ତମନ୍ନା ବଖାଣିଲେ ତାଙ୍କ ସୁନ୍ଦରତାର ରହସ୍ୟ, ଯାହାକୁ ନେଇ ଚର୍ଚ୍ଚା ଜୋରଦାର

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କର ସୁନ୍ଦରତା ପାଇଁ ପ୍ରାୟତଃ ଖବରରେ ଥାନ୍ତି , ତେବେ ତାଙ୍କସହ ଏକ ସାକ୍ଷାତରେ ସେ ତାଙ୍କ ସୁନ୍ଦରତର ରହସ୍ୟ ବଖାଣି ଥିଲେ | ଅଭିନେତ୍ରୀ ତମନ୍ନା ଭାଟିଆ ବ୍ରଣ ଦୂର କରିବା ପାଇଁ ଏକ ଚମତ୍କାର ଉପାୟ କହିଥିଲେ ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା , ତେବେ ଏହା କିଛି ନୂଆ କଥା ନୁହଁ ଆପଣ ବି କେବେ ନା କେବେ ବୁଢ଼ୀ ମାଙ୍କଠାରୁ ଏହା ନିଶ୍ଚିତ ଶୁଣିଥିବେ |…

Read More

ଦିନେ ଖାଇବାକୁ ପାଉନଥିଲେ, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ମୁମ୍ବାଇ: ସିନେମା ଜଗତର ଶ୍ରେଷ୍ଠ ଅଭିନେତ୍ରୀ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ। କିନ୍ତୁ ଏବେ ତାଙ୍କ ପାଖରେ ଘର ଅଛି, ବିଳାସପୂର୍ଣ୍ଣ କାର ଅଛି ଏବଂ ସେ ମଧ୍ୟ ଏକ ଫ୍ୟାଶନ୍ ବ୍ରାଣ୍ଡର ମାଲିକାଣୀ। ବଲିଉଡ୍‌ରୁ ଆରମ୍ଭ କରି ସାଉଥ ସିନେମା ପର୍ଯ୍ୟନ୍ତ ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ଅନେକ ସଂଘର୍ଷ ପରେ ସିନେମା ଜଗତରେ ନାମ କମାଇଛନ୍ତି। ସାମନ୍ଥା…

Read More

ତମନ୍ନାଙ୍କ କ୍ୱାଲିଫିକେସନ କଣ ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: ଅଭିନେତ୍ରୀ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ତେବେ, ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆପଣ ଜାଣିଛନ୍ତି କି ? ତମନ୍ନା ଭାଟିଆ ଏକ ସାକ୍ଷାତକାରରେ ତାଙ୍କ ପାଠପଢ଼ା ବିଷୟରେ ଚର୍ଚ୍ଚା କରିଥିଲେ। ତେବେ ତମନ୍ନା ସ୍କୁଲରେ ପଢ଼ିବା ସମୟରୁ ହିଁ କାମ କରିବା ଆରମ୍ଭ କରିଦେଇଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିଲା ବେଳେ ତାଙ୍କୁ ଏକ ଫିଲ୍ମର ଅଫର ମିଳିଥିଲା ଏବଂ ସେ ଏହି ସୁଯୋଗ ହାତଛଡା କରି ନଥିଲେ ଯାହା ଫଳରେ ସେ…

Read More

ପୁଲିସ ଉପରେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଲା ଏବିଭିପି

ଭୁବନେଶ୍ୱର: ବାଲେଶ୍ୱର ଏଫଏମ ସ୍ୱୟଂଶାସିତ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୁଲିସର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛି। ପୀଡ଼ିତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିବା ସହପାଠୀଙ୍କୁ ପୁଲିସ ଗିରଫ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଏବିଭିପି ଅଭିଯୋଗ କରିଛି। ଘଟଣା ଅନୁଯାୟୀ, ଜଣେ ଛାତ୍ରୀ ଯୌନ ନିର୍ଯାତନା ଓ ମାନସିକ ଚାପ ଯୋଗୁଁ ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି। ଏବିଭିପି କହିଛି, ଛାତ୍ରୀଙ୍କୁ ରକ୍ଷା…

Read More

ପୁଣି ପରଦାକୁ ଫେରିବେ ପ୍ରିୟଙ୍କା! ସଞ୍ଜୟ ଭଂସାଲୀଙ୍କ ଫିଲ୍ମରେ ଦେଖାଯିବେ ଦେଶୀଗର୍ଲ୍

ମୁମ୍ବାଇ: ବଲିଉଡର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଜୋନାସ୍ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି। ୬ ବର୍ଷ ପରେ ସେ ବଲିଉଡରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ରେ ନଜର ଆସିପାରନ୍ତି। ଏହି ଖବର ଶୁଣି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ, ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଏକ ଦମଦାର ନୃତ୍ୟ ଗୀତରେ ଅଭିନୟ କରିପାରନ୍ତି। ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ୨୦୧୯ରେ ‘ଦି ସ୍କାଏ ଇଜ୍ ପିଙ୍କ୍’ ଚଳଚ୍ଚିତ୍ରରେ ଦେଖାଯାଇଥିଲା। ୨୦୧୫ରେ…

Read More

ମୋ ଛୁଆର ଯୋଡ଼ିଦିଅ ହାତ, ଏମିତିକିଛି କହି ଗୁହାରି କଲେ ମା

ଜୟପୁର: ଜୟପୁରର ସୱାଇ ମାନସିଂହ ହସ୍ପିଟାଲରେ କିଛିଦିନ ପୂର୍ବେ ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯାହା କେବଳ ଜଣେ ନୀରିହର ଭବିଷ୍ୟତକୁ ବଞ୍ଚାଇ ନଥିଲା, ବରଂ ଚିକିତ୍ସା ବିଜ୍ଞାନ ପ୍ରତି ବିଶ୍ୱାସକୁ ଆହୁରି ଗଭୀର କରିଥିଲା। ଅଲୱରର ବାସିନ୍ଦା ଛଅ ବର୍ଷୀୟ ଜସପ୍ରୀତ ସିଂହର ହାତ ଏକ ଘାସ କଟା ମେସିନ ଦ୍ୱାରା ସମ୍ପୂର୍ଣ୍ଣ କାଟି ଦିଆଯାଇଥିଲା। ପାପୁଲି ଅଲଗା ହୋଇ ତଳେ ପଡିଥିଲା। ଏହା ଦେଖି କ୍ଷେତରେ ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ସମୟ ନଷ୍ଟ ନକରି,…

Read More

ଏଣିକି ମହିଳା ବି କରିବେ ନାଇଟ୍ ସିଫ୍ଟ, ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ମହିଳା କର୍ମଚାରୀମାନେ ଯେଉଁ ସଂସ୍ଥାରେ କାମ କରିବେ, ସେଠାରେ ଅତିକମରେ ୩ ଜଣ ମହିଳା କର୍ମଚାରୀ ଏକତ୍ର କାର୍ଯ୍ୟ କରିବେ। ଏହାସହ କାର୍ଯ୍ୟସ୍ଥଳୀରେ ଜଣେ ମହିଳା ନିଯୁକ୍ତି କର୍ତ୍ତା ଉପସ୍ଥିତ ରହିବେ। ମହିଳାଙ୍କ ସ୍ବାବଲମ୍ବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଓଡ଼ିଶା…

Read More

ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ବିମାନରେ ଅସରପା, ଯାତ୍ରୀଙ୍କୁ ବାରମ୍ବାର ବଦଳାଇବାକୁ ପଡିଲା ସିଟ୍

ନୂଆଦିଲ୍ଲୀ: ଏୟାରଇଣ୍ଡିଆକୁ ଅସରପା ଚିନ୍ତା | ଆଉ ଏଥିପାଇଁ ଯାତ୍ରୀଙ୍କୁ ହେଲା ସମସ୍ୟା | ଏନେଇ ଏୟାରଲାଇନ୍ସ ସ୍ପଷ୍ଟୀକରଣ ଦେଇଛି ଯେ ସେମାନଙ୍କର ସଫେଇ ଦଳ ନିୟମିତ ଭାବରେ ବିମାନକୁ କୀଟମୁକ୍ତ କରିବା ପାଇଁ କୀଟନାଶକ ପ୍ରୟୋଗ କରନ୍ତି। ତଥାପି, କେତେକ ସମୟରେ ଭୂମି କାର୍ଯ୍ୟ ସମୟରେ କୀଟପତଙ୍ଗ ବିମାନ ଭିତରକୁ ପ୍ରବେଶ କରିପାରିବେ। ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ବିମାନରେ ଦୁଇଜଣ ଯାତ୍ରୀଙ୍କୁ ଅସରପା ଦ୍ୱାରା ଅସୁବିଧା ହୋଇଥିଲା। ସାନଫ୍ରାନ୍ସିସ୍କୋରୁ କୋଲକାତା ଦେଇ ମୁମ୍ବାଇ ଯାଉଥିବା ବିମାନରେ…

Read More

ସ୍ୱାମୀ ମୋର ଆଉ ଭଲ ଲାଗୁନି: ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ମହିଳା

ଗୌହାଟୀ: ଆସାମର ଦିବରୁଗଡ଼ ଜିଲ୍ଲାରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଜଣେ ବ୍ୟବସାୟୀଙ୍କୁ ତାଙ୍କ ନିଜ ଘରେ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡର ପରଦା ଖୋଲିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡ ପଛରେ କୌଣସି ବାହ୍ୟ ଶତ୍ରୁ ନଥିଲେ, ବରଂ ତାଙ୍କ ପତ୍ନୀ ଏବଂ ୯ମ ଶ୍ରେଣୀରେ ପଢ଼ୁଥିବା ଝିଅ ସମ୍ପୃକ୍ତ ଥିଲେ। ପ୍ରଥମେ ପରିବାର ସଦସ୍ୟ ଦାବି କରିଥିଲେ ଯେ ବ୍ୟବସାୟୀଙ୍କ ହୃଦଘାତରେ…

Read More

ହ୍ୱାଟ୍‌ସଆପ୍‌ ଯୁଗରେ ମଧ୍ୟ ଦେଶରେ ଏସଏମଏସ ପଠାଇବାରେ ଓଡିଶା ଚତୁର୍ଥ ସ୍ଥାନରେ

ଭୁବନେଶ୍ୱର: ହ୍ୱାଟ୍‌ସଆପ୍‌ ତଥା ଅନ୍ୟ ବାର୍ତ୍ତା ପଠାଇବା ଆପ୍‌ ଥାଇ ସୁଦ୍ଧା ଓଡ଼ିଶାରେ ଏସ୍‌ଏମ୍‌ଏସ୍‌ ଏବେ ବି ବେଶ୍‌ ଜନପ୍ରିୟ। ରାଜ୍ୟର ମୋବାଇଲ ଫୋନ୍‌ ବ୍ୟବହାରକାରୀମାନେ ମାସକୁ ପାଖାପାଖି ୫୬ କୋଟି ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି। ୨୦୨୫ ମାର୍ଚ୍ଚ ଶେଷରେ ପ୍ରକାଶିତ ଟ୍ରାଇର ରିପୋର୍ଟ ଅନୁସାରେ, ଓଡ଼ିଶାରେ ଜଣେ ମୋବାଇଲ ବ୍ୟବହାରକାରୀ ମାସକୁ ପ୍ରାୟ ୧୬ଟି ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି। ଏହି ହିସାବରେ ଓଡ଼ିଶା ଦେଶର ଟେଲିକମ୍‌ ସର୍କଲଗୁଡ଼ିକ…

Read More