ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା, ୩୩ ଜଣଙ୍କର ମୃତ୍ୟୁର ଆଶଙ୍କା

କିସ୍ତୱାଡ: ଜମ୍ମୁ-କଶ୍ମୀରର କିସ୍ତୱାଡ ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟଙ୍କର ତାଣ୍ଡବ ରଚିଛି, ଯାହାଫଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତରାଖଣ୍ଡର ଧରାଲୀର ବିପର୍ଯ୍ୟୟ ପରେ ଏବେ ଜମ୍ମୁ-କଶ୍ମୀରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଟି ମିଶା ପାଣି ତଳେ ଶହ ଶହ ଲୋକ ଚାପି ପଡ଼ିଛନ୍ତି, ଏବଂ ଅନେକ ଲୋକ ମାଟି ତଳେ ଚାପିଯିବାର ଆଶଙ୍କା ରହିଛି। ଏହି ବିପର୍ଯ୍ୟୟ ଘଟିଛି କିସ୍ତୱାଡ ଜିଲ୍ଲାର ପଡ୍ଦର ସବ-ଡିଭିଜନରେ। ପଡ୍ଦରର ଚିଶୋଟି ଗାଁର ମଚୈଲ ମାତା…

Read More

ଏହି ଯୁବତୀଙ୍କ ସହ ହେଲା ଅର୍ଜୁନଙ୍କର ନିର୍ବନ୍ଧ, ଜାଣିଛନ୍ତି ସେ କିଏ?

ନୂଆଦିଲ୍ଲୀ: ‘କ୍ରିକେଟର ଭଗବାନ’ କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହ ସମ୍ପନ୍ନ ହୋଇଛି। ୨୫ ବର୍ଷୀୟ ଅର୍ଜୁନ ବୁଧବାର ସାନିଆଙ୍କ ସହ ନିର୍ବନ୍ଧ କରିଥିବା ଜଣାଯାଇଛି। ସାନିଆ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ। ଏହି ନିର୍ବନ୍ଧ ସମାରୋହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା ଏବଂ ଏଥିରେ ଦୁଇ ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ସାନିଆ ଅର୍ଜୁନଙ୍କ ପିଲାଦିନର…

Read More

ପାକିସ୍ତାନରେ ସ୍ୱାଧୀନତା ଦିବସ ଶୋକରେ ପରିଣତ: ଗୁଳିକାଣ୍ଡରେ 3 ଜଣଙ୍କର ମୃତ୍ୟୁ, 60 ରୁ ଅଧିକ ଆହତ

କରାଚୀ: ପାକିସ୍ତାନର ୭୮ ତମ ସ୍ୱାଧୀନତା ଦିବସ ଉତ୍ସବ ଗୁରୁବାର ଦିନ କରାଚୀରେ ଶୋକରେ ପରିଣତ ହୋଇଛି।ପାକିସ୍ତାନ ଜିଓ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଉତ୍ସବ ସମୟରେ ଗୁଳିକାଣ୍ଡ ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ୬୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ ଓ ୮ ବର୍ଷୀୟା ଝିଅ ଅଛନ୍ତି। ସୂଚନା ଅନୁଯାୟୀ, କରାଚୀର ବିଭିନ୍ନ ଅଞ୍ଚଳରେ ଏହି ଘଟଣା ଘଟିଛି। ଆଜିଜାବାଦରେ ଜଣେ ଝିଅ ରାସ୍ତାରେ ଯାଉଥିବା…

Read More

ପ୍ରେମ ପାଇଁ ଅନ୍ଧ :ଶେଷରେ ସ୍ୱାମୀକୁ ମାରିବାକୁ ପଛାଇଲାନି ସ୍ତ୍ରୀ

ସୁନ୍ଦରଗଡ଼: ପରକୀୟା ପ୍ରୀତିରେ ଅନ୍ଧ ହୋଇ ଜଣେ ସ୍ତ୍ରୀ ନିଜ ହାତରେ ସିନ୍ଦୂର ପୋଛି ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମିସନ୍‌ରୋଡ୍‌ ନିକଟସ୍ଥ ହରିଓଁ କଲୋନିରେ ଘଟିଛି। ମୃତ ସ୍ବାମୀଙ୍କ ନାମ ଧ୍ରୁବ କେର୍କେଟା, ଯିଏ ସବଡ଼େଗା ବ୍ଲକ୍‌ରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।ଅଭିଯୁକ୍ତ ପତ୍ନୀ ଉର୍ମିଳା-ନିଜ ପ୍ରେମିକ ସୁବ୍ରତ ମାଝୀ ଓ…

Read More

୫ ବର୍ଷରେ ଓଡ଼ିଶାର ଯକ୍ଷ୍ମା ରୋଗୀ ୧୫ ହଜାର ବଢ଼ିଲେ!

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ଗତ ୫ ବର୍ଷରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୧୫ ହଜାର ବଢିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ରୋଗୀଙ୍କ ସଂଖ୍ୟା ୪୫,୩୩୦ ଥିବାବେଳେ, ୨୦୨୪ ମସିହାରେ ୬୦,୧୭୯କୁ ପହଞ୍ଚିଛି। ରାଜ୍ୟ ସରକାର ଯକ୍ଷ୍ମା ମୁକାବିଲା ପାଇଁ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚଳାଇଛି। ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ କିଟ୍ ଓ ମାଗଣା ଔଷଧ ଦ୍ୱାରା ଚିକିତ୍ସା କରାଯାଉଛି। ଏହା ସତ୍ତ୍ବେ, ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ୁଛି।୨୦୨୧ ମସିହାରେ…

Read More

ବ୍ଲକ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା କମିବା ନେଇ ବିକ୍ଷୋଭ

ଭୁବନେଶ୍ବର : ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତାକୁ କମାଇବା ଦିଗରେ ରାଜ୍ୟ ସରକାର ଆଗକୁ ବଢ଼ିଛନ୍ତି। ନୂତନ ନିର୍ଦ୍ଦେଶନାମା ଅନୁସାରେ ବ୍ଲକ୍‌ରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାମ ପାଇଁ ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ ଦରକାର ନଥିବା ବ୍ୟବସ୍ଥା କରାଯିବ। ଏହି କାମ ବିଡିଓଙ୍କ ଦସ୍ତଖତ ମାଧ୍ୟମରେ ସମ୍ପନ୍ନ ହେବ। ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ରାଜନୈତିକ ତର୍କ ଓ ବିତର୍କ ଚାଲିଛି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହାକୁ ତୀବ୍ର ଭାବେ ବିରୋଧ…

Read More

୭୯ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି: ନିମନ୍ତ୍ରଣ କାର୍ଡରେ ଅପରେସନ ସିନ୍ଦୂର ଓ ଚେନାବ ସେତୁର ଝଲକ

ନୂଆଦିଲ୍ଲୀ: ଭାରତର ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଜାତୀୟ ରାଜଧାନୀରେ ଅତିଥିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ର ଲୋଗୋ ଏବଂ ଚେନାବ ସେତୁର ପ୍ରତିଛବି ମୁଦ୍ରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉଦ୍‌ବୋଧନ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଏବର୍ଷର ସ୍ୱାଧୀନତା ଦିବସରେ ‘ଅପରେସନ୍ ସିନ୍ଦୂର’ର ସଫଳତା ପାଳନ କରାଯିବ। ଲାଲକିଲ୍ଲାର ଜ୍ଞାନପଥରେ ‘ଭ୍ୟୁ କଟର’ରେ ଏହାର…

Read More

ଆଶ୍ଚର୍ଯ୍ୟ କରିଦେବ ଓଡ଼ିଶାର ସ୍ଥିତି: ୬ ମାସରେ ଓଡ଼ିଶାର ଦେଢ଼ ଲକ୍ଷ ଲୋକଙ୍କୁ କାମୁଡ଼ିଛି କୁକୁର

ଭୁବନେଶ୍ୱର: ଓଡ଼ିଶାରେ ପାଗଳା କୁକୁରଙ୍କ ଆକ୍ରମଣ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଚଳିତ ବର୍ଷର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ରିପୋର୍ଟ ହୋଇଛି। ଗତ ଛଅ ମାସରେ ପ୍ରତି ମାସ ୨୦ ହଜାରରୁ ୩୦ ହଜାର ମାମଲା ଆସିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ସମସ୍ତ କାମୁଡା ମାମଲା ପାଗଳ କୁକୁରଙ୍କ ଦ୍ବାରା ହୋଇନାହିଁ, କିନ୍ତୁ ବୁଲା କୁକୁରଙ୍କ ସଂଖ୍ୟା…

Read More

ଓଡ଼ିଶାରେ ମାଳମାଳ ବୁଲାକୁକୁର: ଦେଶରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ମାଳମାଳ ବୁଲା କୁକୁର | ଏକଥା ଆମେ କହୁନାହୁଁ ବରଂ ସରକାରୀ ତଥ୍ୟ କହୁଛି | ଇଣ୍ଡିଆ ଇନ୍‌ପିକ୍ସେଲ୍ସ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବୁଲା କୁକୁର ସଂଖ୍ୟାରେ ଓଡିଶା ଆଗରେ ରହିଛି | ଓଡ଼ିଶାରେ ପ୍ରତି ୧୦୦୦ ଲୋକରେ ୪୦ ବୁଲା କୁକୁର ରହିଛନ୍ତି, ଯାହା ଭାରତରେ ସବୁଠାରୁ ଅଧିକ । ଯାହା ରାଜ୍ୟ ପ୍ରଶାସନ ଓ ସାଧାରଣ ଜନତା ପାଇଁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହୋଇଛି। ଏହି ତଥ୍ୟ ୨୦୧୯…

Read More

ସ୍ୱାଧୀନତା ଦିବସର ଅବସରରେ ମିଥ୍ୟା ବିଜୟ ଦାବି କରି ଭାରତକୁ ନିଶାନା କଲେ ଶାହବାଜ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁରରେ ପରାଜୟ ପରେ ମଧ୍ୟ ପାକିସ୍ତାନର ମିଥ୍ୟା ବାହାଦୁରି ଅବ୍ୟାହତ ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ୧୪ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନର ବିଜୟ ସମ୍ବନ୍ଧୀୟ ମିଥ୍ୟା ଦାବି କରିଥିଲେ। ସେ କହିଥିଲେ ଯେ, ଚାରି ଦିନିଆ ସଂଘର୍ଷରେ ପାକିସ୍ତାନ ଏକ “ଐତିହାସିକ ବିଜୟ” ହାସଲ କରିଛି। ଇନଷ୍ଟାଗ୍ରାମରେ ପୋଷ୍ଟ କରି, ସେ ପାକିସ୍ତାନର ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଜାତିର ପିତା ମହମ୍ମଦ ଅଲି ଜିନ୍ନା, ଆଲ୍ଲାମା ମହମ୍ମଦ ଇକବାଲ…

Read More