ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ

ବିଶ୍ୱ ଚେସ୍ ଚାମ୍ପିୟନ ହେବା ପାଇଁ ଗୁକେଶଙ୍କୁ ଆଉ ମାତ୍ର ୩ଟି ମ୍ୟାଚ ଖେଳିବାକୁ ବାକି ଥିବାବେଳେ ସେ ମାତ୍ର ୧.୫ ପଏଣ୍ଟ ଦୂରରେ ରହିଛନ୍ତି । ପୂର୍ବରୁ ସବୁଠାରୁ କମ୍ ବୟସର ଚ୍ୟାଲେଞ୍ଜ ରେକର୍ଡ ସ୍ଥାପନ କରିଥିବା ୧୮ ବର୍ଷୀୟ ଭାରତୀୟ ଷ୍ଟାର ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ନିକଟରେ ସର୍ବକନିଷ୍ଠ ଭାବେ ଚାମ୍ପିୟନ ହେବାର ସୁଯୋଗ ରହିଛି । ଚୀନର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଏକାଧିକ ରାଉଣ୍ଡକୁ ଡ୍ର କରିବା ପରେ ଶେଷରେ ଗୁକେଶ ବିଜୟ ହାସଲ…

Read More

ବିରାଟଙ୍କ ଉଗ୍ର ରୂପ

ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଏବେ ଖୁବ ପଛରେ ରହିଯାଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ୩୩୭ ରନ୍ କରିନେଇଛି । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ ସମୟରେ ଏକ ବିରାଟ ଲଢେଇ ଦେଖିବାକୁ ମିଳିଛି । ଅଶ୍ୱୀନଙ୍କ ଓଭରରେ ଟିମ ଇଣ୍ଡିଆ ଅପିଲା କରିଥିବା ବେଳେ ଏ ନେଇ ଅମ୍ପାୟାର ଏକ ବିବାଦୀୟ ନିଷ୍ପତ୍ତି ଦେଇଛନ୍ତି । ଏହାପରେ କିଙ୍ଗ କୋହଲି ଏବଂ ଅମ୍ପାୟାରଙ୍କ ମଧ୍ୟରେ…

Read More

୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ

ପ୍ରଥମ ଇନିଂସରେ ୧୮୦ ରନ୍ ରେ ଅଲ୍ ଆଉଟ୍ ହେଲା ଭାରତ ।  ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୮୬ ରନ୍ କରି ନେଇଛି ।  ୯୪ ରନରେ ପଛରେ ଥିବା ଅଷ୍ଟ୍ରେଲିଆ ହାତରେ ଆହୁରି ୯ଟି ୱିକେଟ୍ ରହିଛି ।  ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ଫେଲ୍ ହୋଇଗଲେ ।ଟପ ସ୍କୋରରେ ଥିଲେ ନିତିଶ ରେଡି। ସେ ୪୨ ରନ୍ କରିଥିଲେ। କେ ଏଲ ରାହୁଲ ୩୭, ଗିଲ୍ ୩୧, ଅଶ୍ବିନ ୨୨ ଓ…

Read More

ବିସିସିଆଇ ନିଷ୍ପତ୍ତି

ଆଇସିସି ବୈଠକର ତାରିଖ କୁ ଡିସେମ୍ବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ଯେ ଭାରତ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଏବଂ ସେହିଭଳି ପାକ୍ ଦଳ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବ ନାହିଁ। ଡିସେମ୍ବର ୭ତାରିଖରେ ଏହାର ଆନୁଷ୍ଠାନିକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଏସିଆ କପ୍ ହେଉ କିମ୍ବା କୌଣସି ଆଇସିସି ଇଭେଣ୍ଟ, ୨୦୨୭ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ…

Read More

କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ

ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ ବସିବେ ତାହାକୁ ନେଇ ବର୍ତ୍ତମାନ ଆଲୋଚନା ଜୋର ଧରିଛି। ୨୦୨୨ରେ ବିସିସିଆଇର ସମ୍ବିଧାନ ପରିବର୍ତ୍ତନ ପରେ ସମ୍ପାଦକ ପଦବୀ ସବୁଠାରୁ ଶକ୍ତିଶାଳୀ ରହିଛି। ସମସ୍ତ ପ୍ରକାର କ୍ରିକେଟ ଓ ଅଣ କ୍ରିକେଟ ନିଷ୍ପତ୍ତିରେ ସମ୍ପାଦକଙ୍କ ଭୂମିକା…

Read More

ବାହା ହେବେ ସିନ୍ଧୁ

ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି. ରମଣା।ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସିନ୍ଧୁ ବିବାହ କରିବେ ବୋଲି ଜଣାପଡିଛି। ରବିବାର ସିନ୍ଧୁ ୨ ବର୍ଷର ଟାଇଟଲ ମରୁଡିର ଅନ୍ତ ଘଟାଇ ଲକ୍ଷ୍ନୌରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ…

Read More

ଆଇସିଆଇ ପ୍ରଥମ ବୈଠକ

ଡିସେମ୍ବର ୧ ତାରିଖ ଦିନ ଜୟ ଶାହ ICCର ନୂତନ ଚେୟାରମ୍ୟାନ୍ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଯୁବ ଚେୟାରମ୍ୟାନ୍ ହେଉଛନ୍ତି ଜୟ ଶାହ ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(BCCI)ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ବାସ୍ତବରେ ତାଙ୍କ ଜଏନିଂ ଦିନ ଆଇସିସି ମୁଖ୍ୟାଳୟ ବନ୍ଦ ଥିଲା ଯଦ୍ୱାରା ସେ ଅନ୍ୟ ବୋର୍ଡ଼ ସହ କଥାବାର୍ତ୍ତା କରିପାରିନଥିଲେ । ତେଣୁ ନୂତନ ଚେୟାରମ୍ୟାନ୍ ଭାବରେ ତାଙ୍କ ପାଇଁ…

Read More

ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଖବର?

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନଭେମ୍ବର ୨୬ରେ ଭାରତ ଫେରିଥିଲେ। ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ପରିବାରର ଜଣେ ସଦସ୍ୟ ଅସୁସ୍ଥ ଥିଲେ ମଧ୍ୟ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଆଡିଲେଡ୍ ଟେଷ୍ଟ ପୂର୍ବରୁ ସେ ଟିମ୍ ଇଣ୍ଡିଆରେ ଯୋଗ ଦେବେ। ଡିସେମ୍ବର ୩ ତାରିଖ ମଙ୍ଗଳବାର ସେ ଭାରତୀୟ ଦଳକୁ ଫେରିବେ। ଫେରିବା ପରେ ତାଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବା। ରୋହିତ ଶର୍ମା ଦ୍ବିତୀୟ…

Read More

କାଳ ହେଲା ଫୁଟବଲ ଖେଳ

ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।ଡାକ୍ତରଖାନାରେ ଆଖି ନ ପାଇବା ପର୍ଯ୍ୟନ୍ତ ମୃତ ଦେହଗୁଡ଼ିକ ଧାଡି ହୋଇ ରହିଛନ୍ତି। ଆଉ କେତେକ ମୃତଦେହ ହଲୱେରେ ଚଟାଣରେ ପଡ଼ିଛନ୍ତି। ମର୍ଗ ବା ଶବଗୃହ ପୂର୍ଣ୍ଣ ହୋଇଛି ବୋଲି ଜଣେ ଡାକ୍ତର ନାମ ଗୋପନ ରଖି ଗଣମାଧ୍ୟମ ସହ କଥା ହେବା ପାଇଁ ଅନୁମତି…

Read More

ଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେଲେ ଜୟ ଶାହ

ବିସିସିଆଇ)ର ପୂର୍ବତନ ସମ୍ପାଦକ ଜୟ ଶାହ ରବିବାର ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନଭେମ୍ବର ୨୦୨୦ରୁ ଆଇସିସିର ଏହି ଶୀର୍ଷ ପଦରେ ଥିବା ଗ୍ରେଗ୍‌ ବାରକ୍ଲେଙ୍କଠୁ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଶାହଙ୍କ ମୁଖ୍ୟ ଲକ୍ଷ୍ୟରେ ରହିଛି କ୍ରିକେଟ୍‌କୁ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ କରିବା। ଏଥିସହ ଆଇସିସି ଚମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଚାଲିଥିବା ବିବାଦର ସମାଧାନ ତାଙ୍କର ପ୍ରାଥମିକତା ରହିବ। ୨୦୧୯ରେ…

Read More