ବଦଳୁଛି ମୌସୁମୀ ଢାଞ୍ଚା: ରାଜସ୍ଥାନରେ ବର୍ଷୁଛି, ମେଘାଳୟ ପଡିଛି ଶୁଖିଲା
ନୂଆଦିଲ୍ଲୀ: ଜୁଲାଇ ମାସ ସରିଥିବା ବେଳେ ଭାରତ ମୌସୁମୀ ମଧ୍ୟଭାଗରେ ପହଞ୍ଚିଛି। ଏହା ଦେଶର କୃଷି, ଜଳସମ୍ପଦ ଓ ଜଳବାୟୁ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହା ଦେଶର କୃଷି, ଜଳସମ୍ପଦ ଓ ଜଳବାୟୁ ଢାଞ୍ଚା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୫ରେ ଏ ପର୍ଯ୍ୟନ୍ତ ବର୍ଷା ବଣ୍ଟନ ବିଭିନ୍ନ ରାଜ୍ୟରେ ସ୍ପଷ୍ଟ ଅସମାନତା ଦେଖାଇଛି, ଯାହା କେଉଁଠି ଚିନ୍ତା ତ ଆଉ କେଉଁଠି ଆଶା ସୃଷ୍ଟି କରିଛି। ବିଶେଷକରି ପାରମ୍ପରିକ ଭାବରେ ପ୍ରବଳ ମୌସୁମୀ ବର୍ଷା ହେଉଥିବା…
