ମହାନଦୀରେ ବନ୍ୟା ଆଶଙ୍କା: ଖୋଲିଛି ମୋଟ୍ ୨୦ଟି ଗେଟ୍
ଭୁବନେଶ୍ୱର: ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଗୁରୁତର ହୋଇଛି। ଛତିଶଗଡ଼ ଓ ମହାନଦୀର ଉପର ମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବାରୁ ହୀରାକୁଦ ବାନ୍ଧରେ ଜଳସ୍ତର ତୀବ୍ର ଗତିରେ ବଢୁଛି। ପାଣିର ଚାପ କମାଇବା ପାଇଁ ବାନ୍ଧ କର୍ତ୍ତୃପକ୍ଷ ଆଜି ଆଉ ୪ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ୍ ୨୦ଟି ଗେଟ୍ ଦ୍ୱାରା ବନ୍ୟା ପାଣି ନିଷ୍କାସିତ ହେଉଛି। ହୀରାକୁଦ ବାନ୍ଧରୁ ପାଣି ଛାଡ଼ାଯାଉଥିବାରୁ ମହାନଦୀର ତଳ ମୁଣ୍ଡରେ ପାଣିସ୍ତର ବଢ଼ିବା ସ୍ୱାଭାବିକ। ଏହି…
