ବିହାରରେ ରାହୁଲ ଓ ତେଜସ୍ୱୀଙ୍କ ବୁଲେଟ ରାଲି: ତେଜପ୍ରତାପଙ୍କ କଟାକ୍ଷ, ବିଜେପିର ତୀବ୍ର ସମାଲୋଚନା

ପାଟନା: କଂଗ୍ରେସ ଯୁବରାଜଙ୍କ ଭିନ୍ନ ଅନ୍ଦାଜ୍। ଲୋକଙ୍କ ପାଖରେ ପହଞ୍ଚିବାକୁ ଭିନ୍ନ ପ୍ରୟାସ।ବିହାରରେ ଚାଲୁଥିବା ‘ଭୋଟର ଅଧିକାର ଯାତ୍ରା’ ସମୟରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ରବିବାର ପୁର୍ଣ୍ଣିଆରେ ବୁଲେଟ ବାଇକ୍ ଚଲାଇ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚିଛନ୍ତି। ହେଲମେଟ ପିନ୍ଧି ରାହୁଲ ବୁଲେଟ ଚଳାଉଥିବା ବେଳେ ତେଜସ୍ୱୀ ମଧ୍ୟ ପାଖରେ ପୂର୍ଣ୍ଣ ଉତ୍ସାହରେ ଦେଖାଗଲେ। ଶତାଧିକ ସମର୍ଥକଙ୍କ ଗହଣରେ ଏହି ବାଇକ୍ ରାଲି…

Read More

ଆଉ ଚଳିବନି ମନମାନି, ଏଥର ଦିଲ୍ଲୀରୁ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସ ଦଳକୁ ସଶକ୍ତ କରିବା ପାଇଁ ଦିଲ୍ଲୀରେ ଅନୁଷ୍ଠିତ ହେବ ଏକ ମହତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେତୃତ୍ୱ ନେବେ। କଂଗ୍ରେସ ସଭାପତି ମଳିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ. ସି. ଭେନୁଗୋପାଳ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ଏହି ବୈଠକରେ ଉପସ୍ଥିତ ରହିବେ। ଏହା ସହିତ ସଙ୍ଗଠନର ୩୫ ଜଣ ସଦସ୍ୟ…

Read More

ରାଜଭବନରେ ଉଚ୍ଚସ୍ତରୀୟ ବୈଠକ: ଜନଜାତି ଯୋଜନାରେ ମାନବିକ ଆଭିମୁଖ୍ୟର ଉପଦେଶ

ଭୁବନେଶ୍ୱର: ରାଜ୍ୟର ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ସ୍ପଷ୍ଟ କରିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ପଂଚାୟତିରାଜ ବିଭାଗର କାର୍ଯ୍ୟାବଳୀ ଉପରେ ବିସ୍ତୃତ…

Read More

ଚାନ୍ଦା ମାଗୁଥିଲେ ସାବଧାନ, ବାନ୍ଧିନେବ ପୋଲିସ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦା ଆଦାୟକାରୀଙ୍କ…

Read More

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା

ଭୁବନେଶ୍ୱର :ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର୍। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ…

Read More

ଅଣ୍ଟା ଭିଡିଲାଣି କଂଗ୍ରେସ, ଆଗକୁ ଆସିବେ ଯୁବନେତା

ଭୁବନେଶ୍ୱର: ଶକ୍ତିଶାଳୀ ହେବ କଂଗ୍ରେସ ଆଉ ବିଜେପି ବିରୋଧରେ ହେବ ଜୋରଦାର ଲଢେଇ | କିଛି ଏମିତି ଉଦ୍ଦେଶ୍ୟ ନେଇ କଂଗ୍ରେସ ଏବେ ଯୁବନେତାମାନଙ୍କୁ ଦଳରେ ସାମିଲ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି | ମିଳିଥିବା ସୂଚନା କ୍ରମେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ରାଜ୍ୟବ୍ୟାପୀ ଆହୁରି ତ୍ବରାନ୍ବିତ କରିବାକୁ ଇତିମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଦଳର ଯୁବବର୍ଗଙ୍କୁ ନେଇ ଏକ ‘ଯୁବ ସଂଯୋଗ’ କମିଟି…

Read More

ବିଜେଡି ପ୍ରେରିତ ଆନ୍ଦୋଳନ – ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ!

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଅମଲାଙ୍କ ଆନ୍ଦୋଳନକୁ ନେଇ ଏବେ ରାଜନୀତିକ ତାପମାତ୍ରା ବଢ଼ିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସାମ୍ବାଦିକ ସମ୍ମେଳନରେ କହିଛନ୍ତି, “ଏହି ଆନ୍ଦୋଳନର ପଛରେ ବିଜେଡିର ହାତ ଅଛି।” ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଅମଲାଙ୍କୁ ଭୁଲ ଦିଗରେ ନେଉଛନ୍ତି। ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି, ବରଂ ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବାକୁ ଲକ୍ଷ୍ୟ କରୁଛନ୍ତି। ସୁରେଶ ପୂଜାରୀ…

Read More

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ!

ଭୁବନେଶ୍ୱର: ଆଜି ରାଜ୍ୟର ରାଜନୀତିକ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ‘ନବୀନ ନିବାସ’ରେ ଭେଟିଲେ। ଏହି ଭେଟ ନେଇ ବିଭିନ୍ନ ରାଜନୀତିକ ମଣ୍ଡଳୀରେ ଆଲୋଚନା ଆରମ୍ଭ ହୋଇଛି। ସୂତ୍ରମାନଙ୍କ କହିବା ଅନୁସାରେ, ଦୁଇଜଣଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ସମୟ ଧରି ଆଲୋଚନା ହୋଇଥିଲା। ରାଜ୍ୟର ସାମ୍ପ୍ରତିକ ପ୍ରଶାସନିକ କାର୍ଯ୍ୟ, ବିକାଶ ପ୍ରକଳ୍ପ, ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ନୀତିଗତ ବିଷୟରେ ଦୁଇଜଣ ମତବିନିମୟ…

Read More

ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି: ମମତା ବାନାର୍ଜୀ ସବୁଠୁ କମ୍, ଚନ୍ଦ୍ରବାବୁ ନାଇଡୁ ସବୁଠୁ ଧନୀ

ନୂଆଦିଲ୍ଲୀ: ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ୍ ରହିଛି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୯୩୧ କୋଟି ଟଙ୍କା। ରିପୋର୍ଟ ଅନୁଯାୟୀ, ଚନ୍ଦ୍ରବାବୁଙ୍କ ପରେ…

Read More

ରାହୁଲଙ୍କ ବଡ଼ ଆରୋପ: ବିଜେପି ଚୋରାଉଛି ଭୋଟ୍!

ପାଟନା: ବିହାରରେ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ପକ୍ଷରୁ ଚାଲିଥିବା ‘ଭୋଟ୍ ଅଧିକାର ଯାତ୍ରା’ ଷଷ୍ଠ ଦିନରେ ପହଞ୍ଚିଛି। ଏହି ଯାତ୍ରାରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଓ ଆର୍ଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ନିର୍ବାଚନ କମିଶନକୁ କଡ଼ା ଭାବରେ ଆକ୍ରମଣ କରୁଛନ୍ତି। ରାହୁଲ ଗାନ୍ଧୀ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଆଖ୍ୟା କରିଥିବା ସହିତ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ କୁ ସଂସ୍ଥାଗତ ଚୋରି ବୋଲି ବିବେଚନା କରିଛନ୍ତି।…

Read More