ଆୟୁଷ୍ମାନ କାର୍ଡ ହଜିଗଲେ ଚିକିତ୍ସା ମିଳିବ ନା ନାହିଁ? ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଆୟୁଷ୍ମାନ କାର୍ଡ ଜାରି କରାଯାଇ ସରକାରୀ ଓ ଯୋଜନା ଅନୁସାରେ ଘରୋଇ ହସ୍ପିଟାଲମାନଙ୍କରେ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି। କିନ୍ତୁ ଅନେକ ସମୟରେ ଲୋକଙ୍କର ଆୟୁଷ୍ମାନ କାର୍ଡ ହଜିଯାଇଥାଏ, ଯାହା ଫଳରେ ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ତେବେ ଆୟୁଷ୍ମାନ କାର୍ଡ ହଜିଗଲେ ମଧ୍ୟ ମାଗଣା ଚିକିତ୍ସା ମିଳିପାରିବ।…

Read More

ଗହଳିରୁ ମୁକ୍ତି ପାଇବ ଭୁବନେଶ୍ୱର! ବାଇପାସ ନିର୍ମାଣକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଗହଳିରୁ ମୁକ୍ତି ପାଇବ ଭୁବନେଶ୍ୱର | ସହର ମଝି ଦେଇ ଯିବ ନାହିଁ ଭାରୀ ଗାଡି | କାରଣ ଭୁବନେଶ୍ୱର ବାଇପାସକୁ ମଞ୍ଜୁରୀ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ୧୧୦.୮୭୫ କିଲୋମିଟର ଲମ୍ବା ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ) ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡ୍ ଅଧୀନରେ ୮,୩୦୭.୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ…

Read More

ବିଶ୍ରାମ ପରେ ମଧ୍ୟ ଥକ୍କା ଲାଗୁଛି କି? ସାବଧାନ! ଏହା ହୃଦଘାତର ସଙ୍କେତ ହୋଇପାରେ

ଭୁବନେଶ୍ୱର: ବିଶ୍ରାମ ପରେ ମଧ୍ୟ ଯଦି ଆପଣ ଥକ୍କାପଣ ଅନୁଭବ କରୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟରେ ଗମ୍ଭୀର ସମସ୍ୟାର ପ୍ରାରମ୍ଭିକ ସଙ୍କେତ ହୋଇପାରେ। ନିରନ୍ତର ଥକ୍କାପଣ ହୃଦଘାତର ଏକ ଲକ୍ଷଣ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ହୃଦୟକୁ ରକ୍ତ ଓ ଅମ୍ଳଜାନର ଯୋଗାଣ ବାଧାପ୍ରାପ୍ତ ହୁଏ, ଶରୀରର ଶକ୍ତି ହ୍ରାସ ପାଏ। ଏହା ଥକ୍କାପଣ ରୂପେ ପ୍ରକାଶ ପାଏ। ଅନେକ ଥକ୍କାପଣକୁ କାମର ଚାପ କିମ୍ବା ଥକାଦାୟକ ଜୀବନଶୈଳୀ…

Read More

ଏବେ ସୌରଶକ୍ତି ରେ ଚାଲିବ ଟ୍ରେନ୍: କମିବ ବିଜୁଳି ଖର୍ଚ୍ଚ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏକ ଐତିହାସିକ ପଦକ୍ଷେପ ନେଇ ଦେଶରେ ପ୍ରଥମ ଥର ପାଇଁ ରେଳ ଟ୍ରାକ୍ ମଧ୍ୟରେ ଅପସାରଣୀୟ ସୌର ପ୍ୟାନେଲ୍ ସିଷ୍ଟମ୍ ସ୍ଥାପନ କରିଛି। ବନାରସ ଲୋକୋମୋଟିଭ୍ ଓ୍ୱାର୍କସ୍ , ବାରଣାସୀରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି, ଯାହା ଦ୍ୱାରା ରେଳ ଧାରଣାକୁ ବିଜୁଳି ଉତ୍ପାଦନର ଗନ୍ତାଘରରେ ପରିଣତ କରାଯାଉଛି। ଏହି ସିଷ୍ଟମ୍‌ରେ ୭୦ ମିଟର୍ ଲମ୍ବର ୨୮ଟି ସୌର ପ୍ୟାନେଲ୍ ରହିଛି, ଯାହାର କ୍ଷମତା ୧୫ କିଲୋୱାଟ୍ ପିକ୍ ଅଟେ। ଏହା…

Read More

ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପାର୍ଥୀ କିଏ ଜାଣିଛନ୍ତି କି?

ନୂଆଦିଲ୍ଲୀ: ବିରୋଧୀ ଦଳ ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ନାମ ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି। ସୁଦର୍ଶନ ରେଡ୍ଡୀ ଏବେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ସହ ମୁକାବିଲା କରିବେ। ବି. ସୁଦର୍ଶନ ରେଡ୍ଡୀ ୮ ଜୁଲାଇ ୧୯୪୬ ରେ ଆନ୍ଧ୍ର…

Read More

ସୂର୍ଯ୍ୟ କୁମାରଙ୍କ ଉପରେ ଟିମ ଦାୟିତ୍ୱ

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବରେ ଓ ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି। ଦଳ ଘୋଷଣା ପୂର୍ବରୁ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ନାମ ଉପରେ ଆଲୋଚନା କରି ଶେଷରେ ୧୫ ଜଣିଆ ଦଳକୁ ଚୂଡ଼ାନ୍ତ କରାଗଲା। ଓପେନିଂ ବିଭାଗରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ସ୍ଥାନ ମିଳିଛି।…

Read More

ଏବେ ଶିଶୁ ବାଟିକା ପିଲାଙ୍କୁ ମିଳିବ ସରକାରଙ୍କ ମାଗଣା ସୁବିଧା!

ଭୁବନେଶ୍ବର: ଓଡ଼ିଶାର ଶିଶୁ ବାଟିକା ପିଲାଙ୍କ ପାଇଁ ଖୁସି ଖବର! ରାଜ୍ୟ ସରକାର ଶିଶୁ ବାଟିକାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଓ ପରିଚୟପତ୍ର ଦେବାକୁ ନିଷ୍ପତି ନେଇଛନ୍ତି। ଏହି ଯୋଜନା ଅଧୀନରେ ୩ ଲକ୍ଷ ୧୦ ହଜାର ୮୩୯ ଜଣ ଶିଶୁ ବାଟିକା ପିଲା ଉପକୃତ ହେବେ। ପ୍ରତି ପିଲାଙ୍କ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସ୍ଟେଟ ଏଜୁକେସନ ପ୍ରୋଗ୍ରାମ…

Read More

କଂଗ୍ରେସର ପୁନରାଗମନ ସମ୍ଭାବନା: AICC ନେବ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ପାର୍ଟି ନିଜର ରାଜନୈତିକ ସ୍ଥିତି ମଜବୁତ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏବେ ରାଜ୍ୟର ଜିଲ୍ଲା ସଭାପତିମାନଙ୍କ ଚୟନ ନିଜ ନିୟନ୍ତ୍ରଣକୁ ନେଇଛି। ପୂର୍ବରୁ ପିସିସି ଜିଲ୍ଲା ସଭାପତି ଘୋଷଣା କରିଥିଲା, କିନ୍ତୁ ଏଆଇସିସି ଏହାକୁ ଅଟକାଇ ଦେଇଛି। ଏହା ସହିତ କଂଗ୍ରେସ ନିଜର ‘ପକେଟ୍ ଭୋଟ୍’ ସଂରକ୍ଷଣ ଓ ସୁଦୃଢ଼ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏଆଇସିସି ଦ୍ୱାରା ଜାରି…

Read More

ରୁଷରୁ ତେଲ କ୍ରୟ ଜାରି ରହିବ: ଇଣ୍ଡିଆନ୍ ଅଏଲ୍‌

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଧମକ ସତ୍ତ୍ୱେ ସରକାରୀ ମାଲିକାନାରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସି) ରୁଷରୁ ଅଶୋଧିତ ତୈଳ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ସୋମବାର ଘୋଷଣା କରିଛି ଯେ ଚଳିତ ତିନିମାସ ମଧ୍ୟ ଆର୍ଥିକ ଅବସ୍ଥା ଆଧାରରେ ରୁଷୀୟ ଅଶୋଧିତ ତୈଳ କ୍ରୟ ଜାରି ରହିବ। ତେବେ, ଆଇଓସି ମଧ୍ୟ ଜଣାଇଛି ଯେ ରୁଷୀୟ ତୈଳ ଉପରେ ରିହାତି ବ୍ୟାରେଲ ପିଛା $1.5-2 କୁ ହ୍ରାସ ପାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

Read More

‘୩ଇଡିୟଟ୍ସ’ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରଫେସର ଅଚ୍ୟୁତ ପୋତଦାର ଆଉ ନାହାନ୍ତି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ‘୩ ଇଡିୟଟ୍ସ’ ଫିଲ୍ମରେ କଠୋର ପ୍ରଫେସର ଭୂମିକାରେ ଦର୍ଶକଙ୍କ ହୃଦୟ ଜିଣିଥିବା ଅଚ୍ୟୁତ ପୋତଦାର ଆଉ ଆମ ମଧ୍ୟରେ ନାହାନ୍ତି। ସେ ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଚ୍ୟୁତ ପୋତଦାର ହିନ୍ଦୀ ଓ ମରାଠୀ ସିନେମାରେ ଅଭିନୟ କରି ନିଜର ଛାପ ଛାଡ଼ିଥିଲେ। ସେ ପ୍ରାୟ ୧୨୫ରୁ…

Read More