ଭାରତ ଉପରେ ୫୦% ଟାରିଫ୍: ଟ୍ରମ୍ପଙ୍କ ରାଜସ୍ୱ ବୃଦ୍ଧି ରଣନୀତି, ରଘୁରାମ ରାଜନଙ୍କ ବିସ୍ଫୋରକ ବିଶ୍ଲେଷଣ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଉପରେ ଆମେରିକାର ଉଚ୍ଚ ଟାରିଫ୍ ଲଗାଇବାର କାରଣକୁ ନେଇ ଏକ ବିସ୍ଫୋରକ ବିଶ୍ଲେଷଣ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନ କହିଛନ୍ତି ଯେ, ଆମେରିକା ଏବେ ବିତ୍ତୀୟ ନିଅଣ୍ଟ ଓ ବାଣିଜ୍ୟ ନିଅଣ୍ଟର ସମ୍ମୁଖୀନ ହେଉଛି। ଏହାର ପ୍ରତିକାର ପାଇଁ ଟ୍ରମ୍ପ ପ୍ରଶାସନ ଅନ୍ୟ ଦେଶଙ୍କ ଉପରେ ଉଚ୍ଚ ଟାରିଫ୍ ଲଗାଇ ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ରାଜନଙ୍କ…
