ମୋଟର ଯାନ ଆଇନରେ ସଂଶୋଧନ: ବୀମା ନଥିବାକୁ ଦେବାକୁ ପଡିବ ଅଧିକ ଜରିମାନା
ଭୁବନେଶ୍ୱର : ବୀମା ନଥିବା ଯାନବାହନ ଚାଳନା କରୁଥିବା ଚାଳକମାନେ ଏବେ ଅଧିକ ଜରିମାନା ଦେବାକୁ ପଡିପାରିବ। କେନ୍ଦ୍ର ସରକାର ମୋଟର ଯାନ ଆଇନରେ ନୂତନ ସଂଶୋଧନ ଆଣିବାକୁ ଯୋଜନା କରୁଛି, ଯାହା ଅନୁଯାୟୀ ଯଦି ଗାଡ଼ି ଚାଲାକ ବିନା ବୀମାରେ ଧରାପଡ଼େ, ପ୍ରଥମ ଥର ପାଇଁ ବୀମା ପ୍ରିମିୟମ୍ର ୩ ଗୁଣା ଓ ଦ୍ୱିତୀୟ ବା ଏହାଠାରୁ ଅଧିକ ଥର ଧରାପଡ଼ିଲେ ୫ ଗୁଣା ରାଶି ଜରିମାନା ହିସାବରେ ଦେବାକୁ ପଡିପାରେ। ବର୍ତ୍ତମାନ ଆସିଥିବା ନିୟମ…
