୧୫୦ କେଜି ପିତ୍ତଳ ମେଢ଼ ହେବ ମୁଖ୍ୟ ଆକର୍ଷଣ
ଭୁବନେଶ୍ଵର: ଚାରନାରାୟଣୀ ଯୁବକ ସଂଘ ମଞ୍ଚା ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଅତି ଆଡ଼ମ୍ବର ଓ ଉତ୍ସାହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କମିଟିର ୩୫ତମ ବର୍ଷ ପାଳନ ଅବସରରେ ଏକ ନୂତନ ଓ ଅଭିନବ ଉଦ୍ୟମ ଭାବେ କଟକ ସହରର ପ୍ରସିଦ୍ଧ ତାରକସୀ କାରୀଗରମାନଙ୍କ ଦ୍ୱାରା ୧୫୦ କେଜି ଓଜନର ଏକ ପିତ୍ତଳ ମେଢ଼ ନିର୍ମାଣ କରାଯାଇଛି, ଯାହା ରାଜଧାନୀର ପ୍ରଥମ ପିତ୍ତଳ ମେଢ଼ ଭାବେ ମୁଖ୍ୟ ଆକର୍ଷଣ ହେବ।…
