ରୁଟି ଓ ଭାତ ଖାଇବାର ସଠିକ୍ ସମୟ: ରାତିରେ ଖାଇଲେ ହୋଇପାରେ ମୋଟାପଣ ସମେତ ଅନେକ ରୋଗ
ଭୁବନେଶ୍ୱର : ଆଜିକାଲି ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ମୁଖ୍ୟ କାରଣ ହେଉଛି ଆମର ଅନିୟମିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ। ଭାରତୀୟଙ୍କ ପାଇଁ ରୁଟି ଓ ଭାତ ହେଉଛି ପ୍ରମୁଖ ଖାଦ୍ୟ, କିନ୍ତୁ ଆପଣ ଜାଣିଛନ୍ତି କି ଏହା ଖାଇବାର ମଧ୍ୟ ଏକ ସଠିକ୍ ସମୟ ରହିଛି? ଆସନ୍ତୁ ଜାଣିବା ରୁଟି ଓ ଭାତ କେଉଁ ସମୟରେ ଖାଇବା ଉଚିତ୍ ନୁହେଁ। ରାତିରେ ରୁଟି ଓ ଭାତ ଖାଇବାଦ୍ୱାରା କଣ…
