ଟିମ ଇଣ୍ଡିଆ ପାଇଁ ନୂଆ ଜର୍ସି
ବିସିସିଆଇ ସଚିବ ଜୟ ଶାହ ଏବଂ ମହିଳା ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଲଞ୍ଚ୍ କରିଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତର ଟି-୨୦ ଜର୍ସି ଲଞ୍ଚ୍ ହୋଇଥିବା ବେଳେ ଆଜି ଭାରତର ଦିନିକିଆ ଜର୍ସି ଲଞ୍ଚ୍ ହୋଇଯାଇଛି । ତେବେ ଏହି ନୂଆ ଜର୍ସିରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ‘ନୂଆ ଜର୍ସି ଲଞ୍ଚ୍ ଇଭେଣ୍ଟ’ର ଏକ ଭିଡିଓ ମଧ୍ୟ ଅପଲୋଡ ହୋଇଛି ।…
