ଗୁଜୁରାଟ ଅମଦାବାଦରେ ସ୍କୁଲରେ ଛାତ୍ର ହତ୍ୟା: ବିକ୍ଷୋଭ ଓ ଭଙ୍ଗାରୁଜାରେ ମହାଭାରତ, ପୋଲିସ ଫୋର୍ସ ମୁତୟନ*
ଅମହମ୍ମଦାବାଦ: ଗୁଜୁରାଟର ଅମହମ୍ମଦାବାଦରେ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନବମ ଶ୍ରେଣୀର ଅନ୍ୟ ଛାତ୍ରଙ୍କଦ୍ବାରା ହତ୍ୟା କରାଯିବାର ଅଭିଯୋଗ ହୋଇଛି, ଯାହା ବଡ଼ ବିବାଦର କାରଣ ବନିଛି। ଗତକାଲି (୧୯ ଅଗଷ୍ଟ) ଏହି ଦୁର୍ଘଟଣା ସ୍କୁଲ ସାମ୍ନାରେ ଘଟିଥିଲା, ଯେଉଁଥିରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥାକଟୀ ହୋଇ ହାତାହାତିରେ ପରିଣତ ହୋଇଥିଲା। ଏହା ଶେଷରେ ଛୁରାମାଡ଼ରେ ପରିଣତ ହୋଇ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣା ସମୟରେ ଆହତ ଛାତ୍ରଙ୍କୁ…
