ଯୌତୁକ ନିଶାରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ଗର୍ଭନଷ୍ଟ ଓ ନିର୍ଯାତନା କରୁଥିଲେ ସ୍ୱାମୀ

ଲକ୍ଷ୍ନୌ: ଯୌତୁକ ଲୋଭରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହର ମାତ୍ର ୧୫ ଦିନ ମଧ୍ୟରେ ସ୍ୱାମୀ ଅନୁରାଗ ସିଂହ ତାଙ୍କ ସ୍ତ୍ରୀ ମଧୁ ସିଂହଙ୍କ ଉପରେ ଯୌତୁକ ପାଇଁ ଚାପ ପକାଇଥିଲେ। ମର୍ଚ୍ଚାଣ୍ଟ ନେଭିରେ  କାର୍ଯ୍ୟରତ ଅନୁରାଗଙ୍କର ଏଭଳି ଆଚରଣ ସମାଜରେ ଆଲୋଚନାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ, ଯୌତୁକ ନ ମିଳିବାରୁ ଅନୁରାଗ ମଧୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ତାଙ୍କର…

Read More

ଏହି ଅଭିନେତା ଅଭିନେତ୍ରୀଙ୍କୁ ସରକାର ଦେଉଛନ୍ତି ଦରମା ଓ ପେନସନ!

ନୂଆଦିଲ୍ଲୀ: ଆପଣ କ’ଣ ଜାଣନ୍ତି ଯେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ଫିଲ୍ମରୁ ରୋଜଗାର କରନ୍ତି ନାହିଁ, ବରଂ ସରକାରଙ୍କ ଠାରୁ ଦରମା ମଧ୍ୟ ପାଆନ୍ତି। କେତେକଙ୍କୁ ଜୀବନବ୍ୟାପୀ ପେନସନ ମଧ୍ୟ ମିଳେ। ଆସନ୍ତୁ ଆମେ ଆପଣଙ୍କୁ ଏପରି ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ ସରକାରଙ୍କ ଠାରୁ ଦରମା କିମ୍ବା ପେନସନ ପାଆନ୍ତି। ସେମାନେ ଏହି ଦରମା କିମ୍ବା ପେନସନ ପାଆନ୍ତି କାରଣ ସେମାନେ କୌଣସି ସରକାରୀ ପଦବୀରେ ଅଛନ୍ତି କିମ୍ବା…

Read More

ପୁଣି ଏକ ଆତ୍ମହତ୍ୟା ଘଟଣା: ମାନସିକ ଚାପ ନା ଅନ୍ୟ କିଛି ?

ପଟ୍ଟାମୁଣ୍ଡାଇ: ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍‌ ଛାତ୍ରୀ ଏବଂ ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ଘଟଣା ରାଜ୍ୟବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଭଳି ଆଉ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରାଜ୍ୟରେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।…

Read More

ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଦେଲା ହ୍ୱାଟସଆପ୍!

ନୂଆଦିଲ୍ଲୀ: ମେଟା-ମାଲିକାନାଧୀନ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ଜୁନ୍ ୨୦୨୫ରେ ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ପ୍ଲାଟଫର୍ମରେ ଅପବ୍ୟବହାର ରୋକିବା ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରୁ ୧୯ ଲକ୍ଷରୁ ଅଧିକ ଆକାଉଣ୍ଟକୁ ସକ୍ରିୟ ଭାବରେ ବନ୍ଦ କରିଦିଆଯାଇଥିଲା। ହ୍ୱାଟସଆପ୍ ର ମାସିକ ଅନୁପାଳନ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ୨୩,୫୯୬ ବ୍ୟବହାରକାରୀଙ୍କ ଅଭିଯୋଗ ଆସିଥିଲା। ଏହି ଅଭିଯୋଗଗୁଡ଼ିକ…

Read More

ଧରା ପଡିଲା ନକଲି ଡାକ୍ତର : ଅପରେସନ ଥିଏଟରରୁ ହେଲା ଗିରଫ!

ସିଲଚର: ଆସାମର ସିଲଚରରେ ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୁଲୋକ ମାଲାକର ନାମକ ଏହି ବ୍ୟକ୍ତି ସିଲଚରର ଦୁଇଟି ଘରୋଇ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ କାମ କରୁଥିଲେ। ସେ ୫୦ରୁ ଅଧିକ ସିଜେରିଆନ୍ ଡେଲିଭରି ଏବଂ ସ୍ତ୍ରୀ ରୋଗ ସମ୍ବନ୍ଧୀୟ ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ସିଜେରିଆନ୍ ଡେଲିଭରି କରୁଥିବା ସମୟରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ…

Read More

ସଂସଦରେ ନୋ-ଫ୍ଲାଏ ତାଲିକାକୁ ନେଇ ଚର୍ଚ୍ଚା: ବିମାନ ଯାତାୟତରେ ଏମାନଙ୍କୁ ନାହିଁ ଅନୁମତି

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ  ମୁରଲୀଧର ମୋହୋଲ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୩୦ ପର୍ଯ୍ୟନ୍ତ ମୋଟ ୪୮ ଜଣ ବିମାନ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି | ତଥ୍ୟ ଅନୁଯାୟୀ, ବିମାନରେ ଗଣ୍ଡଗୋଳ ଏବଂ ଯାତ୍ରୀ ତଥା ବିମାନ କର୍ମଚାରୀଙ୍କୁ ଅସଦାଚରଣ କରୁଥିବା ଅନୁଶାସନହୀନ ଯାତ୍ରୀମାନଙ୍କ ଉପରେ ଏପରି ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି | ସେହିପରି, ୨୦୨୪ ମସିହାରେ ୮୨…

Read More

ଆରପାରିରେ ଅଭିନେତା ସନ୍ତୋଷ ବଳରାଜ

ଭୁବନେଶ୍ୱର: କନ୍ନଡ ଚଳଚ୍ଚିତ୍ର ଜଗତରୁ ଆସିଲା ଏକ ଦୁଃଖଦ ଖବର। ପ୍ରସିଦ୍ଧ କନ୍ନଡ ଅଭିନେତା ସନ୍ତୋଷ ବଳରାଜ ୩୪ ବର୍ଷ ବୟସରେ ଏହି ଦୁନିଆକୁ ଛାଡ଼ିଚାଲିଗଲେ। ବେଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷ ବଳରାଜ ଗତ କିଛି ମାସ ଧରି କିଡନୀ ଓ ଲିଭର ସମସ୍ୟାରେ ପୀଡ଼ିତ ଥିଲେ। ଏହି ସମସ୍ୟାର ଫଳରେ ତାଙ୍କୁ ଜଣ୍ଡିସ ହୋଇଥିଲା ଓ ଏହି ଅବସ୍ଥାରେ ସେ କୋମାକୁ ଚାଲିଯାଇଥିଲେ। ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ…

Read More

ଧକ୍କାଦେଲା ଟ୍ରକ: ଜୀବନ ବଞ୍ଚାଇଲା ହେଲମେଟ୍

ଦୁର୍ଘଟଣା ସମୟରେ ହେଲମେଟ କିପରି ରକ୍ଷା କରି ପାରେ ତାହାର ଅନ୍ୟଏକ ଉଦାହରଣ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ପୁଣି ଥରେ ପ୍ରମାଣ କରିଛି | ସେହି ଭିଡିଓରେ, ଜଣେ ଯୁବକ ଏକ ସିଗନାଲରେ ଠିଆ ହୋଇଥିବା ଦେଖାଯାଉଛି ଯେଉଁଥିରେ ଦୁଇଟି ଝିଅ ତାଙ୍କ ବାଇକରେ ବସିଛନ୍ତି, ସବୁକିଛି ସାଧାରଣ ଲାଗୁଛି, ବାଇକଟି ନାଲି ସିଗନାଲରେ ଛିଡା ହୋଇଛି ସେହି ସମୟରେ ବାଇକ୍‌ରେ ଥିବା ଯୁବକଙ୍କୁ ଏକ ଭାରୀ ଟ୍ରକ୍ ମୋଡ଼…

Read More

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ!

ଉତ୍ତରକାଶୀ: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲା ଅବସ୍ଥିତ ଧରାଲି ଗ୍ରାମରେ ବିପ୍ଳବ ସୃଷ୍ଟି କରିଥିବା ବାଦଲଫଟା ବର୍ଷା ଏବଂ ତାହା ସହିତ ଆସିଥିବା ବନ୍ୟା ଓ ଭୂସ୍ଖଳନ ଏକ ଦୁଃଖଦ ଅବସ୍ଥା ନିର୍ମାଣ କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି ବନ୍ୟାରେ ପ୍ରାୟ ୨୫ଟି ହୋଟେଲ୍ ଓ ହୋମ୍‌ଷ୍ଟେ ନଦୀରେ ଭାସିଯାଇଛି। ବ୍ୟବସାୟ ବଢ଼ିଥିବା ଅଞ୍ଚଳରେ ବନ୍ୟା ଜଳ…

Read More

ଭାରତର ସବୁଠାରୁ ବଡ ହୋଟେଲ କଣ ଜାଣିଛନ୍ତି କି?

ନୂଆଦିଲ୍ଲୀ: ଆପଣ ତ ଅନେକ ସମୟରେ ରାସ୍ତା କଡରେ ବିଳାସମୟ ହୋଟେଲ ସବୁ ଦେଖିଥିବେ | ତେବେ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ବଡ ହୋଟେଲ କେଉଁଠାରେ ଅଛି ଆଉ ଏଥିରେ କେତୋଟି ରୁମ ଅଛି? ଭାରତରେ ତାଜ ଓବେରୋଇ ଏବଂ ଆଇଟିସି ଭଳି ବିଳାସପୂର୍ଣ୍ଣ ହୋଟେଲ ଚେନ୍ ଭାରତରେ ଲୋକପ୍ରିୟ କିନ୍ତୁ କୋଠରୀ ସଂଖ୍ୟା ଅନୁସାରେ, ସବୁଠାରୁ ବଡ଼ ହୋଟେଲ ଲେମନ ଟ୍ରି ହୋଟେଲ୍ ର ମାଲିକାନା ରହିଛି । ଲେମୋନ ଟ୍ରି…

Read More