ଭାରତରେ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫: ଆଜି ଆସିବ ଭୋଟଗଣନା ଫଳାଫଳ

ନୂଆଦିଲ୍ଲୀ: ଆଜି ଭାରତରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି। ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍ ଦେବେ ଏବଂ ଭୋଟଗଣନା ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏନ୍ଡିଏର ପ୍ରାର୍ଥୀ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏବଂ ପୂର୍ବତନ ସୁପ୍ରିମ୍ ନ୍ୟାୟାଧୀଶ ବି. ସୁଦର୍ଶନ୍ ରେଡ୍ଡି ମଧ୍ୟରେ…

Read More

ବିଜେଡି ବିଜେପିରୁ ଅଲଗା ନୁହେଁ: ଭକ୍ତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ଭାଗ ନେଉ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁନାହାଁନ୍ତି । ଏନ୍‌ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ…

Read More

ଆଦିବାସୀଙ୍କ ପୈତୃକ ଭୂମି ଓ ସ୍ୱପ୍ନ ବିପଦରେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଗ୍ରେଟ୍ ନିକୋବର ମେଗା-ଇନଫ୍ରାଷ୍ଟକ୍ଚର ପ୍ରକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି, ଏହାକୁ ଆଦିବାସୀ ଅଧିକାରର ଉଲ୍ଲଂଘନ ଏବଂ ପରିବେଶଗତ ବିପଦ ବୋଲି ଅଭିହିତ କରି। ଦି ହିନ୍ଦୁରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ନିକୋବାରୀ ଏବଂ ଶୋମ୍ପେନ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି। ଗ୍ରେଟ୍ ନିକୋବର ଦ୍ୱୀପରେ ବସବାସ କରୁଥିବା ଏହି ଦୁଇ ମୁଖ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପ୍ରକଳ୍ପ ଯୋଗୁଁ…

Read More

କଂଗ୍ରେସ ସୃଜନ ବୈଠକରେ ବିବାଦ, ଦଳ ମଧ୍ୟରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର :ସାରା ରାଜ୍ୟରେ ଏବେ କଂଗ୍ରେସ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଚାଲିଛି। ପର୍ଯ୍ୟବେକ୍ଷକ ମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି। ହେଲେ ସବୁ ଜିଲ୍ଲାରେ ମାଳମାଳ ନେତା ଆଶାୟୀ ଅଛନ୍ତି। ଫଳରେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡିଛି। କୋରାପୁଟ, ଖଲ୍ଲିକୋଟ, ପାରାଦୀପ ଏଇ ତିନିଟି ସ୍ଥାନରେ କଂଗ୍ରେସ କଳି ପଦାରେ ପଡିଛି। ପର୍ଯ୍ୟବେକ୍ଷକ ସଭାପତି କଣ ବାଛିବେ, ବସିକି ଗୋଷ୍ଠୀ କନ୍ଦଳ ଦେଖୁଛନ୍ତି। କୋରାପୁଟ ଜ଼ିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ…

Read More

ନିର୍ବାଚନ କମିସନ୍‌ର ବଡ଼ ପଦକ୍ଷେପ: ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତି

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପରେ ସାରା ଦେଶରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଭାରତର ନିର୍ବାଚନ କମିସନ୍‌ ବିଚାର କରୁଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କର ଏକ ସମ୍ମିଳନୀ ଡକାଯାଇଛି। ନିର୍ବାଚନ କମିସନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମ୍ମିଳନୀରେ ଏସ୍‌ଏସ୍‌ଆର୍‌ର ପ୍ରସ୍ତୁତିର ସମୀକ୍ଷା କରାଯିବ। ପୂର୍ବରୁ ନିର୍ଧାରିତ ଅନୁସାରେ,…

Read More

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ: ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିବ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରରେ ଆୟୋଜିତ ହେଉଛି ଏକ ଭବ୍ୟ ଭେଟଘାଟ କାର୍ୟ୍ୟକ୍ରମ। ଏହି ଅବସରରେ ରାଜନୀତିର ସମସ୍ତ ସୀମା ଅତିକ୍ରମ କରି ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ ଦଳର ନେତାମାନେ। ଏହି କାର୍ୟ୍ୟକ୍ରମରେ ପୂରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ପ୍ରଶାସନିକ ସ୍ତରରେ ଏହି କାର୍ୟ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରୁ ରାତି ୧୦ଟା…

Read More

ଖଲ୍ଲିକୋଟରେ କଂଗ୍ରେସ ବୈଠକରେ ହଙ୍ଗାମା, ସଭାସ୍ଥଳ ରଣକ୍ଷେତ୍ର ପାଲଟିଲା

ଖଲ୍ଲିକୋଟ: କଂଗ୍ରେସର ସଂଗଠନ ସୃଜନ ଅଭିଯାନ ମଧ୍ୟରେ ଖଲ୍ଲିକୋଟରେ ବଡ଼ ବୈଠକ ହେବାକୁ ଥିଲା। ପିସିସି ପକ୍ଷରୁ ସେପ୍ଟେମ୍ବର ୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ ଖଲ୍ଲିକୋଟରେ ଏହି ବଡ଼ ବୈଠକ ବସିଥିଲା। ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଅଭିଭାଷଣ ସମୟରେ ବିବାଦୀୟ ବୟାନ ଦେବା ପରେ ସଭାସ୍ଥଳ ରଣକ୍ଷେତ୍ର ପାଲଟିଯାଇଥିଲା। ସେ ୨୦୨୪ ନିର୍ବାଚନ ସମୟରେ କଂଗ୍ରେସ…

Read More

ପାରାଦୀପରେ କଂଗ୍ରେସ କାର୍ଯ୍ୟକ୍ରମରେ ଉତ୍ତେଜନା: ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ

ପାରାଦୀପ: ପାରାଦୀପରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ଉତ୍ତେଜନାରେ ପରିଣତ ହୋଇଥିଲା। କାର୍ଯ୍ୟକ୍ରମ ସଂପର୍କରେ ସୂଚନା ନ ଦିଆଯିବା ଅଭିଯୋଗ ଆଣି କିଛି କଂଗ୍ରେସ କର୍ମୀ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ କର୍ମୀମାନେ ନିଜ ନିଜ ଭିତରେ ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କ ଓ ହୋହଲ୍ଲା ଯୋଗୁଁ ସ୍ଥାନୀୟ ପରିବେଶ ଉତ୍ତପ୍ତ ହୋଇ ଉଠିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।…

Read More

ତାମିଲନାଡ଼ୁରେ ଏନଡିଏକୁ ବଡ଼ ଝଟକା: ମେଣ୍ଟରୁ ଓହରିଲେ ଟିଟିଭି ଦିନାକରଣ

ତାମିଲନାଡ଼ୁ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ବଡ଼ ଝଟକା। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲଭମ ଏବଂ ଏବେ ଟିଟିଭି ଦିନାକରଣ ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଇ ନେତାଙ୍କ ବିଚ୍ଛେଦ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ NDAକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାକୁ ଚେଷ୍ଟା ଚାଲିଥିଲା। କିଛି ମାସ ତଳେ ଶାହଙ୍କ ଉଦ୍ୟମରେ AIADMK ପୁଣି NDAରେ ସାମିଲ…

Read More

ଉପ-ରାଷ୍ଟ୍ରପତି ନିର୍ବାଚନ: ବିଜେଡିର ନୀରବତା ନେଇ ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ପୂର୍ବରୁ ସମସ୍ତଙ୍କ ନଜର ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସାଧାରଣ ନୀରବତା ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେଡି ତରଫରୁ କାହାକୁ ସମର୍ଥନ କରାଯିବ, ତାହା ସ୍ପଷ୍ଟ…

Read More