ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବଡ଼ ବୟାନ: “ପାଣ୍ଡିଆନ ନୁହନ୍ତି ବିଜେଡିର ସର୍ବେସର୍ବା”

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଧିକାରୀ ତଥା ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭି.କେ. ପାଣ୍ଡିଆନଙ୍କୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଜେଡିର ସର୍ବେସର୍ବା ନୁହନ୍ତି ଏବଂ ସେ କେବେହେଲେ ଦଳରେ ନିଜେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଗଣେଶ୍ୱର ବେହେରା ଆହୁରି କହିଛନ୍ତି, “ପାଣ୍ଡିଆନ ନବୀନ ବାବୁଙ୍କ ଜଣେ ଘନିଷ୍ଠ ସହଯୋଗୀ ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ଭରସା ରହିଛି। ସେ ଶ୍ରଦ୍ଧା ଓ…

Read More

ବିଜେଡିର ଗଡ଼ ଭାଙ୍ଗୁଛି ବିଜେପି, କଂଗ୍ରେସ କଣ କରିବ?

ଭୁବନେଶ୍ୱର: ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳୁଛି। ତୃଣମୂଳ ସ୍ତରରେ ଜୋରଦାର ମାଡ଼ି ଚାଲିଛି ବିଜେପି, ଯାହା ବିଜେଡି ପାଇଁ ବଡ଼ ଚିନ୍ତାର କାରଣ ହେଉଛି। କେନ୍ଦ୍ରାପଡାରୁ କଳାହାଣ୍ଡି, ଗଞ୍ଜାମରୁ ଯାଜପୁର ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବିଜେପି ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ଗଡ଼ଗୁଡ଼ିକ ପରେ ଗୋଟିକ ଭାଙ୍ଗୁଛି। ବୁଧବାର ଧର୍ମଶାଳାରେ ବିଜେଡିର ଗଡ଼ ଭୁଷୁଡ଼ିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ତଥା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଅନାସ୍ଥା…

Read More

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଓ ସାମାଜିକ ପରିବେଶ ଏବେ ଉତ୍ତେଜନାରେ ଭରି ରହିଛି। ଆସନ୍ତା 18 ରୁ 25 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ ଦଳ। ବିଜେଡି ପକ୍ଷରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ସରକାରଙ୍କୁ…

Read More

ଭାରତର ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ଭାରତର ନୂଆ ଉପରାଷ୍ଟ୍ରପତି?

ନୂଆଦିଲ୍ଲୀ: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ଦିନରେ ସେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହି ନିର୍ବାଚନ ଆସନ୍ତା…

Read More

ଭେଟେରାନଙ୍କ ଭେଟଘାଟ: ନୂଆ ଫ୍ରଣ୍ଟର ମୂଳ ଦୁଆ ପଡ଼ିବାକୁ ନେଇ ହେଲାକି ଚର୍ଚ୍ଚା?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ମହଲରେ ନୂଆ ଫ୍ରଣ୍ଟ ଗଠନର ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ବନ୍ଧୁମିଳନ ସଭା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଆଣିଛି। ଏହି ସଭାରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଁସଦା ପରି ବିଜେଡିର ପୂର୍ବତନ ହେଭିୱେଟ ନେତାମାନେ ଉପସ୍ଥିତ ଥିଲେ। ତେବେ, ଏହି ସଭାକୁ ‘ବନ୍ଧୁମିଳନ’ ନାମ ଦିଆଯାଇଥିଲେ…

Read More

‘ବିଲକୁଲ ଠିକଠାକ’: ଦେଖିବାକୁ ମିଳିଲା ନବୀନଙ୍କ ଭିନ୍ନ ଅନ୍ଦାଜ

ଭୁବନେଶ୍ୱର: ମୁଁ ପୁରା ଠିକଠାକ ଅଛି, ପୁରା ସୁସ୍ଥ ଅଛି, ହସି ହସି ନିଜ ସ୍ୱାସ୍ଥ୍ୟ କେମିତି ଅଛି ପ୍ରଶ୍ନରେ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସେ କହିଛନ୍ତି ଯେ, ଅସୁସ୍ଥ ଥିବା ସମୟରେ ରାଜ୍ୟବାସୀଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ଯୋଗୁଁ ସେ ଏବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

Read More

ବିଜେଡିକୁ ବଡ଼ ଝଟକା: ଅନାସ୍ଥା ଆଗରୁ ଦେଲେ ଇସ୍ତଫା ଦେଲେ ପ୍ରଣବଙ୍କ ଭାଇ

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳାରେ ବିଜୁ ଜନତା ଦଳ (ବିଜେଡି) ପାଇଁ ଏକ ବଡ଼ ଝଟକା ଲାଗିଛି। ଧର୍ମଶାଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସ୍ବେଛାକୃତ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଆଗାମୀ ୨୨ ତାରିଖରେ ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନେଇଛନ୍ତି । ପ୍ରଭାତ ଧର୍ମଶାଳା ବିଡିଓଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ପ୍ରଭାତ ବଳବନ୍ତରାୟ ନିଜ ବାର୍ତ୍ତାରେ କହିଛନ୍ତି, “ଧର୍ମଶାଳାର…

Read More

ଜେଲ୍‌ରେ ୩୦ ଦିନ ରହିଲେ ନେତାଙ୍କୁ ପଦରୁ ହେବେ ବହିଷ୍କାର: କେନ୍ଦ୍ର ଆଣିବାକୁ ଯାଉଛି ନୂଆ ବିଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନରୁ ଅଧିକ ସମୟ ଜେଲ୍‌ରେ ରହିଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅବା କୌଣସି ରାଜନେତାଙ୍କୁ ତାଙ୍କର ପଦରୁ ବହିଷ୍କାର କରିବାକୁ ଏକ ନୂଆ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ୩ଟି ବିଲ୍‌, ସୁଦ୍ଧା ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌-୨୦୨୫ ଉପସ୍ଥାପନ କରିବେ। ଏହି ବିଲ୍‌ରେ ପ୍ରାବଧାନ ରହିଛି ଯେ, ଯଦି କୌଣସି ନେତା…

Read More

ଛାତ୍ରଛାତ୍ରୀଙ୍କ ଅଧିକାର ନେଇ ଚାଲିଛି ଖେଳ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଛାତ୍ର କଂଗ୍ରେସ୍ ରାଜ୍ୟ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ କରିଛି ଯେ, ସରକାର ଛାତ୍ର- ଛାତ୍ରୀଙ୍କ ଅଧିକାରକୁ ନେଇ ଖେଳା କରୁଛନ୍ତି। ଏହି ଅଭିଯୋଗ କଂଗ୍ରେସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ନେତାମାନେ ଉଠାଇଛନ୍ତି। ଛାତ୍ର ନେତାମାନେ କହିଛନ୍ତି ଯେ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନ ପାଇଁ ଇସ୍ତିହାର ଘୋଷଣା କରୁନାହାନ୍ତି। ସେମାନେ ଦାବି କରିଛନ୍ତି ଯେ, ଛାତ୍ର କଂଗ୍ରେସ୍ ପୂର୍ଣ୍ଣ ପ୍ରସ୍ତୁତ ଅଛି, କିନ୍ତୁ ସରକାର ଏଥିନେଇ ଭୟ କରୁଛନ୍ତି।…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଉଦ୍ୟାପିତ

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମତିଥି ପାଳିତ ହୋଇଛି।  ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ନେତାଗଣ ରାଜୀବ ଗାନ୍ଧୀଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପାର୍ଟି ଏହି ଦିନକୁ “ସଦ୍ଭାବନା ଦିବସ” ଭାବେ ପାଳନ କରି ରାଜୀବଙ୍କ ଶାନ୍ତି, ସମବାୟ ଓ ଦେଶବାସୀଙ୍କ ପାଇଁ କରାଯାଇଥିବା ଯୋଗଦାନକୁ ଗୌରବ ଗାନ୍ଥିଛି। ଆଜି ସକାଳୁ ନୂଆଦିଲ୍ଲୀରେ ଅବସ୍ଥିତ ରାଜୀବ ଗାନ୍ଧୀଙ୍କ…

Read More