ରାହୁଲଙ୍କ ବଡ଼ ଆରୋପ: ବିଜେପି ଚୋରାଉଛି ଭୋଟ୍!
ପାଟନା: ବିହାରରେ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ପକ୍ଷରୁ ଚାଲିଥିବା ‘ଭୋଟ୍ ଅଧିକାର ଯାତ୍ରା’ ଷଷ୍ଠ ଦିନରେ ପହଞ୍ଚିଛି। ଏହି ଯାତ୍ରାରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଓ ଆର୍ଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ନିର୍ବାଚନ କମିଶନକୁ କଡ଼ା ଭାବରେ ଆକ୍ରମଣ କରୁଛନ୍ତି। ରାହୁଲ ଗାନ୍ଧୀ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଆଖ୍ୟା କରିଥିବା ସହିତ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ କୁ ସଂସ୍ଥାଗତ ଚୋରି ବୋଲି ବିବେଚନା କରିଛନ୍ତି।…
