଲେ | ଏଭଳି ଏକ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା କ୍ରମେ ବାରିପଦା ଡାକ୍ତରଖାନାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ…

Read More

ଭଜା ଚଣା ଶରୀର ପାଇଁ ଲାଭଦାୟକ

ଅନେକ ଲୋକ ଭଜା ଚଣାକୁ ଏତେ ପସନ୍ଦ କରନ୍ତି ଯେ ସେମାନେ ଏହାକୁ ଦିନରେ ଅନେକ ଥର ସେବନ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭଜା ଚଣା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। ଭଜା ଚଣାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଲୌହ ପ୍ରଚୁର ପରିମାଣରେ ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ 50 ରୁ 60 ଗ୍ରାମ ଭଜା ଚଣା ଖାଇବା ଉଚିତ। ଆପଣଙ୍କ ଖାଦ୍ୟରେ ଭଜା…

Read More

ପେଟର ଚର୍ବି ହୋଇଯିବ ଛୁମନ୍ତର,ଏହାକୁ ଖାଇଲେ କମିଯିବ ପେଟ!

ଭୁବନେଶ୍ୱର : ଆପଣଙ୍କ ପେଟ ବଢିଯାଇଛି କି, ଚର୍ବି ଜମା ହୋଇ ରହିଛି କି? ଆଉ ଆପଣ ଏଥିପାଇଁ ଚିନ୍ତିତ କି? ଯଦି ହଁ, ଆପଣଙ୍କ ରୋଷେଇ ଘରେ ଅଛି ଏହାର ସମାଧାନ | ଆପଣ କ’ଣ ରୋଷେଇ ଘରେ ରଖାଯାଇଥିବା ପାନମହୁରିକୁ କେବଳ ମାଉଥ ଫ୍ରେଶନର ଭାବରେ ସେବନ କରନ୍ତି? ଯଦି ହଁ, ତେବେ ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ କହି ଦେଉଛୁ ଯେ ପାନମହୁରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ହୋଇପାରେ।…

Read More

ପରଲୋକରେ ଲୋକପ୍ରିୟ ଅଭିନେତା ଫିଶ୍ ଭେଙ୍କଟ

ହାଇଦ୍ରାବାଦ: ତେଲୁଗୁ ସିନେମା ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବରିଷ୍ଠ ଅଭିନେତା ତଥା ହାସ୍ୟ କଳାକାର ତେଲୁଗୁ ଅଭିନେତା ଫିଶ୍ ଭେଙ୍କଟ ମାତ୍ର ୫୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ଦିନ ଧରି କିଡନୀ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଶେଷରେ କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଫିଶ୍ ଭେଙ୍କଟ ଗତ ନଅ ମାସ ଧରି ଗୁରୁତର କିଡନୀ ସମସ୍ୟାରେ ପୀଡ଼ିତ…

Read More

ପାଚିଲା କଦଳୀ ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଭୁବନେଶ୍ୱର: ବର୍ଷକ ବାର ମାସ, ସବୁ ସମୟରେ ବଜାରରେ ପାଚିଲା କଦଳୀ ମିଳୁଥାଏ | କଦଳୀ କାନ୍ଧି ଫଳ ଦୋକାନ ସହ ଆପଣଙ୍କ ଘର ପାଖ ଦୋକାନରେ ବି ଝୁଲୁଥାଏ | ତେବେ ଆପଣ ପାଚିଲା କଦଳୀ ଖାଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କଦଳୀ ଖାଇବା ପରେ ଏସବୁ କାମ ଆପଣ କରିବେ ନାହିଁ | ଦର୍ଶକବନ୍ଧୁ, କଦଳୀ ଅନେକ ଭିଟାମିନ୍, ମିନେରାଲସ ଏବଂ ଅନ୍ୟାନ୍ୟ…

Read More

କ୍ରିକେଟର ହେବାର ସ୍ବପ୍ନ ଦେଖୁଥିବା ଏହି ବ୍ୟକ୍ତି ଦିନକୁ ଆୟ କରନ୍ତି ୬ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରମୁଖ କମ୍ପାନୀରେ ଭାରତୀୟମାନେ ମୁଖ୍ୟ ପଦବୀରେ ରହି ଦେଶକୁ ଗୌରବାନ୍ୱିତ କରୁଛନ୍ତି। ଗୁଗୁଲ୍ ମଧ୍ୟ ସେଥିମଧ୍ୟରୁ ଗୋଟିଏ, ଯାହାର କମାଣ୍ଡ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇଙ୍କ ହାତରେ ଅଛି। ପିଚାଇ ୨୦୦୪ ମସିହାରେ ଗୁଗୁଲରେ ଯୋଗ ଦେଇଥିଲେ। ନିଜର କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ସେ ୨୦୧୫ ମସିହାରେ ଗୁଗୁଲର ସିଇଓ ପଦବୀ ହାସଲ କରିଥିଲେ। ଆଜି ସେ ଗୁଗୁଲ୍ ଏବଂ ଏହାର ମୂଳ କମ୍ପାନୀ ଆଲଫାବେଟ୍ ଇନକ ଉଭୟର ନେତୃତ୍ୱ…

Read More

ବାଲେଶ୍ୱର ନିଆଁ ଲିଭିନି, ବଳଙ୍ଗାରେ ନାବାଳିକାଙ୍କ ଦେହରେ ଲଗାଇଲେ ନିଆଁ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜରେ ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇବା ଓ ପୀଡିତାଙ୍କ ମୃତ୍ୟୁ ଘଟଣା ଏବେ ବି ଲୋକଙ୍କ ମନରେ ସତେଜ ଥିବାବେଳେ ପୁରୀ ଜିଲ୍ଲା ନିମାପଡା ବଳଙ୍ଗାରେ ଆଜି ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି | ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ…

Read More