ହଷ୍ଟେଲ୍‌ ରୁମ୍‌ ବିକ୍ରି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦଖଲ!

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର କ୍ୟାମ୍ପସ୍‌ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ରୁମ୍‌ଗୁଡ଼ିକ ଅଣଛାତ୍ରଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଭଡ଼ାରେ ବିକ୍ରି କରାଯାଉଥିବା ଅଭିଯୋଗ ଉଠିଛି। ଏହି ରୁମ୍‌ଗୁଡ଼ିକରେ ଖଟିଆ, ମାଗଣା ଲାଇଟ୍‌, ଫ୍ୟାନ୍‌, ରୋଷେଇ କରିବାର ସୁବିଧା ସହ ସୁରକ୍ଷା କର୍ମୀ ଓ ସିସିଟିଭି ବ୍ୟବସ୍ଥା ରହିଛି। ଅନୁସନ୍ଧାନରୁ ଜଣାଯାଇଛି ଯେ, ଜଣେ ଛାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବର୍ଷକୁ ୧୨ ହଜାର ଟଙ୍କା (ମାସକୁ ୧ ହଜାର) ଦେଇ ହଷ୍ଟେଲ…

Read More

ହରିଜନ ଶବ୍ଦ ବନ୍ଦ:ସାମାଜିକ ସମାନତା ପାଇଁ ନୂଆ ଆରମ୍ଭ!

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗ ବ୍ୟବସ୍ଥାରେ ‘ହରିଜନ’ ଶବ୍ଦ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ବଦଳରେ ‘ଅନୁସୂଚିତ ଜାତି’ ଶବ୍ଦକୁ ସାମ୍ବିଧାନିକ ଭାବେ ବ୍ୟବହାର କରିବା ପାଇଁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇଛି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରୀ ରେକର୍ଡ, ଚିଠିପତ୍ର,…

Read More

ସଂସାର ଉଜାଡିଦେଲା ପିଲାଦିନର ସାଙ୍ଗ : ସଂପର୍କରେ ଲାଗିଲା କଳାଦାଗ

ବେଙ୍ଗାଲୁରୁ: ଧୋକା ଦେଲା ପିଲା ଦିନର ସାଙ୍ଗ , ପରକୀୟା ସମ୍ପର୍କ ଆଗରେ ଫିକା ପଡିଗଲା ବର୍ଷ ବର୍ଷର ବନ୍ଧୁତା ବେଙ୍ଗାଲୁରୁରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଏଭଳି ଏକ ସଙ୍ଗିନୀ କଥା ପ୍ରକାଶ ପାଇଛି | ଅଭିଯୋଗ ଅନୁଯାୟୀ ତାଙ୍କ ପିଲାଦିନର ବନ୍ଧୁ ତାଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କରେ ଥିଲେ। ପୀଡିତ ବିଜୟ କୁମାର ଏବଂ ଅଭିଯୁକ୍ତ ଧନଞ୍ଜୟ ଓରଫ ଜୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବନ୍ଧୁ ଥିଲେ,…

Read More

ଠାକୁରାଣୀ ଆସିବା ନାଁ ରେ ଯୁବତୀକୁ ଉଲଗ୍ନ କରି ପିଟିଲେ ମହିଳା!

ଯାଜପୁର: ଯୁବତୀଙ୍କ ଦେହକୁ ଆସିଛନ୍ତି ଠାକୁରାଣୀ, ଯନ୍ତ୍ରଣା ଦେଲେ ହିଁ ଠାକୁରାଣୀ ଦେହରୁ ଚାଲିଯିବେ | କିଛି ଏଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଯୁବତୀଙ୍କୁ ଅକଥନିୟ ଅତ୍ୟାଚାର କରିଛନ୍ତି ଗ୍ରାମବାସୀ | ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହି ଲୋମହର୍ଷକ ଘଟଣା ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଯାଜପୁର ଜ଼ିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ପଂଚାୟତ ପନ୍ତୁରି ଗ୍ରାମରେ ରାଣୀ ନାମକ ଝିଅର ଦେହ ଖରାପ ଥିବାରୁ ସ୍ଥାନୀୟ…

Read More

ପୁରୀରେ ଖୋଲିବ ଦ୍ୱିତୀୟ ଖାଦ୍ୟ ପରୀକ୍ଷାଗାର!

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଖାଦ୍ୟ ପରୀକ୍ଷାଗାର ଭୁବନେଶ୍ୱରରେ ପ୍ରତିଷ୍ଠା ପରେ ଏବେ ଦ୍ୱିତୀୟ ଖାଦ୍ୟ ପରୀକ୍ଷାଗାର ପୁରୀରେ ସ୍ଥାପନ ହେବ। ଏହି ପରୀକ୍ଷାଗାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ଏବଂ ରାଜ୍ୟମାନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଫ୍‌ଏସ୍‌ଏସ୍‌ଏଆଇ ଦେଶବ୍ୟାପୀ ଆଉ ୧୧ଟି ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଘୋଷଣା କରିଛି,…

Read More

ତୀର୍ଥ ଯାତ୍ରା ନାମରେ ଉତ୍ତରପ୍ରଦେଶରେ ଓଡ଼ିଆ ଝିଅକୁ ବିକ୍ରି!

କାଳିଆପାଣି : ଯାଜପୁର ଜିଲ୍ଲାର କାଳିଆପାଣି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ଷଡ୍‌ଯନ୍ତ୍ରମୂଳକ ଭାବେ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପରେ କ୍ରେତା ଉକ୍ତ ନାବାଳିକାଙ୍କୁ ବିବାହ କରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର କାଳିଆପାଣି ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଦୁଇ ଭଉଣୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗାଁର ଦୁଇ ଭଉଣୀ ମଧ୍ୟପ୍ରଦେଶର…

Read More

ଯୁବରାଜ, ଶିଖରଙ୍କ ପରେ, ଠକେଇ ମାମଲାରେ ସୁରେଶଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆଜି କ୍ରିକେଟର ସୁରେଶ ରାଇନାଙ୍କୁ ଅନଲାଇନ୍ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ନେଇ ସୂଚନା ମିଳିଛି। ଏହାପୂର୍ବରୁ ଯୁବରାଜ ସିଂହ, ଶିଖର ଧାୱନ ଏବଂ କେତେକ ବଲିଉଡ ତାରକାଙ୍କୁ ମଧ୍ୟ ଇଡି ପଚରାଉଚରା ସାରିଛି।ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍ 1xBET(୧ଏକ୍ସବେଟ୍)କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ହୋଇଛି। ସେ ଏହାର ବ୍ରାଣ୍ଡ ଆମ୍ବାସାଡର ଥିବାନେଇ ସୂଚନା ମିଳିଛି | ଆର୍ଥିକ ଠକେଇ ମାମଲାରେ ଇଡି ୧ଏକ୍ସବେଟ୍, ଫୋର୍‌ପ୍ଲେ, ଲୋଟସ୬୫ ଏବଂ ଅନ୍ୟାନ୍ୟ…

Read More

୫ବର୍ଷରେ ଆତ୍ମହତ୍ୟା କଲେଣି ୭୨ଜଣ ଛାତ୍ରଛାତ୍ରୀ, ଆଶ୍ଚର୍ଯ୍ୟ କରିଦେବ ତଥ୍ୟ

ଭୁବନେଶ୍ବର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ରୂପ ନେଇଛି। ୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଛନ୍ତି। ଏହି ଘଟଣାଗୁଡ଼ିକର ମୂଳ କାରଣ ହେଉଛି ମାନସିକ ଚାପ, ନିର୍ଯାତନା, ପାଠର ଚାପ, ଘରୋଇ କଳହ, ପ୍ରେମ ବ୍ୟାପାରରେ ବିଫଳତା, ହୋମସିକନେସ୍ ଏବଂ ଫୋନ୍ ବ୍ୟବହାର ଉପରେ କଟକଣା ଆଦି। ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା, ପୁରୀ ବଳଙ୍ଗା ନିଆଁ ଘଟଣା ଏବଂ କିଟ୍ ୟୁନିଭର୍ସିଟିରେ…

Read More

ପାଦଚଲା ରାସ୍ତାରୁ ଶତକୋଟିର ସମ୍ରାଟ: ଅମିତାଭଙ୍କ ତ୍ରିଶୂଳ ବଦଳାଇଲା ରାଜା ନାୟକଙ୍କ ଜୀବନ!

କ’ଣ ଗୋଟିଏ ଚଳଚ୍ଚିତ୍ର ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇ ପାରେ? ଯଦି ଆପଣ ଭାବୁଛନ୍ତି ଏହା ଅସମ୍ଭବ, ତେବେ ରାଜା ନାୟକଙ୍କ ଏହି କାହାଣୀ ଆପଣଙ୍କୁ ପ୍ରେରଣା ଦେବ। ବାଙ୍ଗାଲୋରର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜା ଆଜି ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ମାଲିକ। ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ତ୍ରିଶୂଳ ତାଙ୍କ ଜୀବନରେ ଏକ ନୂଆ ଦିଗ ଦେଖାଇଥିଲା, ଯାହା ତାଙ୍କୁ ପାଦଚଲା ରାସ୍ତାରୁ ଶହେକୋଟି ଟଙ୍କାର ବ୍ୟବସାୟୀ ହେବା ପାଇଁ…

Read More

ଦିଲ୍ଲୀରୁ ୱାଶିଂଟନ ଡିସିକୁ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀରୁ ୱାଶିଂଟନ ଡିସିକୁ ବିମାନ ସେବା ସେପ୍ଟେମ୍ବର ୧, ୨୦୨୫ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣ ହେଉଛି, ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବା ପାଇଁ କାମ ଚାଲିଛି, ଯାହା ୨୦୨୬ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏହି ଅପଗ୍ରେଡ୍ କାର୍ଯ୍ୟ ଯୋଗୁଁ ଅନେକ ବିମାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ଉପଲବ୍ଧ…

Read More