ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ଉଚ୍ଛେଦ ପାଇଁ ବ୍ୟାପକ ପୋଲିସ ମୁତୟନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କୁ ହଟାଇବା ପାଇଁ ଆଜି କମିଶନରେଟ୍ ପୋଲିସ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସକାଳ ୧୦:୩୦ରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ନମ୍ବର ୧, ୨, ୩ ଓ ୫ରେ ପୋଲିସ ଛାପା ମାରି ଅଣଛାତ୍ରଙ୍କୁ ବାହାର କରିବ। ଏହି ରେଡ୍‌ରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ଜୋନ୍ ୫ର ଏସିପି ବିଶ୍ୱରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ…

Read More

କଂଗ୍ରେସ ସୃଜନ ବୈଠକରେ ବିବାଦ, ଦଳ ମଧ୍ୟରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର :ସାରା ରାଜ୍ୟରେ ଏବେ କଂଗ୍ରେସ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଚାଲିଛି। ପର୍ଯ୍ୟବେକ୍ଷକ ମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି। ହେଲେ ସବୁ ଜିଲ୍ଲାରେ ମାଳମାଳ ନେତା ଆଶାୟୀ ଅଛନ୍ତି। ଫଳରେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡିଛି। କୋରାପୁଟ, ଖଲ୍ଲିକୋଟ, ପାରାଦୀପ ଏଇ ତିନିଟି ସ୍ଥାନରେ କଂଗ୍ରେସ କଳି ପଦାରେ ପଡିଛି। ପର୍ଯ୍ୟବେକ୍ଷକ ସଭାପତି କଣ ବାଛିବେ, ବସିକି ଗୋଷ୍ଠୀ କନ୍ଦଳ ଦେଖୁଛନ୍ତି। କୋରାପୁଟ ଜ଼ିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ…

Read More

ଦିଲ୍ଲୀ ଲାଲକିଲ୍ଲାରୁ ଚୋରି ହୋଇଥିବା ସୁନା କଳସ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ସମୁଦାୟର ଧାର୍ମିକ ଅନୁଷ୍ଠାନ ସମୟରେ ଚୋରି ହୋଇଥିବା ମୂଲ୍ୟବାନ ସୁନା କଳସକୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଉଦ୍ଧାର କରିଛି। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏହି କଳସର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଘଟଣା ଅନୁଯାୟୀ, କିଛି ଦିନ ପୂର୍ବେ ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଜୈନ ସମୁଦାୟର ଏକ ଧାର୍ମିକ…

Read More

ଲାଲକିଲ୍ଲାରେ ବଡ଼ ଚୋରୀ ଘଟଣା: ଜୈନ ସମାରୋହରୁ ୧ କୋଟି ଟଙ୍କାର ସୁନା କଳସ ଲୁଟ୍‌,ଅଭିଯୁକ୍ତ ଗିରଫ

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଏକ ଚାଞ୍ଚଲ୍ୟକର ଚୋରୀ ଘଟଣା ସାମ୍ନାକୁ ଆସିଛି। ଜୈନ ସମ୍ପ୍ରଦାୟର ଏକ ଧାର୍ମିକ ସମାରୋହ ସମୟରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ହୀରା, ମାଣିକ୍ୟ ଓ ରତ୍ନପଥର ଖଚିତ ସୁନା କଳସ ଚୋରି ହୋଇଥିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ମିଳିଥିବା ସୂଚନା ଅନୁସାରେ, ଲାଲକିଲ୍ଲା ନିକଟସ୍ଥ ୧୫ ଅଗଷ୍ଟ ପାର୍କରେ ଜୈନ ସମାଜର ଏକ ପୂଜା ଉତ୍ସବ ଚାଲିଥିବା ବେଳେ ଏହି…

Read More

ନିର୍ବାଚନ କମିସନ୍‌ର ବଡ଼ ପଦକ୍ଷେପ: ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତି

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପରେ ସାରା ଦେଶରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଭାରତର ନିର୍ବାଚନ କମିସନ୍‌ ବିଚାର କରୁଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କର ଏକ ସମ୍ମିଳନୀ ଡକାଯାଇଛି। ନିର୍ବାଚନ କମିସନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମ୍ମିଳନୀରେ ଏସ୍‌ଏସ୍‌ଆର୍‌ର ପ୍ରସ୍ତୁତିର ସମୀକ୍ଷା କରାଯିବ। ପୂର୍ବରୁ ନିର୍ଧାରିତ ଅନୁସାରେ,…

Read More

ପୁରୀ ଗଜପତିଙ୍କ କଡ଼ା ଚେତାବନୀ: ଇସ୍କନର ପରମ୍ପରା ଉଲ୍ଲଂଘନ ଅଭିଯୋଗ, ଏକ ମାସରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ସ୍ନାନଯାତ୍ରାର ପରମ୍ପରାଗତ ନୀତି ଉଲ୍ଲଂଘନ ଅଭିଯୋଗରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଇନ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣା କନ୍ସକ୍ୟାସନେସକୁ କଡ଼ା ଚେତାବନୀ ଦେଇଛନ୍ତି। ଇସ୍କନ ଦୀର୍ଘ ଦଶନ୍ଧି ଧରି ଶ୍ରୀମନ୍ଦିରର ନିୟମ ଓ ଶାସ୍ତ୍ରୀୟ ତିଥି ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଗଜପତି ଏକ ମାସ ମଧ୍ୟରେ ଏହାର ସମାଧାନ ପାଇଁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି କହିଛନ୍ତି, “ଇସ୍କନ ଦେଶ-ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ସ୍ନାନଯାତ୍ରାକୁ…

Read More

ମୁଣ୍ଡଳୀରେ ୬.୧୬ ଲକ୍ଷ କ୍ୟୁସେକ ବନ୍ୟା ଜଳ: ସ୍ଥିତି ନିୟନ୍ତ୍ରଣରେ, ଜଳ ସମ୍ପଦ ବିଭାଗ ସତର୍କ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ବନ୍ୟା ସ୍ଥିତି ଉପରେ ନଜର ରଖାଯାଉଛି। ମହାନଦୀରେ ମୁଣ୍ଡଳୀ ସ୍ଥାନରେ ବନ୍ୟା ଜଳର ପ୍ରବାହ ୬.୧୬ ଲକ୍ଷ କ୍ୟୁସେକକୁ ପାର୍ ହୋଇଛି, ଯାହା ସର୍ବୋଚ୍ଚ ସ୍ତରରେ ଅଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଧୀ ଜଣାଇଛନ୍ତି ଯେ, ହୀରାକୁଦ ଜଳାଶୟରୁ ୮ଟି ଗେଟ୍ ଖୋଲା ହୋଇ ନିଷ୍କାସନ ହେଉଥିବାରୁ ବନ୍ୟା ଜଳ ଧୀରେ ଧୀରେ ତଳକୁ ଖସୁଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଆହୁରି କମିବାକୁ ଯାଉଛି। ଯନ୍ତ୍ରୀ…

Read More

ପାର୍ବଣ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ

ଭୁବନେଶ୍ୱର: ପାର୍ବଣ ସମୟରେ ଶବ୍ଦ ଓ ଜଳ ପ୍ରଦୂଷଣର ବୃଦ୍ଧିକୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଭଷାଣି ସମୟରେ ନଦୀ ଓ ନାଳରେ ପ୍ରତିମା ବିସର୍ଜନ ଯୋଗୁଁ ଜଳ ପ୍ରଦୂଷଣ ବଢୁଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ବୋର୍ଡ ପକ୍ଷରୁ ବିଶେଷ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି, ଯେଉଁମାନେ ପାର୍ବଣ…

Read More

ସମ୍ବଲପୁର-ସୋନପୁର ରୋଡରେ ବ୍ରିଜ ବୁଡ଼ିବା ଯୋଗୁଁ ଯାତାୟାତ ବିଛିନ୍ନ

ସମ୍ବଲପୁର: ସମ୍ବଲପୁର-ସୋନପୁର ରୋଡରେ ଥିବା ମୁଖ୍ୟ ବ୍ରିଜଟି ମହାନଦୀର ପ୍ରବଳ ଜଳପ୍ରବାହ ଯୋଗୁଁ ବୁଡ଼ି ଯାଇଛି। ହୀରାକୁଦ ବନ୍ଧର ୨୪ଟି ଗେଟ ଖୋଲାଯିବା ପରେ ମାଳତୀ ଜୋରରେ ପାଣି ପ୍ରବାହିତ ହେଉଥିବାରୁ ବ୍ରିଜଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଫଳରେ ସମ୍ବଲପୁର ଓ ସୋନପୁର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ସମ୍ବଲପୁରରୁ ସୋନପୁରକୁ ଯିବାର ମୁଖ୍ୟ ସଂଯୋଗ ମାର୍ଗ ହୋଇଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବହୁ ଅସୁବିଧାର କାରଣ ହୋଇଛି। ବ୍ରିଜ ଉପରେ…

Read More

ଜିଏସ୍‌ଟି ସଂସ୍କାର ଦ୍ୱାରା ଓଡ଼ିଶାକୁ ମିଳିବ ୧୮,୭୫୧ କୋଟି ଟଙ୍କାର ଆର୍ଥିକ ଲାଭ

ଭୁବନେଶ୍ୱର: ଜିଏସ୍‌ଟି ସଂସ୍କାର ଦ୍ୱାରା ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଇକୋରାପ୍ ରିପୋର୍ଟ ଅନୁଯାୟୀ, ଜିଏସ୍‌ଟି ସଂସ୍କାର ଯୋଗୁଁ ଓଡ଼ିଶାକୁ ୧୮,୭୫୧ କୋଟି ଟଙ୍କାର ଲାଭ ମିଳିବ। ଏହି ସଂସ୍କାର କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ନୂଆ ଆର୍ଥିକ ସମୃଦ୍ଧି ଆଣିବ। ରିପୋର୍ଟ ଅନୁସାରେ, ଜିଏସ୍‌ଟିରୁ ସଂଗୃହୀତ ପ୍ରତି ୧୦୦ ଟଙ୍କା ମଧ୍ୟରୁ ରାଜ୍ୟଗୁଡ଼ିକ…

Read More