ଭାରତର ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି?

ନୂଆଦିଲ୍ଲୀ: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ଦିନରେ ସେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହି ନିର୍ବାଚନ ଆସନ୍ତା…

Read More

ଜାତୀୟ ରାଜପଥରେ ଅଗ୍ନିକାଣ୍ଡ:ହୁତୁହୁତୁ ହୋଇ ଜଳିଗଲା ଆମ ବସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମୋ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଅଧିକ ଯାତ୍ରୀ। ସୂଚନା ଅନୁଯାୟୀ, ବସ୍‌ଟି କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ନିଆଁ ଲାଗିବାର…

Read More

ଭେଟେରାନଙ୍କ ଭେଟଘାଟ: ନୂଆ ଫ୍ରଣ୍ଟର ମୂଳ ଦୁଆ ପଡ଼ିବାକୁ ନେଇ ହେଲାକି ଚର୍ଚ୍ଚା?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ମହଲରେ ନୂଆ ଫ୍ରଣ୍ଟ ଗଠନର ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ବନ୍ଧୁମିଳନ ସଭା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଆଣିଛି। ଏହି ସଭାରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଁସଦା ପରି ବିଜେଡିର ପୂର୍ବତନ ହେଭିୱେଟ ନେତାମାନେ ଉପସ୍ଥିତ ଥିଲେ। ତେବେ, ଏହି ସଭାକୁ ‘ବନ୍ଧୁମିଳନ’ ନାମ ଦିଆଯାଇଥିଲେ…

Read More

ଶିକ୍ଷକ ହେଲେ ଜିଲ୍ଲାପାଳ : ବଣ୍ଡା ପିଲାଙ୍କୁ ପଢ଼ାଇଲେ ପାଠ

ମାଲକାନଗିରି: କେମିତି ଚାଲିଛି ପାଠପଢା? କୁନି ପିଲା ପାଠକୁ କେତେ ବୁଝିପାରୁଛନ୍ତି? ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ କେମିତି ରହିଛି? କିଛି ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ବିଦ୍ୟାଳୟରେ ପହଂଚିଗଲେ ଜିଲ୍ଲାପାଳ | ପିଲାଙ୍କୁ ପାଠ ପଢାଇଲେ ଆଉ ପ୍ରଶ୍ନ ବି ପଚାରିଲେ | ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଲକନାଗିରି ଜିଲ୍ଲାର କିଛି ସ୍କୁଲକୁ ଯାଇ ପାଠ ପଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ମାଲକାନଗିରି ଜିଲ୍ଲପାଳ ବଣ୍ଡା ପାହାଡ଼ର ମୁଦୁଲିପଡ଼ାକୁ ଆକସ୍ମିକ ପରିଦର୍ଶନ କରିଥିଲେ। ସେଠାରେ ଥିବା…

Read More

ଦେଶରେ ବନ୍ଦ ହେବ ଅନଲାଇନ୍ ଗ୍ୟାମ୍ବଲିଂ ଖେଳ

ଭୁବନେଶ୍ୱର : ଭାରତ ସରକାର ଅନଲାଇନ୍ ଜୁଆ ଓ ବାଜି ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଲୋକସଭାରେ ଅନଲାଇନ୍ ଗେମିଂ ବିଧେୟକ ୨୦୨୫ ପାସ୍ ହୋଇଛି, ଯାହା ଅନଲାଇନ୍ ଜୁଆ ଓ ବାଜି ଉପରେ କଡ଼ା ନିୟମ ଲଗାଇବ। ଏହି ବିଧେୟକ ଅନଲାଇନ୍ ଫ୍ୟାନ୍ଟାସି ସ୍ପୋର୍ଟସ୍, ପୋକର, ରମି, ଅନ୍ୟାନ୍ୟ କାର୍ଡ ଖେଳ ଏବଂ ଅନଲାଇନ୍ ଲଟେରୀ ଆଦି ସମସ୍ତ ଟଙ୍କା ଆଧାରିତ ଅନଲାଇନ୍ ଖେଳକୁ ବେଆଇନ ଘୋଷଣା କରିଛି। ଏହାର…

Read More

‘ବିଲକୁଲ ଠିକଠାକ’: ଦେଖିବାକୁ ମିଳିଲା ନବୀନଙ୍କ ଭିନ୍ନ ଅନ୍ଦାଜ

ଭୁବନେଶ୍ୱର: ମୁଁ ପୁରା ଠିକଠାକ ଅଛି, ପୁରା ସୁସ୍ଥ ଅଛି, ହସି ହସି ନିଜ ସ୍ୱାସ୍ଥ୍ୟ କେମିତି ଅଛି ପ୍ରଶ୍ନରେ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସେ କହିଛନ୍ତି ଯେ, ଅସୁସ୍ଥ ଥିବା ସମୟରେ ରାଜ୍ୟବାସୀଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ଯୋଗୁଁ ସେ ଏବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

Read More

ବିଜେଡିକୁ ବଡ଼ ଝଟକା: ଅନାସ୍ଥା ଆଗରୁ ଦେଲେ ଇସ୍ତଫା ଦେଲେ ପ୍ରଣବଙ୍କ ଭାଇ

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳାରେ ବିଜୁ ଜନତା ଦଳ (ବିଜେଡି) ପାଇଁ ଏକ ବଡ଼ ଝଟକା ଲାଗିଛି। ଧର୍ମଶାଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସ୍ବେଛାକୃତ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଆଗାମୀ ୨୨ ତାରିଖରେ ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନେଇଛନ୍ତି । ପ୍ରଭାତ ଧର୍ମଶାଳା ବିଡିଓଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ପ୍ରଭାତ ବଳବନ୍ତରାୟ ନିଜ ବାର୍ତ୍ତାରେ କହିଛନ୍ତି, “ଧର୍ମଶାଳାର…

Read More

ଜେଲ୍‌ରେ ୩୦ ଦିନ ରହିଲେ ନେତାଙ୍କୁ ପଦରୁ ହେବେ ବହିଷ୍କାର: କେନ୍ଦ୍ର ଆଣିବାକୁ ଯାଉଛି ନୂଆ ବିଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନରୁ ଅଧିକ ସମୟ ଜେଲ୍‌ରେ ରହିଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅବା କୌଣସି ରାଜନେତାଙ୍କୁ ତାଙ୍କର ପଦରୁ ବହିଷ୍କାର କରିବାକୁ ଏକ ନୂଆ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ୩ଟି ବିଲ୍‌, ସୁଦ୍ଧା ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌-୨୦୨୫ ଉପସ୍ଥାପନ କରିବେ। ଏହି ବିଲ୍‌ରେ ପ୍ରାବଧାନ ରହିଛି ଯେ, ଯଦି କୌଣସି ନେତା…

Read More

ଛାତ୍ରଛାତ୍ରୀଙ୍କ ଅଧିକାର ନେଇ ଚାଲିଛି ଖେଳ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଛାତ୍ର କଂଗ୍ରେସ୍ ରାଜ୍ୟ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ କରିଛି ଯେ, ସରକାର ଛାତ୍ର- ଛାତ୍ରୀଙ୍କ ଅଧିକାରକୁ ନେଇ ଖେଳା କରୁଛନ୍ତି। ଏହି ଅଭିଯୋଗ କଂଗ୍ରେସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ନେତାମାନେ ଉଠାଇଛନ୍ତି। ଛାତ୍ର ନେତାମାନେ କହିଛନ୍ତି ଯେ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନ ପାଇଁ ଇସ୍ତିହାର ଘୋଷଣା କରୁନାହାନ୍ତି। ସେମାନେ ଦାବି କରିଛନ୍ତି ଯେ, ଛାତ୍ର କଂଗ୍ରେସ୍ ପୂର୍ଣ୍ଣ ପ୍ରସ୍ତୁତ ଅଛି, କିନ୍ତୁ ସରକାର ଏଥିନେଇ ଭୟ କରୁଛନ୍ତି।…

Read More

ଅନଲାଇନ ଗେମ୍‌ରେ ଲାଗିବ ଅଙ୍କୁଶ : ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍

ନୂଆଦିଲ୍ଲୀ: ଅନଲାଇନ ଗେମିଂ ଓ ଜୁଆ ଖେଳ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଗତକାଲି କ୍ୟାବିନେଟ୍‌ରେ “ଅନଲାଇନ ଗେମିଂ ବିଲ୍-୨୦୨୫”କୁ ମଞ୍ଜୁରୀ ଦେଇଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ବିଲ୍‌ ଆଇନରେ ପରିଣତ ହେଲେ ଅନ୍ଲାଇନ୍ ମନି ଗେମିଂ ଓ ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ହେବ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗେମିଂ ଆପ୍‌ର ପରିଚାଳନା କରିବେ। ଏହି ବିଲ୍‌ରେ ଅନଲାଇନ ମନି ଗେମିଂ, ଜୁଆ…

Read More