କାହା କଥାରେ ଚାଲିଛି ବିଜେଡି? ରାଜା ସ୍ୱାଇଁଙ୍କୁ ଏମିତି କଣ କହିଲେ ପାଣ୍ଡିଆନ, ଯାହାକୁ ନେଇ ଉଠିଛି ଝଡ
ଭୁବନେଶ୍ୱର: ବିଜେଡି କାହା କଥାରେ ଚାଲିଛି? ବିଜେଡିର ସର୍ବେସର୍ବା କିଏ? କିଏ ନେଉଛି ବିଜେଡିର ସବୁ ନିଷ୍ପତ୍ତି? ଦଳ ପାଇଁ କିଏ ଗୁରୁତ୍ୱପୂର୍ଣ୍ଣ? ସଭାପତିଙ୍କୁ ଦଳୀୟ ନେତା ଭେଟିପାରିବେ ନା ନାହିଁ? ଏସବୁ ପ୍ରଶ୍ନ ଏବେ ବିଜେଡି ଦଳୀୟ ଶିବିରରେ ପ୍ରାୟ ସମସ୍ତଙ୍କ ମନରେ ଅଛି | ଦୁଇଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା-ଆଲୋଚନା ଜୋର ଧରିଛି | କଥାଟି କିଛି ଏମିତି | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି…
