ଏଥିପାଇଁ ଇଶାଙ୍କୁ 15 ଥର ଚାପୁଡ଼ା ମାରିଲେ ନାଗାର୍ଜୁନ

ମୁମ୍ବାଇ: ସୁଟିଂ ସମୟରେ ନାଗାର୍ଜୁନ ଇଶା କୋପିକରଙ୍କୁ 15 ଥର ଚାପୁଡ଼ା ମାରିଥିଲେ | ଏକଥା ଆମେ କହୁନାହୁଁ | ନିକଟରେ ଏକ ସାକ୍ଷାତକାର ସମୟରେ ଖୋଦ ଇଶା ପ୍ରକାଶ କରିଥିଲେ ଯେ ନାଗାର୍ଜୁନ ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ୧୫ ଥର ଚାପୁଡ଼ା ମାରିଥିଲେ। ଏହାର ଆଶ୍ଚର୍ଯ୍ୟଜନକ କାରଣ କହିଛନ୍ତି ଅଭିନେତ୍ରୀ ଜଣକ। ଇଶା କୋପିକର ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ଛାପ ସୃଷ୍ଟି…

Read More

ରାଜା ରଘୁବଂଶୀଙ୍କ ହନିମୁନ ହତ୍ୟାକାଣ୍ଡକୁ ଆଧାର କରି ଏକ ଚଳଚ୍ଚିତ୍ର “Honeymoon in Shillong”

ମୁମ୍ବାଇ: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହନିମୁନ ହତ୍ୟାକାଣ୍ଡକୁ ଆଧାର କରି ଏକ ଚଳଚ୍ଚିତ୍ର “Honeymoon in Shillong” ତିଆରି ହେବାକୁ ଯାଉଥିବାର ଖବର ସାମ୍ନାକୁ ଆସିଛି। ଇନ୍ଦୋର ଯୁବକ ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ସେ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କ ସହ ହନିମୁନରେ ଶିଲଂ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା | ଏହି ଘଟଣାକୁ, ନେଇ ଚଳଚ୍ଚିତ୍ର ନିର୍ମାତାମାନେ ସୋନମଙ୍କ ରଚିତ ବିଶ୍ୱାସଘାତକର ସତ୍ୟ କାହାଣୀକୁ ପରଦାରେ…

Read More

ଅପପୃଷ୍ଟି ମୁକ୍ତ ଓଡ଼ିଶା ପାଇଁ ସିଡିପିଓମାନଙ୍କର ରହିଛି ସକ୍ରିୟ ଭୂମିକା: ପ୍ରଭାତୀ

ଭୁବନେଶ୍ୱର: ଆଜି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦକ୍ଷତା ବିକାଶ କର୍ମଶାଳାରେ ଜଣେ ସିଡିପିଓଙ୍କ ଦାୟିତ୍ୱ କଣ ରହିବାର ଆବଶ୍ୟକତା ରହିଛି ତାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି | ସେ କହିଛନ୍ତି ଯେ “ଯଦିଓ ଓଡ଼ିଶା ଅପପୃଷ୍ଟିରେ ଜାତୀୟ ହାର ଠାରୁ ଭଲ ଅବସ୍ଥାରେ ଅଛି, ତଥାପି ଏହା ଶୁଭ ସଙ୍କେତ ନୁହେଁ। ଇଣ୍ଟରଲିଙ୍କର ଅଭାବ ଏହାର ମୁଖ୍ୟ କାରଣ। ବିକଶିତ ଓଡ଼ିଶା ଗଠନ ପାଇଁ ଏଥିରେ ଗୁରୁତ୍ୱ ଦେବା ଆବଶ୍ୟକ।” ସେ କହିଛନ୍ତି ଯେ,…

Read More

ଅପରେସନ ମହାଦେବକୁ ନେଇ ପ୍ରଶ୍ନ ଉଠାଇଲେ ଅଖିଳେଶ, ସଫା ସଫା ଶୁଣାଇଦେଲେ ମୋଦୀ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ମଙ୍ଗଳବାର ଲୋକସଭାରେ ‘ଅପରେସନ୍‌ ମହାଦେବ’ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭାରେ ଅଖିଳେଶ ଯାଦବ ପହଲଗାମ ଆତଙ୍କବାଦୀଙ୍କ ଏନକାଉଣ୍ଟର ସମୟକୁ ନେଇ ସରକାରକୁ ଘେରିଛନ୍ତି। ଅଖିଳେଶ କହିଛନ୍ତି, କେବଳ ସୋମବାର କାହିଁକି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଗଲା। ସାମରିକ କାର୍ଯ୍ୟାନୁଷ୍ଠାନରୁ ବିଜେପି ରାଜନୈତିକ ଫାଇଦା ନେବାପାଇଁ ଉଦ୍ୟମ କରୁଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି। ଅଖିଳେଶ କହିଛନ୍ତି, ‘କାହିଁକି ମୁଁ ଆପଣଙ୍କୁ ଅପରେସନ୍‌ ମହା‌ଦେବକୁ ନେଇ ଶୁଭେଚ୍ଛା…

Read More

ସିନ୍ଧ ନଦୀରେ ଖସିପଡିଲା ଯବାନଙ୍କୁ ନେଇ ଯାଉଥିବା ବସ

ଜାମ୍ମୁ : ଯବାନଙ୍କୁ ନେଇ ଯାଉଥିବାବେଳେ ନଦୀଗର୍ଭକୁ ଖସିପଡିଲା ବସ | ଏଭଳି ଏକ ଦୁର୍ଘଟଣା ଜମ୍ମୁ ଓ କାଶ୍ମୀରର ଗାଣ୍ଡେରବଲ ଜିଲ୍ଲାର କୁଲାନରେ ଘଟିଛି | ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ ନଦୀକୁ ଖସିପଡ଼ିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଯେ ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲ୍ଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ ନଦୀକୁ ଖସିପଡ଼ିଛି। ପ୍ରବଳ ବର୍ଷା ହେତୁ ଡ୍ରାଇଭର ଠିକ…

Read More

ବନ୍ୟା ପ୍ରଭାବିତ ଜିଲ୍ଲା ଆକାଶ ମାର୍ଗରୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ

ବାଲେଶ୍ବର. ଭଦ୍ରକ ଓ ଯାଜପୁର ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛୁ | ବନ୍ୟାରେ ବାଲେଶ୍ବର ଜିଲାର 4ଟି ବ୍ଲକ, ଭଦ୍ରକ ଓ ଯାଜପୁର ଜିଲ୍ଲାର 2 ବ୍ଲକ୍ ପ୍ରଭାବିତ ହୋଇଛି | ନଦୀର ଜଳସ୍ତର ହ୍ରାସ ପାଇଛି .. ଯେଉଁ ଅଞ୍ଚଳ ପ୍ରଭାବିତ ହୋଇଥିଲା, ସେଠାରେ ରିଲିଫ ଯୋଗାଇଦିଆଯାଇଛି |ରାସ୍ତା ଓ ଘର ନଷ୍ଟ ହୋଇଛି | ରିପୋର୍ଟ ଆସିବା ପରେ ସହାୟତା ମିଳିବ | ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ…

Read More

ଭୟଙ୍କର ଭୂକମ୍ପ ପରେ ସୁନାମି ଆତଙ୍କ: ରୁଷ ସହ ଜାପାନରେ ହଇଚଇ

ମସ୍କୋ/ଟୋକିଓ: ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଯାଇଛି ରୁଷର ପୂର୍ବ କାମଚଟକା ଅଞ୍ଚଳ । ୟୁଏଏସ୍ ଜିଓଲୋଜିକାଲ ସର୍ଭେ (USGS) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୮ ଥିଲା। ସକାଳ ସମୟରେ ଘଟିଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ରହିଥିବା ଥିବା ଜଣାପଡିଛି। ଯାହା ଫଳରେ ରୁଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି…

Read More

ଲେମ୍ବୁ ଗଛମୂଳେ ପତ୍ନୀ ଓ ଶାଶୂଙ୍କୁ ମାରି ପୋତିଦେଲା ଜ୍ୱାଇଁ

କୁଳିଅଣା: ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରି ଲେମ୍ବୁ ଗଛମୂଳେ ପୋତିଦେଲା ଯୁବକ | ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ ନୂଆଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଦେବାଶିଷ ପାତ୍ର ନାମକ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ସୋନାଲି ଦଳେଇ (୨୪) ଓ ଶାଶୂ ସୁମତୀ ଦଳେଇ (୫୫)ଙ୍କୁ ପଥରରେ ଛେଚି ହତ୍ୟା କରି ଘର ନିକଟରେ ଥିବା ଲେମ୍ବୁ ବଗିଚା ମଧ୍ୟରେ ଶବ ଦୁଇଟିକୁ ପୋତି…

Read More

ମିଛ କହୁଛନ୍ତି ନକଲି ଚାଷୀ, ଫାଇଦା ନେବାକୁ ଦେଉଛନ୍ତି କି ମିଛ ତଥ୍ୟ?

ଭୁବନେଶ୍ୱର: ଓଡ଼ିଶାରେ ୨.୭୩ ଲକ୍ଷ ଏମିତି ଚାଷ ପ୍ଲଟ୍‌ ଚିହ୍ନଟ ହୋଇଛି, ଯେଉଁଠି ବାସ୍ତବରେ ଚାଷ ହେଉନଥିଲେ ମଧ୍ୟ ରିପୋର୍ଟରେ ଚାଷ ହେଉଛି ବୋଲି ଦେଖାଯାଇଛି। ଏଥିରୁ ବାଲେଶ୍ବର ଜିଲ୍ଲାରେ ୪୯,୭୧୦ ଟି ଏବଂ ବରଗଡ଼ରେ ୩୮,୫୬୭ ଟି ନକଲି ପ୍ଲଟ୍‌ ଚିହ୍ନଟ ହୋଇଛି। ସମବାୟ ନିବନ୍ଧକ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବହୁତ ସଂଖ୍ୟାରେ ଏଭଳି ନକଲି ପ୍ଲଟ୍‌…

Read More

ପିଓକେକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଶାହ

ଭୁବନେଶ୍ୱର: ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ| ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କରିବା ସହ କହିଛନ୍ତି ଯେ ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା…

Read More