ସିରାଜଙ୍କୁ ବିସିସିଆଇରୁ ମିଳେ କେତେ ଦରମା?
ଲଣ୍ଡନ: ଭାରତୀୟ ଟେଷ୍ଟ୍ ଦଳ ୫ ମ୍ୟାଚ୍ ବିଶିଷ୍ଟ ପ୍ରଥମ ସଂସ୍କରଣ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ୍ ଶୃଙ୍ଖଳାକୁ ୨-୨ରେ ଶେଷ କରିଛି। ସୋମବାର ଦ ଓଭାଲ୍ରେ ନାଟକୀୟ ଭାବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍କୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ୬ ରନ୍ରେ ଜିତିଯାଇଛି। ଏଥି ସହ ଅଧିକାଂଶ ସମୟରେ ଜିତୁ ଜିତୁ ହାରିଯାଉଥିବା ଭାରତ ଏଥର ହାରୁ ହାରୁ ଜିତିଯାଇଛି। ମହମ୍ମଦ ସିରାଜଙ୍କ ସଙ୍କଳ୍ପବଦ୍ଧ ପ୍ରଦର୍ଶନ ଆଗରେ ଇଂଲଣ୍ଡ ହାର୍ ମାନିବାକୁ ବାଧ୍ୟ ହୋଇଛି। ୨୦୧୮…
