ଗଣେଶ ଚତୁର୍ଥୀରେ ଜୀବେଦୟା ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟ
ଆଦିମକାଳରୁ ଗଣେଶଙ୍କୁ ପୂଜା କରାଯାଉଥିବାରୁ ପ୍ରାରମ୍ଭିକ ଦେବତାରୂପେ ଗଣେଶଙ୍କୁ ପୂଜା କରାଯାଏ। ଯେଉଁ ଦେବତା ଙ୍କର ପୂଜା ହେଉ ନା କାହିଁକି ପ୍ରଥମେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ଗଣେଶ। ଗଣେଶ ଚତୁଥୀ ଅବସର ରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହର ର ବିଭିନ୍ନ ରାସ୍ତା କଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ଛୋଟ ପିଲାଟେ (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶ ଙ୍କର ରୂପଧରି, ହାତରେ…
