ଟିମ୍ ଇଣ୍ଡିଆରୁ ବାହାରିବାର କାରଣ ଖୋଲିଲେ ଇରଫାନ୍ ପଠାନ୍!
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ନିଜ କ୍ରିକେଟ କ୍ୟାରିୟର ସହ ଜଡିତ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ୨୦୦୯ ମସିହାରେ ତାଙ୍କୁ ଦଳରୁ ବାହାର କରିବାରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଇରଫାନ୍ ପଠାନ ଏକ ସାକ୍ଷାତକାରରେ କହିଛନ୍ତି – “ଶ୍ରୀଲଙ୍କା ସିରିଜରେ ଭଲ ପ୍ରଦର୍ଶନ ସତ୍ତ୍ୱେ ୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ମୋତେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଲା…
