ଓଲା ସ୍କୁଟର ବିକ୍ରି କମୁଛି, ଚିନ୍ତାରେ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରୟ ନିରନ୍ତର ବୃଦ୍ଧି ପାଉଛି, ଯେତେବେଳେ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରୟ ହ୍ରାସ ପାଉଛି। ଗତ ମାସରେ ଓଲା ୨୦,୧୯୦ ୟୁନିଟ୍ ବିକ୍ରି କରିଥିଲା, ଯେତେବେଳେ ଗତ ବର୍ଷ ସମାନ ସମୟରେ ଏହି ସଂଖ୍ୟା ୩୫,୮୫୮ ୟୁନିଟ୍ ବିକ୍ରି ହୋଇଥିଲା। ଏଥର କମ୍ପାନୀ ୧୫୬୦୦ ଗାଡି କମ୍ ବିକ୍ରି କରିଛି। ଅନ୍ୟପକ୍ଷରେ, ଟିଭିଏସ ଆଇକ୍ୟୁବ ବିଷୟରେ କହିବାକୁ ଗଲେ, ଗତ ମାସରେ ଏହି ସ୍କୁଟରର ମୋଟ ୧୪,୨୪୪ ୟୁନିଟ୍ ବିକ୍ରି ହୋଇଥିଲା,…

Read More

୭୮ତମ ପ୍ରତିଷ୍ଠା ଦିବସରେ ଓଡ଼ିଶା ହାଇକୋର୍ଟ: ଖାଲି ପଦବି ଓ ବଢ଼ୁଥିବା ମାମଲା ସଂଖ୍ୟା ହେଲା ଚିନ୍ତାର କାରଣ

କଟକ: ଆଜି ହେଉଛି ଓଡ଼ିଶା ହାଇକୋର୍ଟର ୭୮ତମ ପ୍ରତିଷ୍ଠା ଦିବସ। ଗୋଟିଏ ପଟେ ହାଇକୋର୍ଟ ର ପ୍ରତିଷ୍ଠା ଦିବସ କୁ ନେଇ ସମସ୍ତଙ୍କ ଭିତରେ ଯେତିକି ଖୁସି ରହିଛି ଅନ୍ୟପଟେ ହାଇକୋର୍ଟର ବିଚାରପତି ପଦବି ଖାଲି ପଡିବା ଓ ମାମଲା ସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଦିନକୁ ଦିନ ମାମଲା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ୧୯୪୮ ମସିହା ଜୁଲାଇ ୨୬ ଅର୍ଥାତ୍ ଠିକ୍ ଆଜିର ଦିନଟି ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଥିଲା ଏକ ସ୍ମରଣୀୟ…

Read More

ଯାହାକୁ ରଖିବେ ଅନନ୍ତ: ଶିଶୁକୁ କାମୁଡ଼ିଲା ସାପ, ହେଲେ…

ବିହାର: ବିହାରର ଚମ୍ପାରଣ ଜିଲ୍ଲାର ଏକ ଗାଁରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋବିନ୍ଦ ନାମକ ୧ ବର୍ଷର ଏକ ଶିଶୁ ଖେଳୁଥିବା ବେଳେ ଏକ ସାପକୁ ଦେଖିଲା। ସେ ସାପଟିକୁ ଖିଳୋନା ଭାବେ ଭାବି ଧରିନେଲା ଓ ଖେଳିବା ସମୟରେ ଦାନ୍ତରେ କାମୁଡିଦେଲା। ଏହି ଘଟଣା ଲୋକଙ୍କୁ ଆତ୍ୟନ୍ତ ଅଶ୍ଚର୍ଯ୍ୟ କରାଇଛି , ସାପଟି ଶିଶୁକୁ କାମୁଡ଼ିବାକୁ ଚେଷ୍ଟା କରିଛି ମାତ୍ର ଶିଶୁଟି ପ୍ରଥମେ ଦାନ୍ତରେ ସାପଟିକୁ କମୁଡ଼ି ଦେଇଥିବାରୁ, ସାଂପର ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇ…

Read More

ମୃତ ବ୍ୟକ୍ତି ବି ଭୋଟ ଦେବେ କି? ନିର୍ବାଚନ ଆୟୋଗ ବିହାରର ଭୋଟର ତାଲିକାକୁ ନେଇ ପ୍ରଶ୍ନ |

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନକୁ ଭାରତୀୟ ନିର୍ବାଚନ ଆୟୋଗ ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି | ବାସ୍ତବରେ ସଂଶୋଧନକୁ ବିରୋଧ କରି ସଂସଦ ଭବନ ପରିସରରେ ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି…

Read More

ଜହ୍ନକୁ କାହିଁକି ଡାକନ୍ତି ମାମୁଁ? ଏହା ପଛରେ ଥିବା କାରଣ ଜାଣନ୍ତି କି?

ନୂଆଦିଲ୍ଲୀ: କେବେ ଆପଣ ଶୁଣିଥିବେ ଆଈ ବା ଜେଜେ ମା କୌଣସି କାହାଣୀ କହିବାବେଳେ ଜହ୍ନକୁ ମାମୁଁ ବୋଲି କହିଥାନ୍ତି | ଜହ୍ନମାମୁଁ ବୋଲି ଏକ କାଳ୍ପନିକ ଚରିତ୍ର ଆମ ମନରେ ପିଲାଟିଦିନରୁ ରହିଆସିଛି | ଜହ୍ନରେ ଠେକୁଆଟିଏ ଅଛି ହେଉ ବା ତୋଫା ଗୋରାର ପ୍ରତୀକ ଭାବେ ଜହ୍ନକୁ ବର୍ଣ୍ଣନା କରାଯାଏ | ତେବେ ଅନେକ କାହାଣୀ ହେଉ କି କବିତା ଜହ୍ନକୁ ମାମୁଁ ଭାବେ କାହିଁକି କୁହାଯାଏ? କାହିଁକି ଜହ୍ନ ସହ ଜେଜେ ,ଭାଇ…

Read More

ଚମତ୍କାର ଫିଟନେସକୁ ନେଇ ଚର୍ଚ୍ଚାରେ କପିଲ

ଭାରତର ଲୋକପ୍ରିୟ କମେଡି ଅଭିନେତା କପିଲ ଶର୍ମା ତାଙ୍କ ହାସ୍ୟରସ ପାଇଁ ଜଣାଶୁଣା। ହେଲେ ଏବେ ତାଙ୍କ ଚମତ୍କାର ଫିଟନେସକୁ ନେଇ ଚର୍ଚ୍ଚାରେ କପିଲ। ୨୦୨୫ ଏପ୍ରିଲରେ ମୁମ୍ବାଇ ବିମାନବନ୍ଦରରେ କପିଲଙ୍କ ଫିଟ୍ ଚେହେରା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। କେମିତି ଓଜନ କମ୍ କଲେ କପିଲ। ସମସ୍ତଙ୍କ ମନରେ ଏଇ ପ୍ରଶ୍ନ। ତେବେ କପିଲଙ୍କ ଫିଟନେସ କୋଚ ଯୋଗେଶ ଭାଟେଜା କପିଲଙ୍କ ସ୍ଲିମସୂତ୍ର ଦେଇଛନ୍ତି। ‘୨୧-୨୧-୨୧’ ନିୟମ ବିଷୟରେ ଖୁଲାସା କରିଛନ୍ତି। ଯାହା ତାଙ୍କୁ ୬୩…

Read More

ଏଣିକି ଆଉ ଦେଖିହେବନାହିଁ ଉଲ୍ଲୂ, ଅଲଟ ଭଳି ଆପରେ ଭିଡିଓ

ନୂଆଦିଲ୍ଲୀ: ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଉଲ୍ଲୂ, ଅଲଟ, ଦେଶୀଫ୍ଲିକ୍ସ, ବିଗ ସଟ୍ସ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର ଅଶ୍ଳୀଳ ଏବଂ ଯୌନ କଣ୍ଟେଣ୍ଟ ବିରୋଧରେ ଏହାର ନୀତିକୁ ଯଥାର୍ଥ ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏହି ଆପ୍ ବିରୁଦ୍ଧରେ ଅନେକ ନାଗରିକ ଏବଂ ସଂଗଠନଙ୍କଠାରୁ ଅଭିଯୋଗ…

Read More

କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଭୁବନେଶ୍ୱର: ରାଜନୈତିକ କାର୍ଯ୍ୟକଳାପ ଓ ଦଳୀୟ ବିଶୃଙ୍ଖଳା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ଅମରେଶ ଜେନା ତାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ଗର୍ଭନଷ୍ଟ କରାଇଥିବା ସହ ହତ୍ୟା ଧମକ ଦେଇଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍‌ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର…

Read More

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା: ଲାଭବାନ ହେବ କି ଓଡିଶା?

ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜିନାମାରେ ଦ୍ବିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ବିଗୁଣିତ କରି ୧୨୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଏହି ବାଣିଜ୍ୟ ରାଜିନାମାରେ ରଖାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ପରିମାଣ ୫୬ ବିଲିୟନ ଡଲାର ରହିଥିବା ବେଳେ ରାଜିନାମା…

Read More

ଶସ୍ତା ହେବ ବିଦେଶୀ ହ୍ୱିସ୍କି | ଆଉ କଣ କଣ ହୋଇ ପରେ ଶସ୍ତା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ବ୍ରିଟେନ୍‌ ସହିତ ଏକ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ୱାକ୍ଷର କରିଛି । ଏହାସହିତ ଦୁଇ ଦେଶ ଏକ ଦୃଢ଼ ଆର୍ଥିକ ଭାଗିଦାରୀ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ଜୋନାଥନ ରେନାଲ୍ଡସ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ସିଇଟିଏ…

Read More