ପୋଲିସ୍ ମନୋବଳକୁ ନେଇ ପରସ୍ପର ଉପରେ ଦୋଷ ଲଦିଲେ ବିଜେପି-ବିଜେଡି
ଭୁବନେଶ୍ୱର: ଓଡ଼ିଶାରେ ପୋଲିସ୍ ମନୋବଳ ଭାଙ୍ଗିବା ଏବଂ ନାରୀ ନିର୍ଯ୍ୟାତନା ବଢ଼ିବା ପ୍ରସଙ୍ଗକୁ ନେଇ ରାଜନୀତି ଉତ୍ତପ୍ତ ହୋଇଉଠିଛି। ବିରୋଧୀ ବିଜୁ ଜନତା ଦଳ (ବିଜେଡି)ର ପ୍ରତିକ୍ରିୟାର ଜବାବରେ ଶାସକ ବିଜେପି କଡ଼ା ପ୍ରତ୍ୟୁତ୍ତର ଦେଇଛି। ଉଭୟ ପାର୍ଟି ପରସ୍ପରକୁ ଅଭିଯୋଗ କରି ପୂର୍ବତନ ଏବଂ ବର୍ତ୍ତମାନର ସରକାରର ନୀତିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଗତ ୨୪ ବର୍ଷର ଶାସନକାଳରେ ପୋଲିସର ମନୋବଳ ଭାଙ୍ଗିବା ପାଇଁ କିଛି ବାକି…
