୮ସେକେଣ୍ଡର ଦୃଶ୍ୟ ପାଇଁ ଛାଡିଦେଲେ ବଲିଉଡ୍ ସହ ଦେଶ |
ମୁମ୍ବାଇ: ବଲିଉଡ୍ରେ ସଫଳତା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଭାରତର ସବୁଠାରୁ ଜଣାଶୁଣା ମଡେଲ୍ ଦୀପକ ମଲହୋତ୍ରାଙ୍କ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ସେ ଯଶ ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଲମ୍ହେ’ (୧୯୯୧)ରେ ଶ୍ରୀଦେବୀଙ୍କ ସ୍ୱାମୀ ସିଦ୍ଧାର୍ଥ କୁମାରଙ୍କ ଚରିତ୍ରରେ ଅଭିନୟ କରି ବଲିଉଡ୍ରେ ପାଦ ଦେଇଥିଲେ। କିନ୍ତୁ ମାତ୍ର ୮ ସେକେଣ୍ଡର ଏକ ଦୃଶ୍ୟ ତାଙ୍କ କ୍ୟାରିଅର୍କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ୮ ସେକେଣ୍ଡର ଏକ ଦୃଶ୍ୟ ଦୀପକ ମଲହୋତ୍ରାଙ୍କ ଜୀବନକୁ ବଦଳାଇ ଦେଇଥିଲା।…
