କଟକରେ ରାଜନୈତିକ ହାଇଡ୍ରାମା: ସୋଫିଆଙ୍କୁ ଏମିତି କହିଲେ ସୁବାସ
କଟକ: କଟକରେ ସରଗରମ ରାଜନୀତି। ଚାଲିଛି କଥା କଟାକଟି।ତୀବ୍ର ବକ ଯୁଦ୍ଧ ନୁହେଁ ଜୋରସୋର୍ କଥା କଟା କଟି।ସହରରେ ରାଜନୈତିକ ଉତ୍ତେଜନା ଚରମସୀମାକୁ ପହଞ୍ଚିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏକ ସମୀକ୍ଷା ବୈଠକକୁ ନେଇ ଉଭୟଙ୍କ ମଧ୍ୟରେ ଦୁର୍ଦାନ୍ତ ବିବାଦ ସୃଷ୍ଟି ହୋଇଥିବାରୁ କଟକର ରାଜନୈତିକ ପରିସରରେ ହଇଚଇ ପ୍ରବଳ ହୋଇଛି। ସୂଚନ ଅନୁସାରେ,ସୋଫିଆ ଫିର୍ଦ୍ଦୋସ ସିଏମସି କମିଶନର…
